Updated: Oct 19, 2023, 10:24 IST

ବ୍ୟୋମକେଶ ତ୍ରିପାଠୀ ଉଠାଇଲେ ପ୍ରଶ୍ନ ରୋଜୋଗାର କରିବାର କ୍ଷମତା ଥାଇ ମଧ୍ୟ କାହିଁକି ନେଉଛନ୍ତି ଟଙ୍କା !!

Viral news

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ଙ୍କ ମଧ୍ୟ ରେ ଚାଲିଥିବା ପାରିବାରିକ ବିବାଦ ବିଷୟ ରେ ଜାଣି ଥିବେ।ଗତ ଚାରି ବର୍ଷ ହେଲାଣି ଏହି ବିବାଦ ଚାଲି ଥିବା ବେଳେ ଆଜି ଯାଏଁ ଏହାର ସମାଧାନ ହୋଇ ପାରି ନାହିଁ।
କଟକ ପାରିବାରିକ କୋର୍ଟ ଗତ ୧୦ ତାରିଖ ଦିନ ଛାଡ ପତ୍ର ମାମଲା କୁ ଖାରଜ କରି ଦେଇଥିଲେ।ଏହା ଛଡା ବର୍ଷା ପ୍ରିୟଦର୍ଶିନୀ ଯେଉଁ ନିଜ ପରିବାର ସହିତ ରହିବା ପାଇଁ ଯେଉଁ ପିଟିସନ ଦାୟର କରିଥିଲେ ତାହାକୁ ମଧ୍ୟ କଟକ ପାରିବାରିକ କୋର୍ଟ ଖାରଜ କରି ଦେଇଥିଲେ।ଏହା କୁ ନେଇ ସାଂସଦ ଅନୁଭବ ମହାନ୍ତି ହାଇ କୋର୍ଟ କୁ ମଧ୍ୟ ଯାଇଛନ୍ତି।
Barsha
ବର୍ତ୍ତମାନ ସମୟ ରେ ଅନୁଭବ ମହାନ୍ତି ଙ୍କ ଓକିଲ ଗଣ ମାଧ୍ୟମ କୁ ଏକ ସାକ୍ଷାତକାର ଦେଇ କହିଛନ୍ତି କି ଯଦି ବର୍ଷା ପ୍ରିୟଦର୍ଶିନୀ କହୁଛନ୍ତି କି ସେ ଅନୁଭବ ମହାନ୍ତି ଙ୍କ ପରିବାର ପକ୍ଷରୁ ନି-ର୍ଯ୍ୟା-ତି-ତ ତେବେ କଣ ପାଇଁ ତାଙ୍କ ପରିବାର ସହିତ ମିଶି ରହିବାକୁ ଚାହୁଁଛନ୍ତି।
ଅନୁଭବ ଙ୍କ ଠାରୁ ବର୍ଷା ଅଧିକ ଟଙ୍କା ରୋଜଗାର କରି ଥାଆନ୍ତି।ହେଲେ କଣ ପାଇଁ ମାସ କୁ ମାସ ତାଙ୍କ ଠାରୁ ୩୦୦୦୦ ଟଙ୍କା ନେଇ ଯାଉଛନ୍ତି।ଆପଣ ଥରେ ନିଜେ ଭାବନ୍ତୁ ଏଠାରେ କଣ ଅନୁଭବ ମହାନ୍ତି ନି-ର୍ଯ୍ୟା-ତି-ତ ହେଉ ନାହାନ୍ତି କି।
Barsha
ବର୍ଷା ପ୍ରିୟଦର୍ଶିନୀ ଙ୍କ ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ସେ ଅନୁଭବ ମହାନ୍ତି ଙ୍କୁ ହଇରାଣ କରିବେ।ତାଙ୍କୁ ଛଟ ପଟ କରି ମାରିବେ।ଏତେ କିଛି ହୋଇ ସାରିଲା ପରେ ଗୋଟେ ଝିଅ କେବେ ବି ସେ ପରିବାର ସହିତ ମିଶିକି ରହିବା ପାଇଁ ଚାହିଁବ ନାହି।ବର୍ଷା ପ୍ରିୟଦର୍ଶିନୀ କେବଳ ମିଛ କଥା ରେ ଜିତି ଚାଲିଛନ୍ତି।
ଭାରତୀୟ ଆଇନ ଅନୁସାରେ ଗୋଟେ ଝିଅ କୁ ସବୁ ସୁବିଧା ସୁଯୋଗ ଦିଆ ଯାଇ ଥାଏ।ହେଲେ ଗୋଟେ ପୁଅ କଣ ଝିଅ ଠାରୁ ଅଲଗା।ତାର କଣ ମନ ବୋଲି କିଛି ନାହି।ସେ ନିଜ ଇଚ୍ଛା ରେ କିଛି ବି କରି ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ।
Byomkesh
ଆଗକୁ ଦେଖିବାକୁ ବାକି ରହିଲା କେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତି ଙ୍କ ଭିତରେ ସବୁ କିଛି ଠିକ୍ ହେଉଚି।ଏହା କୁ ପ୍ରତିଦିନ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଶୁଣୁ ଥିବେ।ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବର୍ଷା ଙ୍କ ବିରୋଧ ରେ ପ୍ରତିଦିନ ଅନେକ ଭିଡିଓ ଅପଲୋଡ଼ କରୁଛନ୍ତି।ଅନେକ ଭିଡିଓ ରେ ସେ କାନ୍ଦି ଛନ୍ତି।ହେଲେ ତାଙ୍କୁ ଏ ଯାଏଁ ନ୍ୟାୟ ମିଳି ପାରି ନାହିଁ।

Advertisement