Sep 26, 2023, 08:23 IST

କ୍ଷୀର ଖାଉଥିବା ଛୁଆ କୁ ଛାଡି ପ୍ରେମିକ ପଛରେ ପାଗଳ ହେଲା ଯୁବତୀ, କହିଲା ମୋ ସ୍ବାମୀ ଦରକାର୍ ନାହିଁ.. ପ୍ରେମିକ ଜିନ୍ଦାବାଦ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ଵାମୀ ଚାଲି ଯିବା ପରେ ନିଜର ଛଅ ବର୍ଷର ପୁଅ କୁ ପାଦ ରେ ଆଡେଇ ଦେଲା ମାଆ। ପର ପୁରୁଷ ଠାରୁ ଦେହ ସୁଖ ନେବା ପାଇଁ ନିଜର ମାତୃତ୍ଵ କୁ ଭୁଲି ଯାଇଥିଲା ମାଆ।
Special report
ନିଜର ବୃଦ୍ଧ ଶାଶୂ ଶଶୁର ଙ୍କୁ ମଧ୍ୟ ଛାଡ଼ି ଦେଇ ଟଙ୍କା ସୁନା ନେଇ ନିଜର ପ୍ରେମିକ ସହିତ ରାତାରାତି ଫେରାର ହୋଇଗଲା ବୋହୂ। ଘରର ରୋଜଗାରିଆ ପୁଅ ରୋଗରେ ଆକ୍ରାନ୍ତ ହୋଇ ଚାଲି ଯିବା ପରେ ସବୁ କିଛି ବଦଳି ଗଲା।
ପର ପୁରୁଷ ର ପ୍ରେମରେ ସଂପୂର୍ଣ୍ଣ ଭାବରେ ବଦଳୀ ଯାଇଥିଲା ବୋହୂ। ଲୁଚି ଲୁଚି ପ୍ରେମ କରୁଥିବା ବେଳେ ଘରେ ପୁଅ ରଖିଥିବା ସବୁ ଟଙ୍କା ଓ ସୁନା କୁ ନେଇ ଫେରାର ହୋଇଗଲା ସେ ତାର ପ୍ରେମିକ ସହିତ।
ଟିକେ ଦେହ ସୁଖ ପାଇବା ପାଇଁ ଦଶ ମାସ ଦଶ ଦିନ ନିଜ ଗର୍ଭରେ ରଖି ପାଳିଥିବା ନିଜର ପୁଅ କୁ ମଧ୍ଯ ସଂପୂର୍ଣ୍ଣ ଭାବରେ ଭୂଲି ଯାଇଥିଲା ମାଆ। ଜେଜେ ଜେଜେ ମାଆ ପାଖରେ ହିଁ ନିଜର ଛୁଆ କୁ ଛାଡ଼ି ଚାଲିଗଲା ମାଆ।
Special report
ହେଲେ ଶଶୁର ଶାଶୁ ଭାବିଥିଲେ କି ତାଙ୍କର ବୋହୁ ତାଙ୍କର ଘରେ ପୁଅ ହୋଇ ରହିବେ ତା ସହ ସେ ପୁଅ ହେବାର ସବୁ କର୍ତ୍ତବ୍ୟ ମଧ୍ଯ ତୁଲାଇବେ ,ହେଲେ ସବୁ କିଛି ବଦଳି ଯାଇଥିଲା।
ତାଙ୍କ ନାତି ଛଅ ବର୍ଷର ହେବା ପରେ ହିଁ ତାଙ୍କର ନାତି ପରପୁରୁଷ ସହ ଚମ୍ପଟ ମାରିଥିଲେ। ରୋଜଗାରିଆ ପୁଅ ର ଏଭଳି ଅଚାନକ ଚାଲି ଯିବା ପରେ ତାଙ୍କ ବାପା ମଧ୍ୟ ପାରାଲିଶିସ ରୋଗରେ ଆକ୍ରାନ୍ତ ହୋଇ ଯାଇଛନ୍ତି। ଘରେ ମଧ୍ୟ ରୋଜଗାର କ୍ଷମ କେହି ନାହାଁନ୍ତି।
ସେଥିପାଇଁ ତାଙ୍କ ଘରେ ଖାଇବାକୁ ମୁଠାଏ ଦାନା ଟିଏ ମଧ୍ଯ ନାହିଁ। ସେ ଶଯ୍ୟାଶାୟୀ ହୋଇଥିବା ବେଳେ ଛଅ ବର୍ଷର ଛୁଆ ଟିକୁ ପାଳିବା ତାଙ୍କ ପାଇଁ କାଠିକର ପାଠ ହୋଇ ଯାଉଛି।
ସେ ବ୍ୟସ୍ତ ବିବ୍ରତ ହୋଇ ଯାଉଛନ୍ତି କି ଛୋଟ ଛୁଆ ଟିକୁ କିଭଳି ପାଳି ପୋଷି ମଣିଷ କରିବେ। ସେଥିପାଇଁ ସେ ସାହାଯ୍ୟ ମାଗିଛନ୍ତି। ଯଦି ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳେ ତେବେ ସେ ତାଙ୍କର ପିଲାଟିକୁ ମଣିଷ କରି ପାରିବେ ବୋଲି କୁହା ଯାଉଛି।

Advertisement