Updated: Sep 23, 2023, 10:01 IST

ଚନ୍ଦ୍ର ରେ ଚାନ୍ଦ୍ରୟାନ କଲା MOON WALK , ଏଲିଅନ ମାନେ ବି ଖୁସି ରେ ମାରିଲେ ତାଳି

Special report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଅଗଷ୍ଟ ୨୩ ତାରିଖ ଦିନ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ତାର ପ୍ରଥମ ଚନ୍ଦ୍ର ଯାନ ୩ କୁ ଚନ୍ଦ୍ର କୁ ପଠାଇ ଥିଲା।ବିକ୍ରମ ଯାନ ରୁ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠ ରେ ପ୍ରଥମ ଥର ପାଇଁ ଲ୍ୟାଣ୍ଡ କରିଥିଲା।
Special report
ଏହା ପରେ ସେ ଚନ୍ଦ୍ର ପୃଷ୍ଠ ର ବିଭିନ୍ନ ଫଟୋ ଓ ଭିଡିଓ ଇସ୍ରୋ କୁ ପଠାଇ ଥିଲା।ଭାରତ ପ୍ରଥମ ଥର ପାଇଁ ଚନ୍ଦ୍ର ର ଦକ୍ଷିଣ ପୃଷ୍ଠ ରେ ଇତିହାସ ସୃଷ୍ଟି କରି ଥିଲା।ଏହା ପୂର୍ବ ରୁ କୌଣସି ଦେଶ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ପାଦ ରଖି ନ ଥିଲା।ଯେଉଁଥି ପାଇଁ ଏବେ ଭାରତୀୟ ମହାକାଶ ସଂସ୍ଥା କୁ ଖୁବ୍ ପ୍ରଶଂସା କରା ଯାଇଛି।
ଆପଣ ମାନେ ସମସ୍ତେ ଜାଣି ଥିବେ ଚନ୍ଦ୍ର ୧୪ ଦିନ ଯାଏଁ ସୂର୍ଯ୍ୟ ଙ୍କ ଆଲୋକ ରେ ଆଲୋକିତ ହୁଏ।ଓ ଅନ୍ୟ ୧୪ ଦିନ ଅନ୍ଧାର ଥାଏ।ରୋଭର ପ୍ରଜ୍ଞାନ ୧୪ ଦିନ ଯାଏଁ ସୂର୍ଯ୍ୟ ଙ୍କ ଆଲୋକ ରେ ଆଲୋକିତ ହେଉଥିଲା।ଏଥିରୁ ତାକୁ ଶକ୍ତି ମିଳୁ ଥିଲା।
Special report
କିନ୍ତୁ ପରବର୍ତ୍ତୀ ସମୟ ରେ ସେଠାରେ ଅନ୍ଧାର ହୋଇ ଯିବାରୁ ପ୍ରଜ୍ଞାନ କୁ ଆଉ ଶକ୍ତି ମିଳି ପାରିଲା ନାହିଁ।କିନ୍ତୁ ବୈଜ୍ଞାନିକ ମାନେ ରୋଭର ପ୍ରଜ୍ଞାନ କୁ ସ୍ଲିପ୍ ମୋଡ଼ କରି ଦେଇଥିଲେ।ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଛି କି ସୂର୍ଯ୍ୟ ଙ୍କ ର ଆଲୋକ ପଡ଼ିବା ପରେ ରୋଭର ପୁଣି ଥରେ ତାର କାର୍ଯ୍ୟ କରିବ କି ନାହିଁ।
ଏବେ ସେଠାରେ ସୂର୍ଯ୍ୟ ଙ୍କ କିରଣ ପଡିଚି।-୧୪ ଡିଗ୍ରୀ ତାପମାତ୍ରା ରେ ରୋଭର ସେଠାରେ ବରଫ ରେ ପରିଣତ ହୋଇଛି।ତା ପାଇଁ ପୁନର୍ବାର ଉଠି କାର୍ଯ୍ୟ କରିବା ବହୁତ କଷ୍ଟ ହୋଇ ଯିବ।
Special report
କିଛି ଲୋକ କହୁ ଛନ୍ତି କି ରୋଭର ପ୍ରଜ୍ଞାନ ଉଠି ପୁଣି ଥରେ ମହାକାଶ ସଂସ୍ଥା ଇସ୍ରୋ କୁ ଭିଡିଓ ଓ ଫଟୋ ପଠାଇଛି।ସେଠାରେ ରହି ଚନ୍ଦ୍ର ପୃଷ୍ଠ ବିଷୟରେ ଅଧିକ ତଥ୍ୟ ହାସଲ କରୁଛି ବୋଲି କୁହା ଯାଇଛି।ହେଲେ ଏହା କେତେ ଦୂର ସତ କି ମିଛ ତାହା ଜଣା ପଡି ନାହି।
ଇସ୍ରୋ ର ବୈଜ୍ଞାନିକ ମାନେ ଏ ବିଷୟ ରେ କୌଣସି ସୂଚନା ଦେଇ ନାହାନ୍ତି।ଏବେ ସମସ୍ତଙ୍କର ଚିନ୍ତା ରହିଛି ଯେ ବରଫ ଭିତରୁ କିପରି ପ୍ରଜ୍ଞାନ ବାହାରି ନିଜ କୁ କାର୍ଯ୍ୟ କ୍ଷମ କରାଇବ।ଏବେ ଦେଖିବାକୁ ବାକି ରହିଲା କି ପ୍ରଜ୍ଞାନ ରୋଭର ପୃଥିବୀ କୁ ତଥ୍ୟ ପଠାଇ ପାରୁଛି କି ନାହିଁ।

Advertisement