Updated: Mar 3, 2024, 16:14 IST

ମୁଁ ବାଥରୁମ୍ ଯାଇଥିବା ବେଳେ ସେ ବୁଢ଼ା ମତେ ଧରି... ଜବରଦସ୍ତି ମୋ ଇ-ଜ୍ଜ-ତ୍ ଲୁ-ଟିଦେଲା..

Viral

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ପ୍ରତିଦିନ ଆପଣ ମାନେ ଖବର କାଗଜ ରେ ଏଭଳି ଅନେକ ଖବର ଦେଖିଥିବେ।
ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଗୋଟିଏ ଛୋଟ ଝିଅ ସହିତ ହୋଇଚି ବ-ଳା-ତ୍କା-ର।ଗାଁ ର ଜଣେ ୬୦ ବର୍ଷୀୟ ବୁଢ଼ା କରିଛି ବ-ଳା-ତ୍କା-ର।ଯାହାକୁ ନେଇ ଏବେ ଗାଁ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Viral
ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ।ସେଠାରେ ଗୋଟିଏ ୪, ୫ ବର୍ଷ ର ଝିଅ ସହିତ ଏଭଳି କିଛି ଘଟଣା ଘଟିଛି।ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଛୋଟ ଝିଅ ଟି ତାର ଭଉଣୀ ସହିତ ଘରେ ଏକୁଟିଆ ରହି ଥିଲା।ତାର ବାପା ମା ବାହାରକୁ କାମ କରିବାକୁ ଯାଇ ଥିଲେ।ଏହି ସମୟ ରେ ତାର ଭଉଣୀ ବାହାରକୁ ଯାଇ ଥିଲା।ସେହି ଗ୍ରାମ ର ଆଦିଆ ବେହେରା ନାମକ ଜଣେ ବୁଢ଼ା ଲୋକ ଘର ଭିତରକୁ ପ୍ରବେଶ କରି ଥିଲା।
Viral
ଝିଅ ଟି ସହିତ ଜୋର୍ ଜବରଦସ୍ତି କରି ଥିଲା।ଝିଅ ଟି ଯେତେବେଳେ ଜୋର୍ ରେ ଚିତ୍କାର କରି ଥିଲା।ତାର ଭଉଣୀ ଓ ଗାଁ ଲୋକ ଦଉଡ଼ି ଆସି ଥିଲେ।ଏହି ସମୟ ରେ ବୁଢା ଟି କବାଟ ଖୋଲି ନିଜ ଘର ଆଡ଼କୁ ଦଉଡ଼ି ଚାଲି ଯାଇ ଥିଲା।
ଏହା ପରେ ମଧ୍ୟ ଆଦିଆ ବେହେରା ତାଙ୍କ ସହିତ ଖରାପ ବ୍ୟବହାର କରିଛି।ସେମାନେ ଯେତେବେଳେ ବାହାର କୁ ଯାଇ ଥାଆନ୍ତି।ସେ ତାଙ୍କୁ ନିଜ ପାଖକୁ ଡାକି ଥାଏ।ତାଙ୍କ ସହିତ କାମ କରିବା ପାଇଁ ବାଧ୍ୟ କରି ଥାଏ।
ଗତ କାଲି ଝିଅ ଟି ନିଜ ପରିବାର ସହିତ ଯାଇ ଥାନା ରେ ଏକ ଲିଖିତ ଅଭିଯୋଗ କରିଛି।ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି।
ଖୁବ୍ ଶୀଘ୍ର ଆଡିଆ ବେହେରା କୁ ଧରା ଯିବ ବୋଲି କୁହା ଯାଉଚି।ଗୋଟିଏ ଝିଅ ଟି ସହିତ ଏଭଳି କରିବା ଏକ ନିନ୍ଦନୀୟ ଘଟଣା।ଏଭଳି ଲୋକ ଙ୍କୁ ଫାଶୀ ଦିଆ ଯାଉ ବୋଲି କୁହା ଯାଇଛି।

Advertisement