Updated: Dec 11, 2023, 21:54 IST

ଜଙ୍ଗଲରେ ଲଙ୍ଗଳା ହୋଇ ବୁଲୁଛନ୍ତି ଏହି ବଲିଉଡ୍ ହିରୋ ଦେଖନ୍ତୁ ସାମ୍ନାକୁ ଆସିଲା ଏହି Viral ଦୃଶ୍ୟ

Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସମ୍ପର୍କରେ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ବଲିଉଡ ଜଗତକୁ ନେଇ ଆସିଥିବା ଖବର ସମ୍ପର୍କରେ ଜାଣିପାରିବେ ।
ଆପଣମାନେ ସମସ୍ତେ ବଲିଉଡ ହିରୋ ବିଦ୍ୟୁତ ଜାମୱାଲଙ୍କୁ ତ ଜାଣିଥିବେ । ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଅଭିନେତା ଜଣକ ଦେଖିବାକୁ ବହୁତ ସୁନ୍ଦର ଆଉ ତାଙ୍କର ଅଭିନୟ ମଧ୍ୟ ବହୁତ ସୁନ୍ଦର ଅଟେ ।
Bollywood
ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଅଭିନେତା ବିଦ୍ୟୁତ ଜାମୱାଲ ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ଅଛନ୍ତି ।
ଆଉ ସେ ଉଲଗ୍ନ ଅବସ୍ଥାରେ ରୋଷେଇ କରୁଥିବାର ଏକ ଫଟୋ ସେ ସେୟାର କରିଛନ୍ତି । ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଦେହରେ ଗୋଟିଏ ବି ବସ୍ତ୍ର ନାହିଁ ସେ ନିବସ୍ତ୍ର ହୋଇ ଜଙ୍ଗଲରେ ବୁଲୁଥିବାର ଫଟୋ ଏବେ ଘୁରି ବୁଲୁଛି ।
Bollywood
ଜନ୍ମଦିନରେ ସମସ୍ତେ କେକ୍ କାଟି ଥାଆନ୍ତି କିନ୍ତୁ ଏହି ଅଭିନେତା ଜଣକ ନିବସ୍ତ୍ର ହୋଇ ଜଙ୍ଗଲରେ ବୁଲୁଛନ୍ତି । ସେ ଫଟୋ ସୁଟ୍ କରିଛନ୍ତି । ସେ ବଲିଉଡ୍ ଜଗତ ଛାଡ଼ି ଜଙ୍ଗଲରେ ମୁନି ଋଷିମାନଙ୍କ ଭଳି ବୁଲୁଛନ୍ତି । ଆକ୍ସନ ହିରୋ ବିଦ୍ୟୁତ ଜାମୱାଲ ଏବେ ଜଙ୍ଗଲରେ ବୁଲୁଛନ୍ତି ।
ଆଉ ସେ ନିବସ୍ତ୍ର ହୋଇ ଜଙ୍ଗଲରେ ବୁଲିବା ସହ ବରଫରେ ରହୁଛନ୍ତି, ରୋଷେଇ କରୁଛନ୍ତି । ଏଭଳି ଅନେକ ପ୍ରକାରର କାମକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଜଣକ । ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଏଭଳି ରୂପ ଦେଖି ଅନେକ କଥା ଆସୁଛି ।
ଡିସେମ୍ବର ୧୦ ତାରିଖରେ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଜନ୍ମଦିନ । ସେ ପୂର୍ବରୁ ଅନେକ ଥର ଆସି ଜଙ୍ଗଲରେ ବାସ କରନ୍ତି । ସେ ତାଙ୍କ ଜନ୍ମଦିନରେ ଜଙ୍ଗଲକୁ ଆସି ୭ ରୁ ୧୦ ଦିନ ରୁହନ୍ତି । ଆଉ ସେ ଦୁନିଆ ଠାରୁ ଦୂରେଇ ରୁହନ୍ତି । ସେ ତାଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଏଭଳି କରିଲେ ସେ ତାଙ୍କ ପ୍ରକୃତ ଜୀବନ ବିଷୟରେ ଜାଣି ପାରୁଛନ୍ତି ।
Viral
ସେ କଣ ସେ ତାହା ଜାଣୁଛନ୍ତି । ଏଭଳି କରିବା ଦ୍ଵାରା ତାଙ୍କୁ ଖୁସି ମିଳୁଛି । ସେ ନିଜକୁ ଖୋଜି ପାଇଛନ୍ତି । ଏଭଳି ଅନେକ କଥା ସେ ପୋଷ୍ଟ କରି ଲେଖିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement