Nov 29, 2023, 12:02 IST

ବସଷ୍ଟାଣ୍ଡ ରୁ ଏକା ଯାଉଥିଲି, କହିଲେ ରୁମ୍ ଦେବେ ରହିବି.. ହେଲେ ନେଇଗଲେ ମତେ ୪ ଜଣ କଲେ ବଳାତ୍କାର....ନ୍ୟାୟ ଦିଅନ୍ତୁ...

Special Report

ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ଏବେ ପୁଣି ଥରେ ଜଣେ ମହିଳା ଙ୍କୁ କରା ଯାଇଛି ବ-ଳା-ତ୍କା-ର।ଘର ଭଡ଼ା ଦେବା କଥା କହି ଘର କୁ ଡାକି ଆଣି ଜଣକ ପରେ ଜଣେ କରିଛନ୍ତି ବ-ଳା-ତ୍କା-ର।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଠାରେ।
Special Report
ସେଠାରେ କଟକ ରୁ ଆସିଥିବା ଜଣେ ଯୁବତୀ ଙ୍କୁ ଘର ଭଡ଼ା ଦେବା କଥା କହି ଘର କୁ ଡାକିଥିଲେ ଜଣେ ଯୁବକ।ସେ କେଉଁ ଠାରେ ଗୋଟିଏ ସିକ୍ୟୁରିଟି ଗାର୍ଡ ରୂପେ କାର୍ଯ୍ୟ କରିଥିଲେ।ତାଙ୍କ କଥା ରେ ଯୁବତୀ ଜଣକ ବିଶ୍ଵାସ କରି ତାଙ୍କ ସହିତ ଚାଲି ଯାଇଥିଲେ।
ସୂଚନା ଅନୁସାରେ ଯୁବତୀ ଜଣକ କଟକ ରୁ ଭୁବନେଶ୍ୱର କୁ ଯାଇଥିଲେ।ସେଠାରେ ଥିବା କୋର୍ଟ ରେ ତାଙ୍କ ର କାମ ଥିଲା।ହେଲେ କାମ ସରିବା ବେଳ କୁ ରାତି ଅଧିକ ହୋଇ ଯାଇଥିଲା।ଘର କୁ ଯିବା ପାଇଁ ଆଉ ଗାଡ଼ି ମଧ୍ୟ ନ ଥିଲା।
ସେଥିପାଇଁ ଯୁବତୀ ଜଣକ ରାସ୍ତା ରେ ବସି କାନ୍ଦୁଥିଲେ।ଏହି ସମୟରେ ଦୁଇ ଜଣ ଯୁବକ ବାଇକ ରେ ଆସି ଯୁବତୀ ଙ୍କ ପାଖରେ ଠିଆ ହେଲେ।ତାଙ୍କୁ ସେମାନେ ସାହାର୍ଯ୍ୟ କରିବେ ବୋଲି କହିଥିଲେ।ନିକଟ ରେ ଗୋଟିଏ ଘର ରହିଛି।
Special Report
ସେଠାରେ ଆପଣ ଘର ଭଡ଼ା ନେଇ ରହି ପାରିବେ।ଏ କଥା ଶୁଣି ଯୁବତୀ ଜଣକ ତାଙ୍କ କଥା ରେ ବିଶ୍ଵାସ କରି ଦେଲେ।ସେ ଦୁଇ ଜଣ ଯୁବକ ଙ୍କ ସହିତ ଚାଲି ଗଲେ।
ହେଲେ ସେଠାକୁ ଯିବା ପରେ ଦୁଇ ଜଣ ଯୁବକ ଯୁବତୀ ଙ୍କୁ ବ-ଳା-ତ୍କା-ର କରିଥିଲେ।ଯୁବତୀ ଜଣକ ଯେତେ ଚିତ୍କାର କରି ସମସ୍ତ ଙ୍କୁ ଡାକି ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ।ଶେଷ ରେ ସେ କିଛି ବି କରି ପାରିଲେ ନାହିଁ।
ଏହା ପର ଦିନ ଯୁବତୀ ଜଣକ ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ଉକ୍ତ ଦୁଇ ଜଣ ଯୁବକ ଙ୍କୁ ଗିରଫ କରିଛନ୍ତି।ଅଭିଯୁକ୍ତ ମାନେ ସେମାନଙ୍କ ଭୁଲ ମାନି ନେଇ ଛନ୍ତି।ଏବେ ସେମାନଙ୍କୁ କୋର୍ଟ କୁ ପଠାଯିବାର ବ୍ୟବସ୍ଥା ହେଉଛି।

Advertisement