ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ। ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
ଆମ ସମାଜରେ ଆଜିକାଲି ପ୍ରେ-ମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି। ବର୍ତ୍ତମାନର ସମୟରେ ବିବାହିତା ପୁରୁଷ ଏବଂ ନାରୀ ମାନେ ପ-ର-କ୍ରି-ୟା ପ୍ରୀ-ତିରେ ଲୀନ ରହୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହାକି ସ୍ତ୍ରୀର ପରକୀୟାପ୍ରୀତି ସ୍ୱାମୀ ଜାଣିଦେଇଥିଲା ସ୍ୱାମୀ। ଛାତ ଉପରେ ସ୍ୱାମୀକୁ ନେଲା ଆଉ ଲିପ କିସ ଦେଲା ସ୍ତ୍ରୀ, ଆଉ ତାପରେ ଛାତରୁ ଠେଲିଦେଲା।
ଏଭଳି ଘଟଣା ଘଟିଛି କେରଳର ଡାଭାନାଗେର ତାଲୁକର ହାଲ ବିସାଲେରୀ ଗାଁରେ। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ସ୍ତ୍ରୀକୁ ଅଟକ ରଖିଛି। ସୂଚନା ଅନୁଯାୟୀ, ସ୍ଵାମୀ ଲିଙ୍ଗରାଜ ଆଉ ସ୍ତ୍ରୀ କାଭ୍ୟା ମଧ୍ୟରେ ତୃତୀୟ ବ୍ୟକ୍ତି ବିରେସ ପଶିଥିଲେ।
ବିରେସ କାଭ୍ୟାକୁ ଦେଖିଲା ପରେ ତାକୁ ପସନ୍ଦ କରିବାକୁ ଲାଗିଥିଲା। ଶେଷରେ ବିରେସ ଆଉ କାଭ୍ୟା ଉଭୟ ଭଲ ପାଇ ବସିଲେ। ସେମାନଙ୍କ ଭଲ ପାଇବା ଏମିତି ନିବିଡ ହୋଇଥିଲା ଯେ ଉଭୟ ମିଶି ସ୍ଵାମୀ ଲିଙ୍ଗରାଜ କୁ ହ-ତ୍ୟା କରିଦେଲେ।
ତେବେ ବନ୍ଧୁଗଣ ଏହି ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେତେବେଳେ ଉଭୟ ଲିଙ୍ଗରାଜ କୁ ହତ୍ୟା କରିଥିଲେ ସେତେବେଳେ ସ୍ତ୍ରୀ କାଭ୍ୟା କିଛି ନଜାଣିଲା ପରି ହେଉଥିଲା।
ହେଲେ ପୋଲିସ ର ପ୍ରଶ୍ନ ଆଗରେ କାଭ୍ୟା ଗୋଟି ଗୋଟି ସବୁ ସତ କଥା କହି ଦେଇଥିଲେ। ତେବେ ବନ୍ଧୁଗଣ ସ୍ତ୍ରୀ କାଭ୍ୟା ତାଙ୍କ ସ୍ଵାମୀ ଲିଙ୍ଗରାଜ କୁ ଛାତ ଉପରୁ ଠେଲିଦେଇ ମାରି ଦେଇଛି।
ଏଭଳି କିଛି ପୋଲିସ ଆଗରେ ବଖାଣି ଦେଇଛି ସ୍ତ୍ରୀ କାଭ୍ୟା। ତେବେ ପୋଲସ ଉଭୟ ପ୍ରେମିକ ଏବଂ ପ୍ରେମିକା କୁ ଗିରଫ କରିଛି। ବନ୍ଧୁଗଣ କାଭ୍ୟା ବାହାହୋଇଥିଲେ ମଧ୍ୟ ଜଣେ ଯୁବକ ପ୍ରେମରେ ପଡ଼ି ତାଙ୍କ ସ୍ବାମୀ ଲିଙ୍ଗରାଜ କୁ ହ-ତ୍ୟା କରିଛନ୍ତି।