Updated: Aug 23, 2023, 10:19 IST

ଅଚାନକ ଭାବେ ଚାଲିଗଲେ ଏହି ଲୋକପ୍ରିୟ ଅଭିନେତା କାନ୍ଦୁଛନ୍ତି ସମସ୍ତେ ଦେଖନ୍ତୁ କାହାର ହେଲା ପରଲୋକ

Viral news

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ସମସ୍ତେ ଜାଣି ଥିବେ ଯେ ଯଦି ଜଣେ ସାଧାରଣ ଲୋକ ର ମୃ-ତ୍ୟୁ ହୁଏ ତେବେ ତେବେ କେହି ଜାଣି ପାରି ନ ଥାଆନ୍ତି।ହେଲେ ଯଦି ଜଣେ କଳାକାର ଙ୍କ ମୃ-ତ୍ୟୁ ହୁଏ ତେବେ ଏହା ସାରା ଦେଶ ରେ ପ୍ରଚାରିତ ହୁଏ।
ଲୋକ ମାନେ ତାଙ୍କ ପାଇଁ ଶୋକ କରନ୍ତି।ଆଜି ଆମେ ସେହି ଭଳି ଜଣେ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ।ଏହି ଅଭିନେତା ଜଣକ ନିଜ ପିତା ଙ୍କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ସେ ତାଙ୍କ ପିତା ଙ୍କୁ ବହୁତ ଭଲ ପାଉଥିଲେ।ତାଙ୍କ ବିୟୋଗ ରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି।
Viral
ଆପଣ ମାନେ ଜାଣି ଥିବେ ଯେ ୨୦୨୩ ମସିହା ସମସ୍ତଙ୍କ ପାଇଁ ଦୁଃଖ ର ବର୍ଷ ।ଏହି ବର୍ଷ ଅନେକ କଳାକାର ମାନେ ମୃ-ତ୍ୟୁ ବରଣ କରିଛନ୍ତି।ସେମାନେ ଯିବା ପରେ ବଲିଉଡ ରେ ହେଉ କି ଓଲିଉଡ ରେ ହେଉ ସମସ୍ତେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।
ସେହି ଅଭିନେତା ଜଣକ ହେଉଛନ୍ତି ପଙ୍କଜ ତ୍ରିପାଠୀ।ସୂଚନା ଅନୁସାରେ ପଙ୍କଜ ତ୍ରିପାଠୀ ଙ୍କ ବାପାଙ୍କ ନାମ ହେଉଛି ବନାରସ ତ୍ରିପାଠୀ।ସେମାନେ ସମସ୍ତେ ଗାଁ ରେ ରୁହନ୍ତି।ପଙ୍କଜ ତ୍ରିପାଠୀ ଙ୍କ ନିକଟ ରେ ଏକ ଫିଲ୍ମ ଆସିଥିଲା।ଯାହାକି ବହୁତ ହିଟ୍ ହୋଇଛି।
Viral
ଫିଲ୍ମ ଟି ହେଉଚି ଓ ମାଇଁ ଗଡ।ସେ ତାଙ୍କ ଘରେ ଫିଲ୍ମ ର ସଫଳତା କୁ ନେଇ ଖୁସି ମନାଉଥିଲେ।ଠିକ୍ ଏହି ସମୟ ରେ ତାଙ୍କ ବାପା ଙ୍କ ଖବର ଆସି ପହଞ୍ଚି ଥିଲା।ତାଙ୍କ ବାପା ଆଉ ଏ ଦୁନିଆ ରେ ନାହାନ୍ତି।
ଏହାକୁ ଶୁଣିଲା ପରେ ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଗଲେ।ତାଙ୍କ ବାପା ୯୮ ବର୍ଷ ରେ ମୃ-ତ୍ୟୁ ବରଣ କଲେ।ତାଙ୍କ ଦେହ ବହୁତ ଖରାପ ହୋଇଥିଲା।ଓ ବୟସ ବଢିବା ହେତୁ ଏ ସବୁ ହୋଇଛି ବୋଲି ଏବେ କୁହା ଯାଉଚି।
ଏହା ପରେ ପଙ୍କଜ ସାଙ୍ଗେ ସାଙ୍ଗେ ଗାଁ ଙ୍କୁ ବାହାରି ଯାଇଥିଲେ।ସେଠାରେ ସେ ବାପା ଙ୍କ ଶେଷ କୃତ୍ୟ ରେ ନିଜକୁ ସାମିଲ କରିଥିଲେ।ହେଲେ ଏ ଯାଏଁ କୌଣସି ଖବର ମିଳି ନାହିଁ ଯେ ପଙ୍କଜ ତ୍ରିପାଠୀ ଗାଁ ରେ କିଛି ଦିନ ରହିବେ ନା ପୁଣି ସେ ମୁମ୍ବାଇ ଫେରି ଆସିବେ ।

Advertisement