Updated: Sep 2, 2023, 19:00 IST

ଏହି କାରଣରୁ ଚାଲିଯିବ ଜୀବନ ଦେଖନ୍ତୁ ପାଖେଇ ଆସିଲା ସମୟ ଆଉ ଏତିକି ସମୟରେ ଯିବ ଜୀବନ

Pragyan

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରବିବାର ହେଉଛି ରୋଭର ପ୍ରଜ୍ଞାନର ଶେଷ ଦିନ। ରବିବାର ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିବେ ପ୍ରଜ୍ଞାନ ବିକ୍ରମ। ମୁନ ମିସନ ହେବାକୁ ଯାଉଛି ଶେଷ। କାହିଁକି ରବିବାର ହେବ ପ୍ରଜ୍ଞାନ ରୋଭର ର ଶେଷ ଦିନ ? କଣ ପାଇଁ ରବିବାର ଶେଷ ଦିନ ହେବାକୁ ଯାଉଛି ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ପାଇଁ ?
ସେମାନଙ୍କ ର ସେଠାରେ କଣ ହେବ ଓ କାହିଁକି ତଥ୍ୟ ଦେବେ ନାହିଁ।ସୂଚନା ଅନୁଯାୟୀ ୭୦୦ କୋଟି ଖର୍ଚ୍ଚରୁ ମାତ୍ର ୧୩-୧୪ ଦିନ କଣ ପାଇଁ ? ଚନ୍ଦ୍ରରେ ଗଡି ଗଡି ସବୁ ପ୍ରକାରର ତଥ୍ୟ ପଠାଉଛି ରୋଭର ପ୍ରଜ୍ଞାନ। 
Viral news
ଇସ୍ରୋ କୁ ଦେଉଛି ଜରୁରୀ ତଥ୍ୟ ଯାହା ରବିବାର ସନ୍ଧ୍ୟା ରୁ ବନ୍ଦ କରି ଦେବ ପ୍ରଜ୍ଞାନ। ତେବେ ଏହା ପଛରେ ରହିଛି ଚନ୍ଦ୍ର ପୃଷ୍ଠ ରେ ଭୌଗଳିକ କାରଣ। ଯଦି ଦେଖିବା ଚନ୍ଦ୍ର ରେ ପୃଥିବୀ ଭଳି ଗୋଟେ ଦିନ ନୁହେଁ ବରଂ ୧୪ ଦିନ ଲଗାତାର ସୂର୍ଯ୍ୟଙ୍କ ରଶ୍ମୀ ପଠାଇଥାଏ ।
ଏହାକୁ ଚନ୍ଦ୍ର ଦିବସ କୁହାଯାଏ। ହେଲେ ୧୪ ଦିନ ପରେ ଆସନ୍ତା ୧୪ ଦିନ ପାଇଁ ଅନ୍ଧକାରମୟ ହୋଇଯାଏ ଚନ୍ଦ୍ର ପୃଷ୍ଠ । ଯାହା ଫଳରେ ତାପମାତ୍ରା ୨୫୦ଡିଗ୍ରୀ କୁ ଖସିଯାଏ। ଆଉ ଏହି କାରଣ ପାଇଁ ରବିବାରରେ ହିଁ ମରିଯିବ ରୋଭର ପ୍ରଜ୍ଞାନ।
ପ୍ରଜ୍ଞାନ କୁ ସୂର୍ଯ୍ୟଙ୍କ କିରଣ ନ ମିଳିଲେ ରୋଭର ରେ ସୋଲାର କାମ କରୁ ନାହିଁ। ଯାହା ଫଳରେ ଇସ୍ରୋ ଆଉ କିଛି ତଥ୍ୟ ପାଇବନି। ଚନ୍ଦ୍ର ଦିବସ ରବିବାର ସନ୍ଧ୍ୟା ରୁ ସମାପ୍ତ ହେବାକୁ ଯାଉଛି। ପ୍ରଥମରୁ ଏହି ଚନ୍ଦ୍ର ଦିବସକୁ ୧୪ ଦିନ ମିଳେ।
Viral
ଏହା କିନ୍ତୁ ଜଲ୍ଦି ଆସିଯାଇଛି ଏଥର। ୧୩ ଦିନରେ ପୁରା ହୋଇ ଯାଉଛି ଚନ୍ଦ୍ର ଦିବସ। ଯାହା ଫଳରେ ୧୩ ଦିନରେ ଅନ୍ଧାର ହୋଇଯିବ ଚନ୍ଦ୍ର ପୃଷ୍ଠ। ଯଦି ଦେଖିବା ରୋଭର ପ୍ରଜ୍ଞାନ ଯେତିକି ତଥ୍ୟ ଦେବା କଥା ତା ଠାରୁ କମ ତଥ୍ୟ ଦେଇଛି।
କାରଣ ଚନ୍ଦ୍ର ରେ ବହୁତ ଖାଲ ଓ ରାସ୍ତା ଖରାପ ଥିବାରୁ ରୋଭର ବହୁତ ଅଳ୍ପ ବାଟ ଗଡୁଛି। ଏଯାଏଁ ମାତ୍ର ମିଟର ଗଡିଛି ରୋଭର ପ୍ରଜ୍ଞାନ। ଏମିତି କିଛି ସୂଚନା ଦେଇଛି ଇସ୍ରୋ ସ୍ପେସ ଆପ୍ଲିକେସନ ସେଣ୍ଟର ର ଗବେଷକ ନୀଲେଶ ଦିସାଇ।
ସେପଟେ ଦେଖିବାକୁ ଗଲେ ଜହ୍ମ ରେ ସଲଫର ଖୋଜି ପାଇଛି ପ୍ରଜ୍ଞାନ। ଯାହା ବହୁତ ଜରୁରୀ ଅଟେ। ସଲଫର ମିଳିବାର ଅର୍ଥ ଚନ୍ଦ୍ରରେ ଜଳ ଥିବା ସଂକେତ ଦେଇଛି। ଚନ୍ଦ୍ରରେ ଜୀବନ ବଞ୍ଚିବା ପାଇଁ ଚନ୍ଦ୍ର ରେ ବାଟ ଫିଟାଇ ପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Advertisement