Dec 22, 2023, 11:42 IST

ଏଇ ଝିଅ ଜୀବନ ରେ ଆସିବାର ଥିଲା ଏତେ ଦୁଃଖ !! ସାମାନ୍ୟ ଗୋଟେ ବିସ୍କୁଟ ପାଇଁ ଚାଲିଗଲା ଜୀବନ...

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହାପି ହାପି ବିସ୍କୁଟ ନେଇଗଲା ନାବାଳିକା ଜୀବନ। ଏପଟେ ଛୋଟ ଝିଅଟି ସ୍କୁଲ୍ ଆସି ବିସ୍କୁଟ ଖାଉଥିବା ବେଳେ ନାବାଳିକା ଜଣକ ଚେତା ଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲା।
ସବୁଦିନ ଭଳି ଝିଅଟି ସ୍କୁଲ୍ ଯାଇଥିଲା। ଆଉ ବଡ ଝିଅଟି ତାର ଆସିବା ବାଟକୁ ବିସ୍କୁଟ ଧରି ଚାହିଁ ବସିଥିଲା ଭାବିଥିଲା କି ସାନ ଭଉଣୀ ଆସିଲେ ଦୁହେଁ ବିସ୍କୁଟ ଖାଇବେ। ହେଲେ ସବୁ ଆଶା ଆଶାରେ ହିଁ ରହିଗଲା।
Viral
ବଡ଼ ଭଉଣୀ ସାନ ଭଉଣୀ କୁ ହାପି ହାପି ବିସ୍କୁଟ ଖାଇବାକୁ ଦେଇଥିବା ବେଳେ ନାବାଳିକା ଝିଅଟି ମଧ୍ଯ ଜରି ଖୋଲି ସେହି ବିସ୍କୁଟ ଖାଇ ଥିଲା। ହେଲେ ବିସ୍କୁଟ ଖାଇବା ପରେ ନାବାଳିକା ଝିଅଟି ସେଠାରେ ହିଁ ଚେତା ଶୁନ୍ୟ ହୋଇ ପଡି ଯାଇଥିଲା।
ଯାହାକୁ ଦେଖି ପରିବାର ଲୋକମାନେ ମଧ୍ଯ ସଂପୂର୍ଣ୍ଣ ଭାବରେ ଛାନିଆ ହୋଇ ଯାଇଥିଲେ। ଏହାପରେ ସାଙ୍ଗେ ସାଙ୍ଗ ସାନ ଝିଅକୁ ମେଡିକାଲ ନେଇ ଚାଲି ଯାଇଥିଲେ।
ଏହାପରେ ସେଠାରେ ଡ଼ାକ୍ତର ଝିଅଟିକୁ ମୃ-ତ ବୋଲି ଘୋଷଣା କରି ଦେଇଥିଲେ। ଏନେଇ ପରିବାର ଲୋକେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଆଉ କାନ୍ଦ ବୋବାଳି ରେ ଫାଟି ପଡିଥିଲା ତାଙ୍କର ପରିବାର।
Biscut
ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା , ହିନ୍ଦୋଳ ବ୍ଲକ୍, ରାସୁଲ ପଞ୍ଚାୟତ ରେ। ସୂଚନା ମୁତାବକ ବାଙ୍କିଜିଆ ଗ୍ରାମର ଆରତତ୍ରାଣ ନାୟକ ଙ୍କ ଝିଅ ଭୂମି ନାୟକ ବିଦ୍ୟାଳୟ କୁ ଯାଇ ଘରକୁ ଫେରିବା ପରେ,
ତାଙ୍କୁ ଏକ ହାପି ହାପି ବିସ୍କୁଟ ଦୋକାନ ରୁ କିଣି ଆଣି ଦେଇଥିଲେ। ବିସ୍କୁଟ ଖାଇବା ସମୟରେ ଭୂମି ହଠାତ୍ ମୂର୍ଚ୍ଛା ହୋଇ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସାଙ୍ଗେ ସାଙ୍ଗ ମେଡିକାଲ ନେଇ ଯାଇଥିଲେ ଆଉ ସେଠାରେ ଯୁବତୀ ଜଣକ ମୃ-ତ ବୋଲି ଡ଼ାକ୍ତର କହୁଥିଲେ।
ଏବେ ଘଟଣାର ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ସମସ୍ତ ସତ ଧରାପଡ଼ି ଯିବ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement