Updated: Dec 14, 2023, 12:10 IST

କାର ଭିତରେ ଯୁବତୀ ର ଅନ୍ତବସ୍ତ୍ର ଖୋଲିଲା ଯୁବକ ଆଉ ମଉକା ଦେଖି କଲା ଭିଡିଓ ଆଉ ଭାଇରାଲ୍...

Special Report

ନମସ୍କାର ପାଠକ ବନ୍ଧୁ।ଯୁବତୀ ଙ୍କ ଅନ୍ତବସ୍ତ୍ର କୁ ଖୋଲିଦେଲେ ଯୁବକ।ଯେ କେହି ବି ଏହି କଥା କୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଗୋଟିଏ ପରେ ଗୋଟିଏ ଅନ୍ତ ବସ୍ତ୍ର କୁ ବାହାର କରୁଥିଲେ ଯୁବତୀ ଜଣକ।
Special Report
ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଚି। ଯେ କେହି ବି ଏହି ଭିଡିଓ କୁ ଦେଖିଚି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୋଟିଏ ବଡ ମଲ୍ ରେ।
ସେହି ମଲ ରେ କେବଳ ଯୁବକ ମାନେ କାମ କରୁଥିଲେ।ଯୁବତୀ ଜଣକ ସେହି ମଲ କୁ ନିଜ ଅନ୍ତ ବସ୍ତ୍ର କୁ କିଣିବା ପାଇଁ ଆସିଥିଲେ।ହେଲେ ସେ ଗୋଟିଏ ପରେ ଗୋଟିଏ ଅନ୍ତ ବସ୍ତ୍ର କୁ ଧରି ଚେଞ୍ଜିଂ ରୁମ୍ ଭିତରକୁ ପ୍ରବେଶ କରିଥିଲେ।
ଏହା ପରେ ସବୁ ଅନ୍ତ ବସ୍ତ୍ର କୁ ସେ ପିନ୍ଧି ଦେଇଥିଲେ।ରୁମ୍ ରୁ ବାହାରକୁ ଆସିବା ପରେ ତାଙ୍କ ହାତ ରେ ଆଉ କିଛି ବି ନ ଥିଲା।ଏହାକୁ ଦେଖି ସିକ୍ୟୁରିଟି ଗାର୍ଡ ସନ୍ଦେହ କରୁଥିଲେ।
Special Report
ସେ ସେଠାରେ ଲାଗି ଥିବା ସି ସି ଟିଭି କ୍ୟାମେରା କୁ ଦେଖି ଥିଲେ।ଯୁବତୀ ଙ୍କ ହାତ ରେ କୌଣସି ଅନ୍ତ ବସ୍ତ୍ର ନ ଥିଲା।ସେଥିପାଇଁ ସେ ସଙ୍ଗେ ସଙ୍ଗେ ସମସ୍ତ ଙ୍କୁ ଖବର ଦେଇ ଥିଲେ।
ସେଠାରେ କାମ କରୁଥିବା ଯୁବକ ମାନେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଆସି କହିଥିଲେ କି ଅନ୍ତ ବସ୍ତ୍ର ଖୋଲିବା ପାଇଁ।ଏହା ପରେ ଯୁବତୀ ଜଣକ ସେମାନଙ୍କ ସହିତ ଜୋର୍ ରେ ଝଗଡ଼ା କରିଥିଲେ।ପରେ ଗୋଟି ଗୋଟି କରି ସମସ୍ତ ଅନ୍ତ ବସ୍ତ୍ର କୁ ସେ ଖୋଲି ଥିଲେ।
ସେ ଭାବୁ ଥିଲେ କି ସେ ସମସ୍ତ ଜିନିଷ କୁ ଚୋରି କରି ନେଇ ଯିବେ।ହେଲେ ତାହା ସମ୍ଭବ ହେଲା ନାହିଁ।ସେ ଅନ୍ତ ବସ୍ତ୍ର ଖୋଲିବା ସମୟ ରେ କିଛି ଲୋକ ମାନେ ତାହାର ଏକ ଭିଡିଓ କରି ଦେଇଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Advertisement