Updated: Oct 2, 2023, 09:55 IST

ଛାତ୍ରୀ ହଷ୍ଟେଲରେ ଲାଗିଲା ଭୂତ ଦେଖନ୍ତୁ ୫ ଛାତ୍ରୀଙ୍କ ସହ କଣ ହେଇଗଲା ହଠାତ୍ ଭିଡିଓ ହେଲା VIRAl

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଦୁନିଆରେ ଭୂତ ଅଛନ୍ତି ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏବେ ଭୂତକୁ ନେଇ ଏଭଳି କିଛି ଖବର ସାମ୍ନାକୁ ଆସିଛି । 
ଏହି ଖବର ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଯିବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଛାତ୍ରୀ ନିବାସରେ ବାହାରିଛି ଭୂତ । ଆଉ ଛାତ୍ରୀ ନିବାସରେ ଶୁଭୁଛି ବିକଟାଳ ଶବ୍ଦ ।
Special report
ଏହି କଲେଜ ପଢୁଆ ଯୁବତୀଙ୍କ ଦେହରେ ଭୂତ ଲାଗିଛି ବୋଲି ଖବର ଏବେ ଆସୁଛି । ଯୁବତୀଙ୍କ ଚିତ୍କାର ଶୁଣି କଲେଜର ପ୍ରିନ୍ସିପାଲ୍ ଭୟଭୀତ ହୋଇଗଲେ । ବିରଜା ଲେଡିଜ୍ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି କିଛି ଖବର । ଯାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । 
ଏହି ଘଟଣା ଘଟିଛି ଓଡ଼ିଶାରେ । ଆଉ ଓଡ଼ିଶାର ଯାଜପୁର ଜିଲ୍ଲା ରଗଡ଼ି ଅଞ୍ଚଳରେ ଥିବା ସରକାରୀ ପଲିଟେକନିକ୍ କଲେଜର ଛାତ୍ରୀ ନିବାସରେ ଏହି ଘଟଣା ଘଟିଛି । ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଦେହରେ ଭୂତ ଲାଗିଛି ଆଉ ସେମାନେ ବିକଟାଳ ଶବ୍ଦ ମଧ୍ୟ କରୁଛନ୍ତି ।
Special report
ଆଉ କିଏ କାନ୍ଦୁଛି ମଧ୍ୟ । ହଷ୍ଟେଲରେ ଖେଳିଯାଇଛି ଭୂତର ଆତଙ୍କ । ଏହି ହଷ୍ଟେଲକୁ ତାନ୍ତ୍ରିକ ଆସି ପୂଜାପାଠ ମଧ୍ୟ କରିଛି କିନ୍ତୁ ହଷ୍ଟେଲ ଛାଡ଼ି ଭୂତ ଯାଉନାହିଁ । କଲେଜରେ ଭୂତର ଭୟ ଦେଖାଯିବା ପରେ ପିଲାମାନେ କଲେଜ ଆସିବାକୁ ଭୟ କରୁଛନ୍ତି । 
ହଷ୍ଟେଲର ଏହି ଦୃଶ୍ୟ ଦେଖି କେବଳ ହଷ୍ଟେଲ ନୁହେଁ ବରଂ ସାରା ଅଞ୍ଚଳ ଏବେ ଭୟଭୀତ । ଜଣେ ଛାତ୍ରୀଙ୍କ ପରେ ଆଉ ଜଣେ ଛାତ୍ରୀଙ୍କ ଦେହରେ ଭୂତ ଲାଗୁଛି ଆଉ ସେଥିପାଇଁ ସମସ୍ତ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ହଷ୍ଟେଲରେ ରହୁଥିବା ମନିଟର ମଧ୍ୟ ହଷ୍ଟେଲ ରୁମ୍ ଛାଡିଛନ୍ତି ।
ଏଭଳି ଭୂତ ଆତଙ୍କ ଦେଖାଯିବା ପରେ ଛାତ୍ରୀ ନିବାସରେ ରହୁଥିବା ୧୬୦ ଜଣ ରୁ ଅଧିକ ଛାତ୍ରୀ ଘରକୁ ପଳାଇ ଆସିଛନ୍ତି । ଏହି ସ୍ଥାନରେ ପୋଲିସ ମଧ୍ୟ ପହଞ୍ଚିଛି। ଏହି ଦୃଶ୍ୟ ବହୁତ ସମ୍ବେଦନଶୀଳ ଅଟେ । ଏହା ଅନ୍ଧବିଶ୍ୱାସ ନୁହେଁ ଏହା ସତ୍ୟ ଘଟଣା ଅଟେ ।

Advertisement