Oct 4, 2023, 11:19 IST

ଛାତ୍ରୀ ଙ୍କୁ ଉଠାଇ ନେଇଗଲା ମାଷ୍ଟର, କାନ୍ଦି କାନ୍ଦି ଶେଷରେ ପରିବାର ଗଲେ ଥାନା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଝିଅ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଟିଉସନ୍ ସାର ଯୁବତୀ ଜଣକୁ ନେଇ କେଉଁ ଆଡେ଼ ଚାଲି ଯାଇଛନ୍ତି।
Special report
ଏନେଇ ମଧ୍ଯ ଯୁବତୀ ଜଣକ ମାଆ ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ଆଗରୁ ମଧ୍ୟ ସେହି ସାର ଜଣକ ତାଙ୍କ ଝିଅଙ୍କୁ ନେଇ ଚାଲି ଯାଇଥିଲେ। ଆଉ ଏବେ ପୁଣି ଥରେ ତାଙ୍କ ଝିଅକୁ ନେଇ ଯାଇଛନ୍ତି।
ଆଜ୍ଞା ହଁ ଏବେ ଦେଖିବାକୁ ମିଳିଛି କି କାନ୍ଦି କାନ୍ଦି ଏଭଳି କିଛି କହିବାରେ ଲାଗି ପଡିଛନ୍ତି ଜଣେ ମାଆ। ଆଉ ଯାହାପରେ ଏବେ ଲାଗୁଛି କି ଶିକ୍ଷକ ଏବେ ସାଜି ଯାଇଛନ୍ତି ଭକ୍ଷକ।
ଟିଉସନ୍ ହେବାକୁ ଯାଉଥିବା ଛାତ୍ରୀ ଉପରେ ଟିଉସନ୍ ମାଷ୍ଟର ମଧ୍ୟ ତାଙ୍କର ଖରାପ୍ ଦୃଷ୍ଟି ପକାଇଥିଲେ। ଆଉ ପୂର୍ବରୁ ଥରେ ମଧ୍ଯ ଟିଉସନ୍ ମାଷ୍ଟର ଜଣକ ତାଙ୍କ ଝିଅକୁ ନେଇ ଚାଲି ଯାଇଥିଲେ। ଏହାପରେ ତାଙ୍କର ପରିବାର ଲୋକେ ଏହି ସମ୍ପର୍କରେ ଜାଣିବାକୁ ପାଇଥିଲେ।
Special report
ଏବଂ ସେମାନେ ମଧ୍ୟ ସମସ୍ତେ ଏହି ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ। ଆଉ ଏହାପରେ ତାଙ୍କ ଝିଅକୁ ସେଠାକୁ ଟିଉସନ ମଧ୍ୟ ଛାଡ଼ି ନଥିଲେ। ମାତ୍ର ଏବେ ଯୁବତୀ ଜଣକ ପୁନର୍ବାର କେଉଁ ଆଡେ଼ ଚାଲି ଯାଇଛି।
ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ଯ ଏବେ ଆଉ ଛାତ୍ରୀ ଜଣକ ଙ୍କ ପତ୍ତା ମିଳି ପାରୁ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ଯାହାକି ସାରା ଅଞ୍ଚଳରେ ଏବେ ଚହଳ ସୃଷ୍ଟି କରିଛି।
ସେ କହିଛନ୍ତି ତାଙ୍କ ଝିଅ କୁ ଶଙ୍ଖ ଗ୍ରାମର ଅଜିତ ନାମକ ଏକ ଯୁବକ ଟିଉସନ୍ କରିଥିଲେ। ହେଲେ ନାବାଳିକା ଜଣକ ଟିଉସନ୍ ଯାଇଥିବା ବେଳେ ସେ ଆଉ ଘରକୁ ଫେରି ନଥିଲେ। ଆଉ ଏହାପରେ ପରିବାର ଲୋକେ ଖୋଜାଖୋଜି କରି ଟିଉସନ୍ ସାର ଙ୍କ ଘରୁ ଯୁବତୀ ଜଣକୁ ଉଦ୍ଧାର କରିଥିଲେ।
ଆଉ ଏବେ ମଧ୍ୟ ତାଙ୍କ ଝିଅର ପତ୍ତା ମିଳୁ ନାହିଁ। ଆଉ ଏନେଇ ମଧ୍ଯ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement