Updated: Sep 1, 2023, 18:34 IST

ସ୍ଵାମୀ ସ୍ତ୍ରୀ ଙ୍କ ଚରମ ନିଷ୍ପତ୍ତି : ଆମେ ପ୍ରଥମେ ବାହା ହେଇ ଯିବା ଆଉ ପରେ ଏଇ ଦୁନିଆ ରୁ ଚାଲିଯିବା

Viral

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।କମ ବୟସ ର ପିଲା ମାନେ ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷେପ ନେଉଛନ୍ତି।ସେମାନେ ନିଜ ପରିବାର ନିଜ ଗ୍ରାମ କଥା ଟିକେ ବି ଭାବୁ ନାହାଁନ୍ତି।
ଏମିତି ଏକ ଘଟଣା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ବାଙ୍କୀ ଅଞ୍ଚଳ ରେ ଘଟିଛି।ଏଠାରେ ଉଭୟ ସ୍ଵାମୀ ସ୍ତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି।କିନ୍ତୁ ଏହାର କାରଣ ଏ ଯାଏଁ ଜଣା ପଡି ନାହିଁ।
Viral
ସୂଚନା ଅନୁସାରେ ବାଙ୍କୀ ଅଞ୍ଚଳ ର ଧରଣୀଧର ନାମକ ଜଣେ ବ୍ୟକ୍ତି ତାଙ୍କ ପାଖ ଅଞ୍ଚଳ ର ନିରୁପମା ନାମ ରେ ଜଣେ ଝିଅ କୁ ବିବାହ କରିଥିଲେ।ବିବାହ ପରେ ଉଭୟ ବହୁତ ଖୁସି ରେ ଥିଲେ।ତାଙ୍କ ବିବାହ ଛଅ ମାସ ତଳେ ହୋଇଥିଲା।କିନ୍ତୁ ହଟାତ ଏପରି କଣ ହେଲା ତାହା କେହି ବି ଜାଣି ନାହାନ୍ତି।
ଦୁହେଁ ନିଷ୍ପତି ନେଲେ କି ଆତ୍ମହତ୍ୟା କରିବେ।ଶେଷ ରେ ସେମାନେ ସେପରି କଲେ।ସମସ୍ତ ଙ୍କୁ କନ୍ଦେଇ ସେମାନେ ଚାଲି ଗଲେ।ଆଜି ପରିବାର ଲୋକେ ତାଙ୍କ ଦୁହିଁଙ୍କୁ ପାଇଁ କାନ୍ଦୁଛନ୍ତି
Viral
ବାହା ଘର ଶେଷ ହେବା ପରେ ଉଭୟ ବହୁତ ବୁଲା ବୁଲି କଲେ।କିନ୍ତୁ ସେମାନେ ଏପରି କରିବେ ତାହା କେହି ଭାବି ନ ଥିଲେ।ଧରଣୀଧର ଙ୍କ ମା ଯେତେବେଳେ ସକାଳେ ଉଠି ନିଜ ପୁଅ ବୋହୁ ଙ୍କୁ ନିଦ ରୁ ଉଠାଇ ବାକୁ ଗଲେ।ସେମାନେ ଭିତରୁ ପଟେ କବାଟ ଦେଇ ଦେଇଥିଲେ।
ଏହା ପରେ ମା ଗାଁ ଲୋକ ଙ୍କୁ ଡାକି କବାଟ ଖୋଲିବା ପାଇଁ କହିଲେ।ଏହା ପରେ ବିଧବା ମା ଯାହା ଦେଖିଲେ ତାହା କୁ ଆଉ ସମ୍ଭାଳି ପାରିଲେ ନାହିଁ।ନିଜ କୋହ କୁ ରଖି ପାରିଲେ ନାହି।
ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରି ଥିଲା।ଏହା ପରେ ପୋଷ୍ଟ ମର୍ଟମ ପାଇଁ ପଠା ଯାଇଥିଲା।ସେଥିରୁ ଜଣା ଗଲା ଦୁହେଁ ଆ-ତ୍ମ-ହ-ତ୍ୟା କରିଛନ୍ତି।ଏବେ ସେମାନଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।

Advertisement