Oct 19, 2023, 12:34 IST

କାର ରେ ବସେଇ ଦେବୁ କହି ଖଣ୍ଡଗିରି ରେ ବୁଲେଇ ବୁଲେଇ କଲେ ବଳାତ୍କାର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଡ଼୍ରାଇଭର ର ଯୁବତୀ ଏଭଳି କିଛି କରୁଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଯୁବତୀ ଜଣକ ଯେତେ କାକୁତି ବିନତୀ ହେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ଯୁବତୀ ଜଣକ।
Special report
ଆଉ ଯୁବତୀ ଜଣକର ଯାହା ମନ ହୋଇଥିଲା ସେ ତାହା କରିଥିଲେ ଡ୍ରାଇଭର ଜଣକ ସହ। ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ମଧ୍ଯ ଲାଗିଛି।
ବାହାରକୁ ଯିବା ପାଇଁ ଯୁବତୀ ଜଣକ ଅନଲାଇନ ରେ ଏକ କାର ମଧ୍ୟ ବୁକ୍ କରିଥିଲେ। ଆଉ କାର ଭିତରେ ମଧ୍ୟ ଯୁବତୀ ଜଣକ ସଜବାଜ ହୋଇ ବସି ଯାଇଥିଲେ। କାର ଜଣକ ପଚାରିଥିଲେ ଯୁବତୀଙ୍କୁ ଯେ ସେ କେଉଁ ଆଡେ଼ ଯିବେ।
ହେଲେ କାର ଡ଼୍ରାଇଭର ଙ୍କ ପଛରେ ବସିଥିବା ଯୁବତୀ ଜଣକ ଡ଼୍ରାଇଭର ସହ ଅଭଦ୍ରାମି କରିବା ଆରମ୍ଭ କରି ଦେଇଥିଲେ। ତାଙ୍କୁ ଭାଷା ଅଭାଷା ରେ ଗାଳି ଗୁଲଜ କରିବା ସହ ସେ ଯେଉଁଟାକୁ କହୁଛନ୍ତି ସେଠାକୁ ଯିବାକୁ କହିଥିଲେ।
Special report
ଏହାକୁ ନେଇ କାର ଡ଼୍ରାଇଭର ଓ ଯୁବତୀ ଜଣକ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ମଧ୍ୟ ହୋଇଥିଲା। ହେଲେ କାର ଡ଼୍ରାଇଭର ଜଣକ କହିଥିଲା କି ଲୋକେସନ୍ ନଦେଖେଇଲେ ତାଙ୍କ କାର ରୁ ଓହ୍ଲାଇ ଯିବା ପାଇଁ।
ଯୁବତୀ କିଛି ନଶୁଣି ଡ୍ରାଇଭର ଜଣକ ଗରିବ ଲୋକ ହୋଇ ଥିବାର ଦେଖି ତାଙ୍କୁ କେଶ ବାସ୍ ଓ ପୋଲିସ ର ଧମକ ମଧ୍ଯ ଦେଇଥିଲେ। ଯୁବତୀ ଜଣକ ସବୁ କାରନାମା କୁ କାର ଡ଼୍ରାଇଭର ମଧ୍ଯ ଭିଡିଓ କରୁଥିଲେ।
ହେଲେ ଯୁବତୀ ଜଣକ ଏହା ଦେଖି ଦେଇଥିଲେ। ଆଉ କାର ଡ଼୍ରାଇଭର ଙ୍କୁ ଭିଡିଓ ବନ୍ଦ୍ କରିବାକୁ କହି କାର ଡ଼୍ରାଇଭର ଙ୍କ ହାତରୁ ଭିଡିଓ ଛଡାଇ ନେଇ ଯିବା ପାଇଁ ଚେଷ୍ଟା କରିଥିଲେ।
ହେଲେ ଯେତେବେଳେ ସେ ଫୋନ୍ କୁ ଛଡାଇ ପାରି ନଥିଲେ ସେତେବେଳେ ସେ ପୋଲିସ କୁ ଡାକିବା ପାଇଁ ଧମକ ଚମକ ମଧ୍ଯ ଦେଇଥିଲେ। ଏହାପରେ ଯୁବତୀ ଜଣକ ପୋଲିସ୍ ଙ୍କୁ ଫୋନ କରି ମିଛ ଅଭିଯୋଗ କରିଥିଲେ। ମାତ୍ର ଏବେ ତାଙ୍କର ସବୁ ସତ ଧରା ପଡି ଯାଇଛି।

Advertisement