ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏହି ୨୦୨୩ ମସିହା ରୁ ଫିଲ୍ମ ଜଗତ ରୁ ଅନେକ ଦୁଃଖ ଦାୟକ ଖବର ସାମନା କୁ ଆସିଚି।ଅନେକ କଳାକାର ଏ ବର୍ଷ ମୃ-ତ୍ୟୁ ବରଣ କରିଛନ୍ତି।ଓଲିଉଡ ,ବଲିଉଡ ସବୁଠାରେ ଏଭଳି ଦେଖିବାକୁ ମିଳିଛି।
କିଛି ଦିନ ତଳେ ବଲିଉଡ ର ସତିଶ କୌଶିକ ଙ୍କ ମୃ-ତ୍ୟୁ ଖବର ଆପଣ ମାନେ ଶୁଣି ଥିବେ।ସେ ବଲିଉଡ ର ଜଣେ ନିର୍ଦ୍ଦେଶକ ଥିଲେ।ତାଙ୍କ ମୃତ୍ୟୁ ରେ ସାରା ବଲିଉଡ ରେ ଶୋକ ର ଛାୟା ଖେଳି ଯାଇଛି।ଏବେ ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି।

ମରାଠୀ ଫିଲ୍ମ ଜଗତ ରୁ ଆସିଚି ଏକ ଦୁଃଖଦ ଖବର।୨୦୨୩ ମସିହା ସମସ୍ତଙ୍କ ପାଇଁ ଏକ ଖରାପ ସମୟ।ଏହି କିଛି ଦିନ ତଳେ ମରାଠୀ ଅଭିନେତ୍ରୀ ଙ୍କ ର ମୃତ୍ୟୁ ଘଟିଥିଲା।ଆଉ ଏବେ ଜଣେ ଅଭିନେତା ଙ୍କ ର ମୃ-ତ୍ୟୁ ଘଟିଛି।ଯାହାକି ସମସ୍ତ ଙ୍କୁ କନ୍ଦାଇ ଦେଇଚି।ସେ ଅଭିନେତା ଜଣକ କିଛି ଦିନ ହେଲାଣି କ୍ୟାନ୍ସର ରୋଗ ରେ ପୀଡ଼ିତ ଥିଲେ।ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃ-ତ୍ୟୁ ହୋଇଛି।ତାଙ୍କର ମୃତ୍ୟୁ ଦିନ ରାତିରେ ତାଙ୍କୁ ବହୁତ କଷ୍ଟ ହୋଇ ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ରେ ଭର୍ତି କରା ଯାଇଥିଲା।
ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କଲେ।ସେହି ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ମିଥିଳା।ସେ ମରାଠୀ ଫିଲ୍ମ ଜଗତ ରେ ଜଣେ ଆଗ ଧାଡ଼ି ର ଅଭିନେତା ଥିଲେ।
ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମ ଲୋକ ଙ୍କୁ ଖୁବ୍ ପସନ୍ଦ ଆସୁଥିଲା।ହେଲେ ଏହି ଅଭିନେତା ଜଣକ ଆଜି ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ମାତ୍ର ୫୩ ବର୍ଷ ବୟସ ରେ ସେ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ତାଙ୍କ ମୃ-ତ୍ୟୁ ରେ ସାରା ମରାଠୀ ଫିଲ୍ମ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି।
ଏହି ଅଭିନେତା ଜଣକ ବହୁତ କମ୍ ସମୟ ମଧ୍ୟ ରେ ନିଜ ନାମ କୁ ରଖିଛନ୍ତି।ଆଜି ତାଙ୍କୁ ସମସ୍ତେ ମନେ ପକାଉଛନ୍ତି।ଲୋକ ମାନେ ତାଙ୍କୁ ଖୁବ୍ ଭଲ ପାଉ ଥିଲେ।କିନ୍ତୁ ସେ କ୍ୟାନ୍ସର ରେ ପୀଡ଼ିତ ହେବା ପରେ ଅଭିନୟ ଜଗତ ଠାରୁ ଦୂରେଇ ଯାଇଥିଲେ।