Jan 20, 2024, 12:47 IST

ପରୀକ୍ଷା ସମୟ ରେ ଯୁବତୀ ଡ୍ରେସ୍ ରେ ହାତ ପୁରାଇ ଚେକିଁ କରିବାରୁ ବାହାରିଲା ଏମିତି....

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଲେଜ୍ ଝିଅର ପ୍ୟାଣ୍ଟ ଭିତରୁ ବାହାରିଲା ବନ୍ଧୁକ। ଝିଅ କଲେଜ୍ କୁ ପାଠ ପଢିବାକୁ ଯାଇଥିଲା ହେଲେ ପ୍ୟାଣ୍ଟ୍ ଭିତରେ ବନ୍ଧୁକ ରଖିଥିଲା। ଯାହାକୁ କାଢ଼ି ଦେଇଥିଲା ପୋଲିସ।
Special report
ଏହି କଲେଜ୍ ଯୁବତୀ ଜଣକୁ ଘେରିକି ଅଛନ୍ତି ପୋଲିସ ଓ ସହ ସହ ଲୋକ। ଝିଅଟି କଲେଜ୍ ୟୁନିଫର୍ମ ପିନ୍ଧି ଥିବା ବେଳେ କାନ୍ଧରେ ବ୍ୟାଗ ମଧ୍ୟ ପକାଇଛନ୍ତି। ହେଲେ ପ୍ୟାଣ୍ଟ୍ ଭିତରେ ଏଭଳି ଜିନିଷ ରଖିଛନ୍ତି,
ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ଦେଖିବା ପରେ ପୋଲିସ ମଧ୍ୟ ସଂପୂର୍ଣ୍ଣ ଭାବରେ ଛାନିଆ ହୋଇ ଯାଇଥିଲା। ଏହି ଯୁବତୀ ଜଣକ ଯାହାର ବୟସ ପାଖାପାଖି ୨୦ ବର୍ଷ ହେବ।
ଯିଏକି ନିଜ ପ୍ୟାଣ୍ଟ୍ ରେ ବନ୍ଧୁକ ପୁରାଇ କଲେଜ୍ ଯାଇଥିଲେ। ଆଉ ସେହି ବନ୍ଧୁକ ନେଇ ସେ କଲେଜ୍ ଭିତରେ ସଂପୂର୍ଣ୍ଣ ଭାବରେ ଦାଦା ମଧ୍ୟ ସାଜି ଯାଇଥିଲେ। ଯାହାକୁ ପାରୁଥିଲେ ତାକୁ ବନ୍ଧୁକ ଦେଖେଇ ଡରାଉ ଥିଲେ।
Special Report
ହେଲେ ଆଜି ସମସ୍ତଙ୍କ ସାମ୍ନାରେ ସେହି ବନ୍ଧୁକ କୁ ପୋଲିସ ବାହାର କରି ଦେଇଛି। ଆହୁରି ମଧ୍ୟ ସେହି ବନ୍ଧୁକ କୁ କାଳେ କିଏ ଦେଖିଦେବ ବୋଲି ସେହି ବନ୍ଧୁକ କୁ ଯୁବତୀ ଜଣକ ତାଙ୍କର ପ୍ୟାଣ୍ଟ୍ ଭିତରେ ଲୁଚାଇ ରଖିଥିଲେ।
ପୋଲିସ ଯେତେବେଳେ ଯୁବତୀଙ୍କୁ ଅଟକାଇ ପଚରା ଉଚରା କରିଥିଲେ ଆଉ ଯେତେବେଳେ ଯୁବତୀଙ୍କୁ ପୋଲିସ ଚେକିଙ୍ଗ ମଧ୍ୟ କରିଥିଲା ସେତେବେଳେ ଯୁବତୀ ଲୁଚାଇ ରଖିଥିବା ସେହି ବନ୍ଧୁକ କୁ ବାହାର କରି ଦେଇଥିଲା।
ଏହାପରେ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲା ପୋଲିସ। ସେପଟେ ପୋଲିସ ଯୁବତୀଙ୍କୁ ତଲାସ କରି ବନ୍ଧୁକ ବାହାର କରୁଥିଲା ସେ ସବୁ ଦୃଶ୍ୟକୁ ନିଜର ମୋବାଇଲ କ୍ୟାମେରା ରେ ରେକର୍ଡ ମଧ୍ୟ କରୁଥିଲା।
ପରେ ଏହି ଭିଡିଓ କୁ ପୋଲିସ ନିଜେ ହିଁ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରି ଦେଇଛି। ଲୋକ ମାନଙ୍କୁ ସତର୍କ ରହିବା ପାଇଁ ମଧ୍ୟ କହି ଦେଇଛି। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisement