Updated: Aug 25, 2023, 19:56 IST

ଦେଖନ୍ତୁ ଏହି ବିରଳ ଦୃଶ୍ୟ ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପାଦ ଥାପିବା ଆଗର ଅପୂର୍ବ ଦୃଶ୍ୟ

Viral

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଲ୍ୟାଣ୍ଡିଂର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ସହ ଭାରତ ଚନ୍ଦ୍ରରେ ପତାକା ଉତ୍ତୋଳନ କରିଥିବା ଦେଶ ତାଲିକାରେ ଯୋଗ ଦେଇଛି।
ଭାରତ ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ୍ ସଫଳତାର ସହିତ ସେମାନଙ୍କର ମହାକାଶଯାନକୁ ଚନ୍ଦ୍ରକୁ ପଠାଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଚନ୍ଦ୍ରୟାନ-୩ରୁ ଆସିଲା ଚନ୍ଦ୍ରର ନୂଆ ଫଟୋ। ଲ୍ୟାଣ୍ଡର ପଠାଇଛି ଏହି ନୂଆ ଫଟୋ। 
Viral
ଚନ୍ଦ୍ରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ଚନ୍ଦ୍ରୟାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି। ଆସନ୍ତାକାଲି ହେବାକୁ ଥିବା ଐତିହାସିକ ଲ୍ୟାଣ୍ଡି ଲାଗି ଏହି କ୍ୟାମେରା ଫଟୋ ପଠାଉଛି।
ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର। ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। 
Viral news
ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ। ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ୩ ର ଅବତରଣକୁ ସ୍ଥଗିତ କରାଯାଇପାରେ।
ଆସନ୍ତା ୨୭ ତାରିଖରେ ଚନ୍ଦ୍ରୟାନ -୩ର ଅବତରଣ କରାଯିବ ବୋଲି ଇସ୍ରୋର ସ୍ପେସ ଆପ୍ଲିକେସ ସେଣ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅବତରଣ ପ୍ରକ୍ରିୟା କାଲି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। 
ତେବେ ବନ୍ଧୁଗଣ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ। ଏହି ସମୟରେ ଚନ୍ଦ୍ରୟାନ ୩ର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିବ । ଚନ୍ଦ୍ରର ଆସିଲା ନୂଆ ଭିଡିଓ ଲ୍ୟାଣ୍ଡର ପଠାଇଛି ଏହି ଭିଡିଓ ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ ଲ୍ୟାଣ୍ଡର।

Advertisement