Apr 8, 2024, 12:55 IST

ସମସ୍ତଙ୍କ ଆଗରେ ନିଜ ସୁନ୍ଦରୀ ପ୍ରେମିକା କୁ ଧରି..ବାରମ୍ବାର ସମ୍ପର୍କ ରଖି ବେହୋଶ କଲା ପ୍ରେମିକ..

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଝି ରାସ୍ତାରେ କୁଣ୍ଢା କୁଣ୍ଢି ହେଉଛନ୍ତି ପୁଅ ଝିଅ। ସମସ୍ତ ଲୋକ ସେମାନଙ୍କୁ ଘେରି ଛିଡ଼ା ହୋଇଥିବା ବେଳେ ଏହି ଯୁବକ ଓ ଯୁବତୀ କୋଳ
ପୋଲିସ ଛଡ଼ାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ କାହାରିକୁ ଛାଡୁ ନାହାଁନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏମାନେ ମଧ୍ୟ ହେଉଛନ୍ତି ଦୁଇଜଣ ପ୍ରେମୀ ଯୁଗଳ।
Tt
ରାସ୍ତା ମଝିରେ କୁଣ୍ଢା କୁଣ୍ଢି ହେଇ କହୁଛନ୍ତି କି ସେ କେବଳ ତାଙ୍କୁ ହିଁ ଭଲ ପାଆନ୍ତି। ଯିଏ ଯାହା କହିଲେ ବି କହୁ ମଧ୍ୟ ସେ ତାଙ୍କୁ ଛାଡି କେଉଁ ଆଡେ଼ ହେଲେ ମଧ୍ୟ ଯିବେ ନାହିଁ।
ସେମାନେ କୁଣ୍ଢା କୁଣ୍ଢି ହେଉଥିବା ବେଳେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ଅଲଗା କରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। ହେଲେ ଲୋକଙ୍କ ଭିଡ଼କୁ ଖାତିର ନକରି ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ଆଦୌ ଚେଷ୍ଟା କରୁ ନାହାଁନ୍ତି।
କେହି କାହାକୁ ହେଲେ ମଧ୍ୟ ଛାଡ଼ୁ ନାହାଁନ୍ତି। ଦୁହେଁ ଦୁହିଁଙ୍କ ବିନା ବଞ୍ଚି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।ଏହି ପ୍ରେମୀ ଯୁଗଳ ଦୁହେଁ ଆଠ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ।
Hh
ହେଲେ ଦୁହିଁଙ୍କ ଜାତି ଅଲଗା ହେବା କାରଣରୁ ଦୁହିଁଙ୍କ ପରିବାର ବିବାହ ପାଇଁ ଆଦୌ ରାଜି ନଥିଲେ ।ହେଲେ ସେମାନେ ଅଲଗା ହେବା ବଦଳରେ ଦୁହେଁ ଫେରାର ହୋଇ ଦୁହେଁ ଦୁହିଁଙ୍କୁ ବାହା ହୋଇ ଯାଇଥିଲେ। ସେତିକି ରେ ତାଙ୍କର ପରିବାର ଲୋକ ଚୁପ୍ ବସି ନଥିଲେ।
ସେମାନଙ୍କୁ ଅଲଗା କରିବା ପାଇଁ ସେମାନେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ଆଜି ଦୁହିଁଙ୍କ ଭଲ ପାଇବା ଆଗରେ ଆଜି ସବୁ କିଛି ହାର ମାନି ଯାଇଛି। ବିହାର ପୋଲିସ ମଧ୍ୟ ଦୁହିଁଙ୍କୁ ଥାନାକୁ ନେବା ସହ ସେଠାରେ ଦୁହିଁଙ୍କ ବିବାହ ମଧ୍ୟ କରାଇ ଦେଇଥିଲା।
ଏହାକୁ ନେଇ ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ତେବେ ଏହି ଘଟଣା କୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement