Oct 24, 2023, 16:51 IST

ଚୋର ଭୁଲିଗଲା ଲାଗିଛି କ୍ୟାମେରା ଦେଖନ୍ତୁ ଚାହୁଁ ଚାହୁଁ କରିଦେଲେ ATM ମେସିନ ର ଏମିତି ଅବସ୍ଥା - VIRAl VIDEO

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଚୋ-ରି ଡ-କା-ୟ-ତି ଭଳି ଅନେକ ଖବର ଆପଣ ମାନେ ପ୍ରତିଦିନ ଶୁଣୁ ଥିବେ।ଆଉ ଦେଖିଥିବେ ମଧ୍ୟ।ଆମେ ଆଜି ଆପଣ ମାନଙ୍କୁ ସେହି ଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।
Special report
ଯାହାକି ଅନୁଗୁଳ ଜିଲ୍ଲା ରେ ଘଟିଛି।ଆଜି କାଲି ଏ ଟି ଏମ୍ ଚୋର ମାନେ ବ୍ୟାପିବାରେ ଲାଗିଛନ୍ତି।ସେମାନେ ଏ ଟି ଏମ୍ କୁ ତାଡି ସେଥିରୁ ଟଙ୍କା ଚୋରି କରି ନେଉଛନ୍ତି।ଏମାନେ ଭୁଲି ଯାଉଛନ୍ତି କି ଏଟିଏମ୍ ରେ କ୍ୟାମେରା ଲାଗିଛି ବୋଲି।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଏକ ଏଟିଏମ୍ ରେ ଗୋଟିଏ ଚୋର ଆସି ଏଟିଏମ୍ ତାଡୁ ଥିବାର ନଜର ଆସି ଥିଲା।ଯାହାକି ଏଟିଏମ୍ ରେ ଲାଗିଥିବା କ୍ୟାମେରା ରେ କଏଦ ହୋଇ ଯାଇଥିଲା।ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।ଓ ଶେଷ ରେ ଧରା ପଡ଼ି ଥିଲା ମଧ୍ୟ।ସେ ପ୍ରଥମେ ଏଟିଏମ୍ କୁ ଭଲ ଭାବେ ଖୋଲି ପାରି ନ ଥିଲା।କୌଣସି ଏକ ଯନ୍ତ୍ରାଂଶ ମାଧ୍ୟମ ରେ ସେ ଏଟିଏମ୍ କୁ ତାଡି ଦେଇଥିଲେ।
Special report
ଏହା ପରେ ଏଟିଏମ୍ ଟି ଖୋଲି ଯାଇଥିଲା।ଲୋକ ଟି ଟଙ୍କା ନ ନେଇ ସେଥିରେ ହାତ ମାରି ଥିଲା।ଏହା ପରେ ପୋଲିସ ଆସି ସନ୍ଧାନ କରିବା ପରେ ଜଣା ପଡି ଥିଲା କି ସେହି ବ୍ୟକ୍ତି ଜଣକ ଚୋର ନ ଥିଲା।
ସେ ଏଟିଏମ୍ ସଜାଡି ବାକୁ ଆସିଥିଲେ।ସେଥିପାଇଁ ଏଟିଏମ୍ କୁ ଖୋଲି ସେ ତାଙ୍କୁ ଠିକ୍ ଭାବେ ପରୀକ୍ଷା କରୁଥିଲେ କି କେଉଁ ଠାରେ ଏଟିଏମ୍ ଟି ଖରାପ ହୋଇଛି।ସେ ଯାହା ସବୁ କରୁଥିଲେ ତାହା କ୍ୟାମେରା ରେ କଏଦ ହୋଇ ଯାଇଥିଲା।ତେଣୁ ସମସ୍ତେ ଭାବି ଥିଲେ କି ସେ ହେଉଛନ୍ତି ଚୋର।
ଏହି ଭିଡିଓ ଟି ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।କିନ୍ତୁ ସମସ୍ତେ ସବୁ କିଛି ଜାଣିଲା ପରେ ଏହାର ସମାଧାନ ହୋଇ ଥିଲା।ସେହି ଲୋକ ଟି କୁ ନିର୍ଦ୍ଦୋଷ ରେ ଖଲାସ କରା ଯାଇଚି।

Advertisement