Updated: Aug 30, 2023, 16:23 IST

ଅଧକ୍ଷ ଅଧ୍ୟାପିକା ହେଲେ ଏମିତି କଥା ଦେଖନ୍ତୁ କଲ ରେକଡିଂ ହେଲା ସବୁଆଡେ Viral

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ସମସ୍ତେ ଏବେ ଖରାପ କାମ କରୁଛନ୍ତି।ଜଣେ ମହିଳା ଙ୍କ ପ୍ରତି ଅସଦାଚରଣ ହୋଇଛି।ସେ ଜଣେ ସାଧାରଣ ମହିଳା ନୁହନ୍ତି।
ସେ ହେଉଛନ୍ତି ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା।ଯଦି ଜଣେ ଅଧ୍ୟାପିକା ଙ୍କ ସହିତ ଏପରି ହେଉଚି ତେବେ ସାଧାରଣ ଝିଅ ମାନଂକ ପ୍ରତି କିଭଳି ଆଚରଣ ହେବ।ତାହାକୁ ଆପଣ ମାନେ ଥରେ ଭାବନ୍ତୁ।
Viral
ସୂଚନା ଅନୁସାରେ ଲୁଇପା ମହାବିଦ୍ୟାଳୟ ର ସାହିତ୍ୟ ଅଧ୍ୟାପିକା ଙ୍କ ସହିତ ସେହି କଲେଜ ଜଣେ ଅଧ୍ୟକ୍ଷ ଖରାପ ବ୍ୟବହାର ଦେଖାଇ ଛନ୍ତି।ସେହି ଅଧ୍ୟକ୍ଷ ଜଣକ ହେଉଛନ୍ତି ଗୌରାଙ୍ଗ ଚରଣ।ଅଧ୍ୟାପିକା ଙ୍କୁ ସେ ଫୋନ୍ କରି ଏକ ନିରୋଳା ସ୍ଥାନ କୁ ଡାକୁ ଛନ୍ତି।
ତାଙ୍କୁ କହୁଛନ୍ତି କି କଲେଜ ରେ କଥା ହେବା ସମ୍ଭବ ହେଉନାହିଁ।ସେଥିପାଇଁ ଆପଣ ଗୋଟେ ନିରୋଳା ସ୍ଥାନ କୁ ଆସନ୍ତୁ।ମୋର କିଛି ଆପଣ ଙ୍କୁ କହିବାର ଅଛି।ଆପଣ ଏକଥା କାହାକୁ କହିବେ ନାହିଁ।ଏହାକୁ ମହିଳା ଜଣକ ନିଜ ଫୋନ୍ ରେ ରେକର୍ଡ କରି ରଖିଥିଲେ।
Viral
ପ୍ରଥମେ ଅଧ୍ୟାପିକା ଜଣକ ଡରି ଯାଇଥିଲେ।ଓ ପରେ ସେ ଏ କଥା କୁ ନେଇ ଥାନା ରେ ଜଣାଇଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧ୍ୟକ୍ଷ ଙ୍କୁ ଗିରଫ କରିଥିଲେ।ବର୍ତ୍ତମାନ ସମୟ ରେ ସେହି ଅଧ୍ୟକ୍ଷ ଙ୍କୁ ସମସ୍ତେ ନିନ୍ଦା କରୁଛନ୍ତି।
ଯଦି ଜଣେ କଲେଜ ରେ ପାଠ ପଢାଉ ଥିବା ଶିକ୍ଷକ ଏଭଳି କରନ୍ତି ତେବେ ସାଧାରଣ ପିଲା ମାନେ କଣ ଶିଖିବେ।ଗୌରାଙ୍ଗ ମହାପାତ୍ର ଏଭଳି ଭାବେ ଚକ୍ରବ୍ୟୁହ ରଚିଲେ ଯେ ସାହିତ୍ୟ ଅଧ୍ୟାପିକା ତାଙ୍କ କଥା ରେ ଫସି ଗଲେ।
Viral
ଏହି କଲେଜ ର ଜୁଆ ରେ ପିଲା ଙ୍କ ଜୀବନ ବାଜି ଲଗା ଯାଇଚି।ପାସ କରେଇ ଦେବା ପାଇଁ କଲେଜ ଅଧ୍ୟକ୍ଷ ପିଲା ଙ୍କ ଠାରୁ ମୋଟା ଅଙ୍କ ର ଟଙ୍କା ନେଇ ଥାନ୍ତି।ଯାହାକି ବର୍ତ୍ତମାନ ସମୟ ରେ ଜଣା ପଡ଼ି ଯାଇଚି।

Advertisement