Aug 31, 2023, 08:51 IST

ଚନ୍ଦ୍ରରେ ଏଲିଅନ ମିଳିଲା ପ୍ରମାଣ! ଦେଖନ୍ତୁ ଫଟୋ ଛାଡ଼ିଲେ ବୈଜ୍ଞାନିକ

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ମହାକାଶ ରେ ଏଲିୟନ୍ ମାନେ ଅଛନ୍ତି।ଚନ୍ଦ୍ର ରେ ଥାଉ କି ନ ଥାଉ ବିଭିନ୍ନ ଗ୍ରହ ରେ ଏଲିୟନ ମାନେ ଅଛନ୍ତି।ଆମେରିକା ମହାକାଶ ସଂସ୍ଥା ନାସା ମଧ୍ୟ ଏମାନଙ୍କ ବିଷୟରେ ଆଗରୁ ସୂଚନା ଦେଇଚି।
ଏବେ ଏଲିୟନ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା।ବିଭିନ୍ନ ଫଟୋ ଭାଇରାଲ ହେବାକୁ ଲାଗୁଛି।ବିଭିନ୍ନ ଫିଲ୍ମ ନିର୍ଦ୍ଦେଶକ ମାନେ ଏଲିୟନ୍ କୁ ନେଇ ଫିଲ୍ମ ତିଆରି କରିଛନ୍ତି।ପ୍ରକୃତ ରେ ଏହା କୌଣସି ଗ୍ରହ ତଥା ମହାକାଶ ରେ ଅଛନ୍ତି କି ନାହିଁ ତାହା ଏ ଯାଏଁ ଜଣା ପଡି ନାହିଁ।
Viral
ସୂଚନା ଅନୁସାରେ ଗତ ଅଗଷ୍ଟ ୨୩ ତାରିଖ ଦିନ ଭାରତ ତାର ପ୍ରଥମ ଚନ୍ଦ୍ର ଯାନ ୩ କୁ ଚନ୍ଦ୍ର ରେ ପହଞ୍ଚାଇ ଥିଲା।ଏଥିପାଇଁ ସାରା ଭାରତ ବର୍ଷ ଉତ୍ସବମୁଖ ହୋଇ ଉଠି ଥିଲା।ଚନ୍ଦ୍ର ଯାନ ବିକ୍ରମ ରୁ ପ୍ରଜ୍ଞାନ ନାମକ ରୋଭର୍ ଓହ୍ଲାଇ ଥିଲା।
ଚନ୍ଦ୍ର ରେ ପହଞ୍ଚି ବାର ଠିକ୍ ସାଢେ଼ ଚାରି ଘଣ୍ଟା ପରେ ପ୍ରଜ୍ଞାନ ରୋଭର ଓହ୍ଲାଇ ଥିଲା।ଭାରତ ହେଉଚି ପ୍ରଥମ ଦେଶ ଯିଏ କି ଚନ୍ଦ୍ର ର ଦକ୍ଷିଣ ମେରୁ ରେ ପ୍ରଥମେ ପାଦ ଥାପିଚି।ଏହା ପୂର୍ବ ରୁ ଚନ୍ଦ୍ର ର ଦକ୍ଷିଣ ମେରୁ କୁ ଅନ୍ୟ କୌଣସି ଦେଶ ଯାଇ ନାହିଁ।
Viral
ପ୍ରଜ୍ଞାନ ସେଠାରେ ପହଞ୍ଚି ଜଳ ଓ ଜୀବନ ଯାପନ ସମ୍ଭବ କି ନାହିଁ ତାହା ଉପରେ ପରୀକ୍ଷା କରୁଚି।ପ୍ରଜ୍ଞାନ ଠାରେ ଦୁଇଟି କ୍ୟାମେରା ରହିଛି।ସେ ସେଠାରେ ଯାହା ବି କରିବ ତାହା ଭାରତୀୟ ମହାକାଶ ସଂସ୍ଥା ଦେଖି ପାରିବେ।୧୪ ଦିନ ପାଇଁ ପ୍ରଜ୍ଞାନ ସେଠାରେ ରହିବ।
ଏହା ପରେ ସେ ପୁନର୍ବାର ଭାରତ କୁ ଫେରି ଆସିବ।ସେଠାରୁ କିଛି ଫଟୋ ଓ ଭିଡିଓ ପ୍ରଜ୍ଞାନ ଇସ୍ରୋ କୁ ପଠାଇଛି।ସେହି ଫଟୋ ରେ ଏକ ଛାଇ ଭଳି ଏଲିୟନ ଠିଆ ହୋଇ ଥିବାର ଦେଖା ଯାଉଚି।ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।
ଏହାକୁ ସମସ୍ତେ ଭାବୁ ଥିଲେ ଏହା ଏଲିୟନ।କିନ୍ତୁ ପ୍ରକୃତ ରେ ଏହା କେବଳ ଏଡିଟ କରା ଯାଇଛି।ଏହି ଫଟୋ ରେ କୌଣସି ସତ୍ୟତା ନାହିଁ।ଲୋକ ମାନେ ଏହାକୁ ଏପରି ଭାବେ ଏଡିଟ କରିଛନ୍ତି ଯେ ଏହାକୁ ଯିଏ ବି ଦେଖିବ ସତ ଭାବିବ।

Advertisement