Updated: Mar 21, 2024, 19:40 IST

ବିଧାୟିକାଙ୍କ ପୁଅଙ୍କୁ କାନୁନ୍ ପଢ଼ାଇଲେ ଟ୍ରାଫିକ ପୋଲିସ ଦେଖନ୍ତୁ କଣ ହେଲା ଏମିତି

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଆଉ ଜଣେ ରାଜନୀତିକୁ ନେଇ ଆସିଛି ଖବର ।
ଟ୍ରାଫିକ ନିୟମ ଭାଙ୍ଗିଲେ ଦଣ୍ଡ ମିଳିଥାଏ । ଆଉ ଏବେ ଜଣେ ବିଧାୟିକାଙ୍କ ପୁଅ ଟ୍ରାଫିକ ନିୟମ ଭାଙ୍ଗିବା ପରେ ତାଙ୍କ ସହ କଣ ସବୁ ଘଟଣା ଘଟିଲା ଏହି ବିଷୟରେ ଏବେ ଆପଣମାନେ ଜାଣିପାରିବେ । ବିଧାୟିକାଙ୍କ ପୁଅ ଜାଣି ମଧ୍ୟ ତାଙ୍କୁ ଦଣ୍ଡ ମିଳିଲା ।
Viral
ବିଧାୟିକାଙ୍କ ପୁଅ ଟ୍ରାଫିକ ନିୟମ ମାନିଲେ ନାହିଁ । ବିଧାୟିକାଙ୍କ ପୁଅ ଜାଣି ମଧ୍ୟ ଟ୍ରାଫିକ ପୋଲିସ ତାଙ୍କୁ ଛାଡି ନଥିଲେ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ମାନି ନଥାନ୍ତି । ବିଧାୟିକାଙ୍କ ପୁଅ ଟ୍ରାଫିକ ନିୟମ ମାନି ନଥିଲେ ଆଉ ତାଙ୍କୁ ଆଜି ସେଥିପାଇଁ ଦଣ୍ଡ ମିଳିଛି ।
ଟ୍ରାଫିକ ପୋଲିସ ଆଉ ବିଧାୟିକାଙ୍କ ପୁଅ ମଧ୍ୟରେ କଥା କଟାକଟି ହେଲା ଆଉ ଏହାପରେ କିଛି ଫାଇନାଲ ହେଲା । ବିଧାୟିକାଙ୍କ ପୁଅ ଭୁଲ କରିଥିଲେ ମଧ୍ୟ ସେ ଚାଲାଣ ଦେବାକୁ ମନା କରିଲେ ।
ଆଉ ଏହାପରେ ସେ ବିଧାୟିକାଙ୍କ ପୁଅ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ । ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାର ବିଧାୟିକା ଖଞ୍ଜନ କନେମଙ୍କ ପୁଅ ବିନା ସିଟ ବେଲ୍ଟରେ ଗାଡ଼ି ଚଳାଉଥିଲେ ।
Viral
ଆଉ ତାଙ୍କୁ ସେତେବେଳେ ଟ୍ରାଫିକ ପୋଲିସ ଦେଖି ଦେଇଥିଲେ ଆଉ ଏହାପରେ ଟ୍ରାଫିକ ପୋଲିସ ବିଧାୟିକାଙ୍କ ପୁଅକୁ ଅଟକ ରଖିଥିଲେ । ଟ୍ରାଫିକ ନିୟମ ଭାଙ୍ଗିବା ନିମନ୍ତେ ତାଙ୍କୁ ଚାଲାଣ କଟା ଯାଇଥିଲା । ସେ ବିଧାୟିକାଙ୍କ ପୁଅ ବୋଲି ସେ ଗରମ ଦେଖାଉଥିଲେ ।
ଟ୍ରାଫିକ ପୋଲିସ ଯେତେବେଳେ ତାଙ୍କୁ ଅଟକାଇ ଥିଲା ସେତେବେଳେ ସେ କହିଥିଲେ ସେ ଜଣେ ବିଧାୟିକାଙ୍କ ପୁଅ । ଆଉ ଏହାପରେ ଟ୍ରାଫିକ ପୋଲିସ ରାଗି ଯାଇଥିଲେ ।
ଟ୍ରାଫିକ ପୋଲିସ ଥିବା ବେଳେ ବିଧାୟିକାଙ୍କ ପୁଅ ତାଙ୍କ ବାପାଙ୍କୁ ଫୋନ କରିଥିଲେ ଆଉ ଏହି ବିଷୟରେ ସବୁ କଥା କହିଥିଲେ ଆଉ ଏହାପରେ ତାଙ୍କ ବାପା ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଚାଲାଣ ଦେବାକୁ କହିଥିଲେ । ଆଉ ଏହାସହ ଟ୍ରାଫିକ ପୋଲିସଙ୍କୁ କ୍ଷମା ମାଗିବାକୁ ବି କହିଥିଲେ । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement