Updated: Aug 17, 2023, 11:57 IST

ମୋ ଶାଶୁ ବିଧବା ହେଇ ମଧ୍ୟ ବଢିଆ ଖେଳ କରୁଛନ୍ତି, ମୁ ଯେତେ ବି ଅଟକେଇଲି ସେ

Viral

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ ଅନେକ ନିନ୍ଦନୀୟ ଘଟଣା ମାନ ଘଟୁଛି।ଆଜିର ମହିଳା ଓ ପୁରୁଷ ମାନେ ସାନ ବଡ କିଛି ବି ଦେଖୁ ନାହାନ୍ତି।ସମସ୍ତଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଛନ୍ତି।ନିଜ ଇଚ୍ଛା କୁ ପୁରଣ କରିବାକୁ ଯାଇ ଅନେକ ଖରାପ କାମ ରେ ଲିପ୍ତ ରହୁଛନ୍ତି।
ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖିବା କଥା ଆପଣ ମାନେ ଶୁଣି ଥିବେ।ହେଲେ ଆମେ ଆଜି ଅନ୍ୟ ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ସ୍ଵାମୀ ର ମୃ-ତ୍ୟୁ ପରେ ମହିଳା ଅନ୍ୟ ପୁରୁଷ ଙ୍କ ସହିତ ସମ୍ପର୍କ ରଖି ନିଜ ପୁଅ କୁ ସାବତ ପୁଅ ବୋଲି ପରିଚିତ କରାଉଚି।
Viral
ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଅଞ୍ଚଳ ରେ।ଏଠାରେ ଅନେକ ବର୍ଷ ହେଲାଣି ଜଣେ ମହିଳା ଓ ତାଙ୍କ ପୁଅ ରହୁଛନ୍ତି।ମହିଳା ଙ୍କ ସ୍ଵାମୀ ୨୦୧୮ ମସିହା ରୁ ମୃ-ତ୍ୟୁ ବରଣ କରିଛନ୍ତି।
ସ୍ଵାମୀ ଗଲା ପରେ ମହିଳା ଜଣକ କମ ବୟସ୍କ ପିଲା ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଦିଏ।ତାଙ୍କର କିଛି ଖରାପ ଫଟୋ ରଖି ସେମାନଙ୍କୁ ଡରାଇ ଥାନ୍ତି।ଆଉ ଅର୍ଥ ତାଙ୍କ ଠାରୁ ଆଣନ୍ତି।ନିଜ ପୁଅ କୁ ସାବତ ପୁଅ ବୋଲି ପରିଚିତ କରାଇଥାନ୍ତି।ସେ କହି ଥାନ୍ତି ତାଙ୍କ ବୟସ ବହୁତ କମ।ତାଙ୍କ ସ୍ଵାମୀ ଙ୍କ ର ଆଗରୁ ବିବାହ ହୋଇ ସାରିଥିଲା।
Viral news
ତାଙ୍କ ପ୍ରଥମ ପତ୍ନୀ ଙ୍କ ପୁଅ ଅଛନ୍ତି।ଯାହାକୁ ସେ ନିଜ ପୁଅ ବୋଲି କୁହନ୍ତି।ଏମିତି କିଛି କହି ଲୋକ ଙ୍କୁ ଠକି ଥାଆନ୍ତି ମହିଳା।କିନ୍ତୁ ବୋହୁ ଆସିଲା ପରେ ତାଙ୍କର ସବୁ ପ୍ଲାନ୍ ଫ୍ଲପ ହୋଇ ଯାଇଥିଲା।ମହିଳା ଜଣକ ପୁଅ ନ ଥିଲା ବେଳେ ଅନେକ ଲୋକ ଙ୍କୁ ଘରେ ଆଣି ପୁରାଇ ଥାନ୍ତି।
ବୋହୁ ଆସିଲା ପରେ ନିଜ ସ୍ଵାମୀ ଙ୍କୁ ସବୁ କିଛି ପଚାରି ଥିଲେ।ତମେ କଣ ତମ ମା ଙ୍କ ର ସାବତ ପୁଅ।ଏ କଥା ପୁଅ କୁ ପଚରା ଯିବାରୁ ସେ କହିଲେ କି କିଏ କହିଲା ମୁଁ।ହେଉଛି ତାର ନିଜ ପୁଅ।ମୋ ବାପା ୨୦୧୮ ମସିହା ରେ ଆମ ସମସ୍ତ ଙ୍କୁ ଛାଡି ଚାଲି ଯାଇଥିଲେ।
ଏହା ପରେ ସେ ତାଙ୍କର ସବୁ ସାର୍ଟିଫିକେଟ ତାଙ୍କ ସ୍ତ୍ରୀ ଙ୍କୁ ଦେଖାଇ ଥିଲେ।ଏହି କଥା କୁ ନେଇ ବୋହୂ ମନ ରେ ସନ୍ଦେହ ସୃଷ୍ଟି ହେଲା।ତାଙ୍କ ଶାଶୁ ଙ୍କ ବିଷୟ ରେ ସେଦିନ ଠୁ ସେ ଖୋଳତାଡ଼ ଆରମ୍ଭ କଲେ।ଓ ଘଟଣା ବିଷୟ ରେ ଜାଣି ଥାନା ରେ ଖବର ଦେଲେ।ଏବେ ପୋଲିସ ଏ ବିଷୟ ରେ ତଦନ୍ତ କରୁଚି।

Advertisement