Jan 22, 2024, 14:52 IST

ମୁଁ ଛୋଟ ଡ୍ରେସ୍ ପିନ୍ଧିଲେ କାହାର କଣ ଅସୁବିଧା ଯେ, ସେ ବାମ୍ଫ ନିଉଜ କୁ ବାମ୍ଫ ଦେଇ ଛାଡ଼ିବି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗଣ ମାଧ୍ୟମ ରେ କେତେବେଳେ କଣ ସବୁ ଘଟି ଯାଏ ତାହା କେହି ବି ଜାଣି ନ ଥାଆନ୍ତି।ନିକଟ ରେ ବାମ୍ଫ ଖବର କୁ ନେଇ ଆସିଚି ଏକ ବଡ ଖବର।ଜଣେ ମହିଳା ଙ୍କୁ ନେଇ ଏପରି କିଛି ସେମାନେ ନିଜ ଚ୍ୟାନେଲ ରେ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।
Special report
ମହିଳା ଜଣକ ସେହି ବାମ୍ଫ ନିଉଜ ନାମ ରେ ସାଇବର ଥାନା ରେ ଅଭିଯୋଗ କରିବା ପାଇଁ ଯାଉଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ମହିଳା ଜଣକ କହିଛନ୍ତି କି ଆମେ ସେହି ବାମ୍ଫ ନିଉଜ୍ କୁ ବାମ୍ଫ ଦେଇକି ହିଁ ଛାଡ଼ିବୁ।
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ଜାଣି ଥିବେ ନେହା ପାଣିଗ୍ରାହୀ ନାମକ ଜଣେ ମହିଳା ରାସ୍ତା ରେ କାର ଭିତରେ ଖାଦ୍ୟ ଲୋକ ମାନଙ୍କୁ ବିକ୍ରୀ କରି ଥାଆନ୍ତି।ସେମାନେ ଯେଉଁ ଖାଦ୍ୟ ବିକ୍ରୀ କରି ଥାଆନ୍ତି।ସମସ୍ତେ ତାହାକୁ ଖୁବ୍ ପସନ୍ଦ କରନ୍ତି।ଲୋକ ଙ୍କ ଗହଳି ସେଠାରେ ଦେଖିବାକୁ ମିଳେ।
ହେଲେ ବାମ୍ଫ ନିଉଜ ଚ୍ୟାନେଲ ତାଙ୍କ ବିରୋଧ ରେ ଏପରି କିଛି କହି ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେମାନେ କହିଥିଲେ କି ନେହା କ ତାଙ୍କ ସହଯୋଗୀ ବହୁତ ସେକ୍ସି।ସେମାନେ ବହୁତ ସୁନ୍ଦର।
Special report
ଏହି ସୁନ୍ଦରତା ପାଇଁ ଲୋକ ଙ୍କ ଭିଡ ଜମୁଛି।ଲୋକେ ତାଙ୍କ ସୁନ୍ଦରତା କୁ ଦେଖି ତାଙ୍କ ପାଖକୁ ଖାଇବା ପାଇଁ ଆସୁଛନ୍ତି।ଏହା ଶୁଣି ସାରିବା ପରେ ନେହା ପାଣିଗ୍ରାହୀ ବହୁତ ରାଗି ଯାଇଥିଲେ।ହେଲେ ତାଙ୍କ ଶାଶୁ ଶ୍ବଶୁର ଓ ପରିବାର ଲୋକେ ତାଙ୍କୁ ବହୁତ ସପୋର୍ଟ କରିଛନ୍ତି।
ସେମାନେ କହିଥିଲେ କି ସେହି ନିଉଜ ଚ୍ୟାନେଲ ବିରୋଧ ରେ ସାଇବର ଥାନା ରେ ଅଭିଯୋଗ କର।ଏଭଳି ଜଣେ ମହିଳା ଙ୍କ ବିରୋଧ ରେ ଲେଖିବା କେତେ ଦୂର ଠିକ୍।ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆ ଯାଉ।ତାଙ୍କର ଏଭଳି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଏ ନେଇ ନେହା ପାଣିଗ୍ରାହୀ କହିଛନ୍ତି କି ସେ ସେହି ବାମ୍ଫ ନିଉଜ ଚ୍ୟାନେଲ କୁ ବାମ୍ଫ ନ ଦେବା ପର୍ଯ୍ୟନ୍ତ ଶାନ୍ତି ରେ ବସି ପାରିବେ ନାହିଁ।ମୁଁ ମୋ ସ୍ଵାମୀ ଙ୍କ ପାଇଁ ସେକ୍ସି।ମୋ ନିଜ ପାଇଁ ସେକ୍ସି।ଏଥିରେ ସେମାନେ କିଏ କହିବାକୁ।ମୁଁ ଏବେ ସାଇବର ଥାନା କୁ ଯିବି ସେଠାରେ ଅଭିଯୋଗ କରିବି।
ତାଙ୍କ ଯା ମଧ୍ୟ ଏଭଳି କିଛି ସୋସିଆଲ ମିଡିଆରେ କହିଛନ୍ତି।ଜଣେ ମହିଳା ଙ୍କ ବିରୋଧ ରେ ଏଭଳି କହିବା ଠିକ୍ ନୁହେଁ।ସେ ନିଜ ପରିବାର ଚଳାଇବା ପାଇଁ ଏଭଳି କାମ ରାସ୍ତା ମଝିରେ କରୁଛନ୍ତି।ହେଲେ ତାଙ୍କୁ ଏଭଳି କହିବା କେତେ ଦୂର ଠିକ୍ ଆପଣ ମାନେ ବିଚାର କରନ୍ତୁ।

Advertisement