Updated: Aug 26, 2023, 19:16 IST

ଚନ୍ଦ୍ରପୃଷ୍ଠରେ ଏଲିଅନ ! ଦେଖନ୍ତୁ ପ୍ରଜ୍ଞାନ ଖୋଲିଲା ସବୁ ରହସ୍ୟ ଦେଉଛି ନୂଆ ନୂଆ ତଥ୍ୟ

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବାକୁ ପାଇବେ । ଚନ୍ଦ୍ରଯାନ ୩ ସଫଳ ହୋଇଥିବା ଖବର ତ ଏବେ ଚାରିଆଡ଼େ ପହଞ୍ଚି ସାରିଛି । ଆଉ ଏହି ଖବରକୁ ନେଇ ସମସ୍ତେ ଖୁସି ଅଛନ୍ତି । ଏବେ ଚନ୍ଦ୍ରରେ ପହଞ୍ଚି ଯାଇଛି ଭାରତ । 
Viral news
ଚନ୍ଦ୍ରରେ ଭାରତ ପହଞ୍ଚିବା ପରେ ଏବେ ସେ ଚନ୍ଦ୍ରରେ ଥିବା ସବୁ ଜିନିଷ ଉପରେ ନଜର ପକାଉଛି । ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାଣିର ସନ୍ଧାନ କରୁଛି । ପ୍ରଜ୍ଞାନ ଲେନ୍ସରେ ଏବେ ରେକର୍ଡ ହୋଇଛି କିଛି ଏଭଳି କଥା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆପଣମାନେ ଏହି ଲେନ୍ସରେ ଏଲିୟନ୍ ଦେଖାଯାଇଛି । ଆଉ ଏଲିୟନ ଏବେ ନଜର ଆସିଛି । ଏହାକୁ ନେଇ ସମସ୍ତେ ଏବେ ଉତ୍ସୁକ ଅଛନ୍ତି । ସତରେ କଣ ଚନ୍ଦ୍ରରେ ଏଲିୟନ ଅଛି ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । 
Chandrajyan
ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ୨୪ ଘଣ୍ଟା ହୋଇଗଲାଣି । ଏବେ ଚନ୍ଦ୍ରରୁ ରୋଭରର ପ୍ରଥମ ଫୁଟେଜ ଆସିଛି । ଏହି ଚନ୍ଦ୍ରଯାନ ୩ ଯେତିକି ଚାଲୁଛି ସେତିକି ଦେଉଛି ତଥ୍ୟ । ଆଉ ଅନେକ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଇସ୍ରୋର ବୈଜ୍ଞାନିକମାନେ ଅନେକ ତଥ୍ୟ ପାଇବେ ବୋଲି ଆଶା ରଖିଛନ୍ତି ।
ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ୪ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମ ଦେଇ ସେ ଲ୍ୟାଣ୍ଡ କରିଥିଲା । ଆଉ ଏବେ ସେ ଅନେକ ତଥ୍ୟ ସାମ୍ନାକୁ ଦେଉଛି । ଇସ୍ରୋ ବୈଜ୍ଞାନିକମାନେ ଏବେ ଏହି ଚନ୍ଦ୍ରଯାନ ୩ ରୁ ଅଧିକ ଆଶା ରଖିଛନ୍ତି । 
ରୋଭର ପ୍ରଜ୍ଞାନ ବିକ୍ରମ ରୁ ବାହାରି ଚନ୍ଦ୍ରରେ ପହଞ୍ଚିବାର ଭିଡିଓ ଏବେ ସାମ୍ନାକୁ ଆସୁଛି । ଆଉ ସେ ଧୀରେ ଧୀରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ଏବେ ଅନେକ ତଥ୍ୟ ଜଣାଉଛି । ଆଉ ସେ ଦେଇଥିବା ଏକ ଫଟୋ ଝାପସା ଅଟେ । ଆଉ ଏହି ଝାପସା ଫଟୋରୁ ଜଣାପଡୁଛି କି ଏହି ଫଟୋ ହେଉଛି ଏଲିୟନର ।
ଆଉ ଏହି ଏଲିୟନକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଅନେକ ତଥ୍ୟ ଏବେ ରୋଭର ଦେବ । ଜଳବାୟୁ, ପାଣି , ଭୂମି ଆଦି ଅନେକ ପ୍ରକାରର ତଥ୍ୟ ଏବେ ରୋଭର ଦେବ ବୋଲି ଆଶା କରାଯାଉଛି ।ଆଉ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ।

Advertisement