ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବସଷ୍ଟାଣ୍ଡ ରେ ଆସୁଥିବା ଯୁବତୀଙ୍କୁ ନିଜର ପ୍ରେମ ଜାଲରେ ଫସାଇ ଦେଇଥିଲେ ଯୁବକ। ଏପଟେ ଯୁବତୀ ଜଣକ ବସରେ ଯିବା ପାଇଁ ନିଜ ବାପା ସହିତ ଆସିଥିବା ବେଳେ ସେହି ବସଷ୍ଟାଣ୍ଡ ରେ ପୂର୍ବରୁ ବସିଥିଲା ସେହି ଯୁବକ ଜଣକ।

ପ୍ରଥମେ ସେ ଯୁବତୀଙ୍କୁ ଆଖିରେ ଇଶାରା ଦେଇ ନିଜ ପ୍ରେମରେ ପକାଇ ଦେଇଥିଲା। ଆଉ ଗୋଟେ କାଗଜରେ ତାଙ୍କର ମୋବାଇଲ ନମ୍ବର ଲେଖି ଦେଇଥିଲା ଏହି ରୋମିଓ ଜଣକ।
ଦିନ ଦ୍ବିପହରରେ ଲୋକମାନେ ବସ ଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରି ବସିଛନ୍ତି। ସେହି ସମୟରେ ଜଣେ ଯୁବତୀ ବସ୍ ଷ୍ଟାଣ୍ଡ ରେ ଆସି ନିଜ ବାପାଙ୍କ ସହ ବସିଥିଲେ। ବାକି ଯାତ୍ରୀଙ୍କ ଭଳି ସେ ମଧ୍ଯ ପାଖରେ ଥିବା ଚେୟାର ଉପରେ ବସିଥିଲେ।
ସେତିକି ବେଳେ ତାଙ୍କର ନଜର ପଡିଥିଲା ତାଙ୍କ ପାଖରେ ବସିଥିବା ସେହି ଯୁବକଙ୍କ ଉପରେ। ଯିଏକି ଅନେକ ସମୟରୁ ତାକୁ ଏନେଇ ବସିଥିଲା। ଯୁବତୀଙ୍କ ବାପା ଫୋନ କଲ୍ ରେ ବ୍ୟସ୍ତ ଥିଲେ।

ସେହି ସମୟରେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ରେ ବ୍ୟସ୍ତ ଥିଲା ଏହି ଯୁବକ ଜଣକ। ଯୁବତୀ ତାଙ୍କ ବାପା ଙ୍କ ସହ ଥିବାରୁ ସେ ଯୁବକ ଜଣକ ସହ କଥା ହୋଇ ପାରୁ ନଥିଲେ।
ଆଉ ଠିକ ଏହି ସମୟରେ ମଧ୍ଯ ଯୁବତୀର ବସ୍ ଆସିବାର ସମୟ ହୋଇ ଯାଇଥିଲା। ଯୁବକ ଜଣକ ସେହି ଯୁବତୀ ସହ କଥା ହେବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥିଲେ। ଶେଷରେ ଯୁବକ ଜଣକ ଏକ ଖାତା ବାହାର କରି ସେହି ଖାତା ରେ ନିଜର ମୋବାଇଲ ନମ୍ବର୍ ଲେଖି ଥିଲେ।
କେହି କିଛି ଜାଣିବା ଆଗରୁ ସେ ଯୁବତୀ ଜଣକୁ ସେହି କାଗଜ କୁ ଦେବା ପାଇଁ ଚାଲି ଆସିଥିଲେ। ଏହାପରେ ଯୁବକ ଜଣକ ସେହି କାଗଜକୁ ନେଇ ଯୁବତୀ ଜଣକ ପାଦ ତଳକୁ ମଧ୍ଯ ତାହାକୁ ଫିଙ୍ଗି ଦେଇଥିଲେ।
ଏହାପରେ ଯୁବତୀ ଜଣକ ମଧ୍ୟ କେହି କିଛି ଦେଖିବା ଆଗରୁ ସେହି କାଗଜକୁ ନେଇ ନିଜ ବ୍ୟାଗ ମଧ୍ୟରେ ପୁରାଇ ଦେଇଥିଲେ। ଏହାପରେ ଯୁବତୀ ତାଙ୍କ ବାପା ଙ୍କ ସହ ବସ୍ ରେ ଚାଲି ଯାଇଥିଲେ।