Updated: Aug 30, 2023, 09:29 IST

ଚନ୍ଦ୍ର ରେ ଏବେ ଠୁ ବିକ୍ରି ହେବ ଜମି ଆଉ ଜାଗା ! ଗୋଟେ ଏକର ର ମୂଲ୍ୟ ଏତେ କମ୍ ଯେ ଆପଣ ବି କିଣି ପାରିବେ

Vi

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚନ୍ଦ୍ରଜାନ ୩ ଆମ ସମସ୍ତଙ୍କ ପାଇଁ ବହୁତ୍ ବଡ଼ ଗୌରବର ବିଷୟ ଅଟେ।
କାରଣ ସାରା ପୃଥିବୀ ରେ ଆମ ଦେଶ ଚତୁର୍ଥ ସ୍ଥାନରେ ଥିବା ବେଳେ ଦକ୍ଷିଣ ମେରୁ ରେ ଅବତରଣ କରିଥିବା ଆମ ଭାରତ ପ୍ରଥମ ଦେଶ ହୋଇ ପାରିଛି। ଆଉ ଏହାର ସମସ୍ତ ଶ୍ରେୟ ମଧ୍ଯ ଆମ ଦେଶର ବୈଜ୍ଞାନିକ ମାନଙ୍କୁ ଯାଉଛି।
Viral
କାରଣ ସେମାନଙ୍କ ଅନେକ ପ୍ରଚେଷ୍ଟା ସହ ଦିନ ରାତି ଏକ କରି ଏହି ମିଶନ କୁ ସେ ସଫଳ କରିଛନ୍ତି। ଚନ୍ଦ୍ରପୃଷ୍ଠ ରେ ସଫଳ ଅବତରଣ ପରେ ଏବେ ସମସ୍ତଙ୍କ ନଜର ବ୍ରିକ୍ରମ୍ ଓ ରୋଭର ପ୍ରଜ୍ଞାନ ଉପରେ ରହିଛି।
କାରଣ ରୋଭର ପ୍ରଜ୍ଞାନ ହିଁ ଏବେ ଚନ୍ଦ୍ରପୃଷ୍ଟ କୁ ଘୁରି ବୁଲି ଦେଖିଛି। ଆଉ ସେ ଅନୁସନ୍ଧାନ କରୁଥିବା ସମସ୍ତ ତଥ୍ୟ କୁ ଇସ୍ରୋ ନିକଟକୁ ପଠାଉଛି। ଏହା ମଧ୍ୟ ଇସ୍ରୋ ଟୁଇଟ୍ ଜରିଆରେ ସମସ୍ତଙ୍କୁ ଜଣାଉଛି।
ଏବେ ମଧ୍ୟ ଇସ୍ରୋ ତରଫ ରୁ ଏକ ଖୁସୀ ଖବର ଆସି ଯାଇଛି। କାରଣ ନିକଟରେ ରୋଭର ପ୍ରଜ୍ଞାନ ଏକ ଫଟୋ ପଠାଇ ଥିଲା ଯେଉଁଥିରେ ଏକ ୧୦୦ ସେମି ର ଗର୍ତ୍ତ ଦେଖିଥିଲା ଯାହାକୁ ଦେଖିବା ପରେ ବୈଜ୍ଞାନିକ ମାନେ ଭାବି ଥିଲେ କି ବୋଧ ହୁଏ ପ୍ରଜ୍ଞାନ ଏହି ଗର୍ତ୍ତ କୁ ପାର କରି ପାରିବ ନାହିଁ।
ମାତ୍ର ପ୍ରଜ୍ଞାନ ସମସ୍ତଙ୍କର ଅନୁମାନ କୁ ଭୁଲ୍ ବୋଲି ପ୍ରମାଣିତ କରି ଦେଇଛି ଆଉ ସଫଳତା ର ସହ ସେ ଗାତ କୁ ପାର କରି ଦେଇଛି।
Viral
ଯାହାକୁ ଦେଖିବା ପରେ ପ୍ରଜ୍ଞାନ ସବୁ ବାଧା କୁ ସମ୍ମୁଖୀନ କରି ପାରିବାରେ ସକ୍ଷମ ବୋଲି କୁହା ଯାଉଛି। ଆଉ ଏହା ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିବା ସହ ଚନ୍ଦ୍ର ସହ ସଂପୃକ୍ତ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଜାଣିବାକୁ ମିଳିବ ବୋଲି ଏହା ଆଶା କରା ଯାଉଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ଯମରେ ଜଣାଇବାକୁ ଅନୁରୋଧ।

Advertisement