Feb 26, 2024, 09:12 IST

ମୁଁ କଣ କରିବି.. ଏବେ ଚାକିରି ଛାଡ଼ି ପସ୍ତଉଛି..କେଜାଣି କାହା ମୁଁହ ଚାହିଁ କାରଖାନା ହୋଟେଲ ଆରମ୍ଭ କରିଥିଲି...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ନେହା ପାଣିଗ୍ରାହୀ ଓ ତାଙ୍କ ଯା ରଶ୍ମିତା ପାଣିଗ୍ରାହୀ ଙ୍କୁ ଭଲ ଭାବେ ଜାଣି ଥିବେ।ନିଜେ ବହୁତ କଷ୍ଟ କରି କରି ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେଉ ଥିଲେ।ହେଲେ ତାଙ୍କ ଆଶା ଏ ଯାଏଁ ମଧ୍ୟ ପୂରଣ ହୋଇ ନାହିଁ।
Special report
ଏବେ ତାଙ୍କ ପାଖକୁ ଇଣ୍ଟର ନେସନାଲ ସ୍ତର ରୁ ମଧ୍ୟ ଖାଦ୍ୟ ନେବା ପାଇଁ ଅଡର ଆସୁଛି।ଦୀର୍ଘ ଦିନ ହେବ ତାଙ୍କୁ ନେଇ ଓଡ଼ିଶା ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଭୁବନେଶ୍ୱର ର ରାସ୍ତା କଡ଼ ରେ ଖାଦ୍ୟ ଯୋଗାଇ ଦେଉ ଥିଲେ।
ପ୍ରଥମେ କିଛି ଲୋକ ଙ୍କ ଆପତ୍ତି କ୍ରମେ ସେ ସ୍ଥାନ ଛାଡି ଚାଲି ଯାଇ ଥିଲେ।ଏହା ପରେ ସେ ଆଉ ଗୋଟିଏ ସ୍ଥାନ ରେ ଖାଦ୍ୟ ରଖି ଲୋକଙ୍କୁ ଦେଇ ଥିଲେ।ସେଠାରେ ମଧ୍ୟ ବି ଏମ ସି ପହଞ୍ଚି ତାଙ୍କ କାର ଖାନା କୁ ଉଠାଇ ଦେଇ ଥିଲେ।
ଏହାକୁ ସହି ପାରି ନ ଥିଲେ ସେ।ସେହି ଦୁଇ ଯା ଏବେ ମଧ୍ୟ ହାର ମାନି ନାହାନ୍ତି।ଲୋକମାନେ ତାଙ୍କ ଖାଦ୍ୟ କୁ ଖୁବ୍ ପସନ୍ଦ କରନ୍ତି।ସେ ଯେଉଁ ଠାରେ ଦୋକାନ କରନ୍ତି।ସେଠାରେ ଲୋକ ଙ୍କ ଭିଡ ଜମି ରହି ଥାଏ।ତାଙ୍କ ଖାଦ୍ୟ କୁ ଖାଇବା ପାଇଁ ବହୁତ ଦୂର ରୁ ମଧ୍ୟ ଲୋକ ମାନେ ଆସନ୍ତି।
Special report
ତେବେ ଆପଣ ମାନେ ଜାଣିଛନ୍ତି କୁ ନେହା ପାଣିଗ୍ରାହୀ ଜଣେ ଇଞ୍ଜିନିୟର ଅଟନ୍ତି।ସେ ଗୋଟିଏ ବଡ କମ୍ପାନୀ ରେ ଚାକିରି କରୁ ଥିଲେ।ନିଜେ ନିଜ ଅଧୀନ ରେ ରହିବ ପାଇଁ ନିଜ ବଡ ଯା ସହିତ ମିଶି ନିଜର କାର ଖାନା ଖୋଲିଲେ।
ଏଥିରେ ତାଙ୍କର ପ୍ରଚୁର ଲାଭ ହୋଇ ଥିଲା।କିନ୍ତୁ କିଛି ଲୋକ ଙ୍କ ଆପତ୍ତି ଯୋଗୁଁ ତାଙ୍କର ସବୁ ଆଶା ଅଧାରେ ରହି ଗଲା।ଏତେ ସମସ୍ୟା ର ସମ୍ମୁଖୀନ ହୋଇ।ମଧ୍ୟ ଆଜି ଯାଏଁ ସେ ହାର ମାନି ନାହାନ୍ତି।ସେ ତାଙ୍କ ଲଢେଇ ଜାରି ରଖିଛନ୍ତି।
ଆଗକୁ ପୁଣି ଥରେ ସେ ନିଜ କାର ଖାନା କୁ ଖୋଲିବେ ବୋଲି କହିଛନ୍ତି।ଆମ ଦେଶ ଭିତରୁ ଅନେକ ସ୍ଥାନ ରୁ ତାଙ୍କ ପାଖକୁ ଅଡର ଆସୁଛି।ଦେଶ ବାହାରୁ ମଧ୍ୟ ଆସୁଛି।
ମୁଁ ଏହାକୁ ଦେଖି ବହୁତ ଖୁସି ଅନୁଭବ କରୁଛି।ଆପଣ ମାନେ ବ୍ୟସ୍ତ ହେବେ ନାହି।ମୁ ପୁଣି ଥରେ ମୋ ଦୋକାନ କୁ ତିଆରି କରିବି ବୋଲି କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Advertisement