Feb 15, 2024, 18:47 IST

ଦିତୀୟ ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତା ବବି ମିଶ୍ର!! ଦେଖନ୍ତୁ ଆସିଲା ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦ୍ଵିତୀୟ ବିବାହ କଲେ ବବି ମିଶ୍ର। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କୋଏଲ ନାନର୍ଜିଙ୍କୁ ସୁଟିଂ ସେଟରୁ ଭଲପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବବି ମିଶ୍ର।
Special report
ତାଙ୍କ ବିବାହ ବନ୍ଧନରେ ବାଧା ଆସିବାରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଆପଣ ମାନେ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
କୋଏଲ ବାନାର୍ଜୀ ଜଣେ ବଙ୍ଗାଳୀ ଅଭିନେତ୍ରୀ। ପ୍ରଥମେ କୋଏଲ ଏକ ଓଡ଼ିଆ ସିନେମା କରିବା ପାଇଁ ଓଡ଼ିଶା ଆସିଥିଲେ। ଆଉ ତା'ପରେ କୋଏଲ ବାନାର୍ଜୀ ଯେଉଁ ସିନେମାଟି କରିଥିଲେ
Special report
ତାଙ୍କର ବହୁତ ହିଟ ହେଇଥିଲା। ଆଉ ତାପରେ କୋଏଲ ବାନାର୍ଜୀ ଓଡ଼ିଶାରେ ରହି ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରିଥିଲେ।
କୋଏଲଙ୍କ ଅଭିନୟକୁ ସାରା ଓଡିଶାର ଦର୍ଶକ ମାନେ ବେଶ୍ ପସନ୍ଦ ମଧ୍ୟ କରିଥିଲେ। ଆଉ ଏହାପରେ ବବି ମିଶ୍ରଙ୍କୁ ସୁଟିଂ ସେଟରୁ ଭଲପାଇ ବସିଥିଲେ।
Special report
ଆଉ ବହୁତ ଦିନଧରି ଭଲପାଇବା ପରେ ଶେଷରେ ଦୁହିଁଙ୍କର ବିବାହ ହୋଇଥିଲା ତା'ପରେ ବେଶ ଖୁସିରେ ରହୁଥିଲେ ଉଭୟ କୋଏଲ ଏବଂ ବବି। କିନ୍ତୁ କିଛିଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଲା।
Special report
ତେଣୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ଚାହିଁଲେ। ଆଉ ଏହାପରେ କୋଏଲ ବାନାର୍ଜୀ ଜଣେ ବଙ୍ଗଳା ଅଭିନେତା ହିରୋଙ୍କୁ ଭଲ ପାଇ ଏବେ କଲିକତାରେ ରହୁଛନ୍ତି।
ଏବଂ କୋଏଲ ବାନାର୍ଜୀଙ୍କ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ହୋଇଛି। ଏପଟେ ବବି ମିଶ୍ର ଦ୍ୱିତୀୟ ବିବାହ କରି ନାହାନ୍ତିଁ। କିନ୍ତୁ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ସୋସିଆଲ ମିଡିଆରେ ବହୁତ ଜୋରରେ ଚର୍ଚ୍ଚା ଚାଲିଛି।

Advertisement