Nov 4, 2023, 16:23 IST

ବିବାହ ପ୍ରତିଶ୍ରୁତି ଦେଇ ୬ ମାସ ଧରି କବାଟ ବନ୍ଦ କରି କଲେ ଦୁ-ଷ୍କର୍ମ ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଅଭିଯୋଗ

Special report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଭାବେ ନିନ୍ଦନୀୟ ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେ-ମ ପ୍ର-ତା-ର-ଣା ଭଳି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି।
Special report
ଛୋଟ ଝିଅ ମାନଙ୍କୁ କିଛି ଯୁବକ ମାନେ ବାହା ହେବାର ସ୍ବପ୍ନ ଦେଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି।ଆମେ ଆଜି ଏଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ପୁରୀ ଜିଲ୍ଲା ର ନିମାପଡ଼ା ଅନ୍ତର୍ଗତ ନରଦା ଗାଁ ରେ।
ସେଠାରେ ସୁଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ଦୋକାନ ରେ ରହି କାମ କରୁଥିଲେ।ନିକଟସ୍ଥ ଗ୍ରାମ ର ଜଣେ ୧୭ ବର୍ଷୀୟ ଯୁବତୀ ଙ୍କ ସହିତ ତାଙ୍କର ଦେଖା ହେଲା।ଉଭୟ ପରସ୍ପର କୁ ଫୋନ୍ ନମ୍ବର ଦିଆ ନିଆ ହେଲେ।
ଏହା ପରେ ଫୋନ୍ ରେ କଥା ହେଲେ।ଧୀରେ ଧୀରେ ସେମାନଙ୍କ ମଧ୍ୟ ରେ ପ୍ରେମ ସଂପର୍କ ବଢିବାରେ ଲାଗିଲା।ଏଥିରେ ନାବାଳିକା ଙ୍କ ପରିବାର ଲୋକେ ରାଜି ହେଲେ ନାହିଁ।ଶେଷ ରେ ଝିଅ ଟି ପ୍ରେମିକ ଉପରେ ଭରଷା କରି ଚାଲି ଆସିଲା ନିଜ ପରିବାର କୁ ଛାଡି।
Special report
ସେମାନେ ୬ ମାସ ଧରି ଗୋଟିଏ ରୁମ୍ ଭିତରେ ଏକାଠି ରହିଲେ।ଯୁବକ ଜଣକ ନାବାଳିକା ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ହେଲେ ହଟାତ ଦିନେ ଯୁବତୀ ଜଣକ ବିବାହ କରିବା ପାଇଁ ଯୁବକ ଙ୍କୁ ବାଧ୍ୟ କଲେ।
ଯାହା ଫଳ ରେ ଯୁବକ ଜଣକ ରାଗି ଯାଇ ଯୁବତୀ ଙ୍କୁ ଜୋର୍ ରେ ପିଟିଲେ।ଓ ଘରୁ ବାହାର କରିଦେଲେ।ରାତି ଅଧରେ ସେ ଏକୁଟିଆ ହୋଇ ଯାଇଥିଲେ।ଏହା ପରେ ସେ ପୋଲିସ ଥାନା କୁ ଯାଇଥିଲେ।
ସେଠାରେ ଯୁବକ ଙ୍କ ବିରୋଧ ରେ ଦୁ-ଷ୍କ-ର୍ମ ଅଭିଯୋଗ କରିଥିଲା।ଏହା ପରେ ପୋଲିସ ମାନେ ଅଭିଯୁକ୍ତ ଙ୍କୁ ଧରି ନେଇଥିଲେ। ଅଭିଯୁକ୍ତ ଜଣକ ର ଜାମିନ ଆବେଦନ କୁ ଖାରଜ କରା ଯାଇଥିଲା।ଓ ତାଙ୍କୁ ଏବେ ଜେଲ ରେ ରଖା ଯାଇଛି।ଯୁବତୀ ଜଣକ ନ୍ୟାୟ ପାଇବା ପାଇଁ ସମସ୍ତଙ୍କ ନିକଟ ରେ ଗୁହାରି କରିଛନ୍ତି।

Advertisement