Updated: Nov 9, 2023, 09:21 IST

ନୀତିଶ କୁମାର ଦେଲେ ଝିଅ ଆଉ ଲୋକ ସଂଖ୍ୟା ବୃଦ୍ଧି କୁ ନେଇ ବିବାଦୀୟ ବୟାନ : ଆଜି କାଲି ର ଝିଅ ତ ଏସବୁ ଖୁସି ଖୁସି କରୁଛନ୍ତି

Special report

ନମସ୍କାର ପାଠକ ବନ୍ଧୁ।ବିହାର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ଙ୍କ ମନ୍ତବ୍ୟ କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ବିହାର ବିଧାନ ସଭା ରେ ସେ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଯାହା ଫଳ ରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମନ୍ତ୍ରୀ ମାନେ ମୁଣ୍ଡ ତଳକୁ କରି ଦେଇଥିଲେ।
Special report
ସେ ଜନ ସଂଖ୍ୟା ବୃଦ୍ଧି ର କାରଣ ବିଷୟ ରେ କହୁଥିବା ବେଳେ ସେକ୍ସ୍ କରିବା ବିଷୟ ରେ କହି ଦେଇଥିଲେ। ଯାହାକୁ ନେଇ ତାଙ୍କୁ ଖୁବ୍ ନିନ୍ଦା କରା ଯାଇଛି।ତାଙ୍କର ଏଭଳି କଥା କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହେଉଛି। 
ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଦେଶ ର ଜନସଂଖ୍ୟା କୁ ନେଇ ସମସ୍ତ ଙ୍କ ମନ ରେ ଚିନ୍ତା ରହିଛି।ଦିନ କୁ ଦିନ ଜନ ସଂଖ୍ୟା ବଢିବାରେ ଲାଗିଛି।ଏହାକୁ କମେଇବା ପାଇଁ ଝିଅ ମାନେ ଶିକ୍ଷିତ ହେବା ଜରୁରୀ ବୋଲି ସମସ୍ତେ କହୁଛନ୍ତି।
ହେଲେ ନିକଟ ରେ ବିହାର ର ବିଧାନ ସଭା ରେ ଜନ ସଂଖ୍ୟା ଉପରେ ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ଏକ ମତ ଦେଇ ଥିଲେ।ସେ କହିଥିଲେ କି ଝିଅ ମାନେ ଶିକ୍ଷିତ ହେଲେ ସେମାନଙ୍କ ସ୍ଵାମୀ ଙ୍କୁ ରାତି ରେ ସେ-କ୍ସ୍ କରିବା ପାଇଁ ଅନୁମତି ଦେବେ।
Special report
ହେଲେ ଗର୍ଭବତୀ ହେବା ପାଇଁ ଅନୁମତି ଦେବେ ନାହିଁ।ସେ ଏହାକୁ ଯେଉଁ ଆକାର ରେ ସମସ୍ତ ଙ୍କ ନିକଟ ରେ କହିଥିଲେ ତାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସମସ୍ତ ମନ୍ତ୍ରୀ ମାନେ ତାଙ୍କୁ କିଛି ସମୟ ପାଇଁ ଦେଖିଥିଲେ।
ଓ ମହିଳା ମାନେ ମୁଣ୍ଡ ତଳକୁ କରି ଦେଇଥିଲେ।ତାଙ୍କର ଏଭଳି ମନ୍ତବ୍ୟ କୁ ନେଇ ଖୁବ୍ ବିବାଦ ଲାଗି ରହିଛି।ବିଧାନ ସଭା ଭଳି ଏକ ପବିତ୍ର ସ୍ଥାନ ରେ ଏଭଳି କଥା କୁହା ଯାଇଥିବାରୁ ସମସ୍ତେ ଏହାକୁ ଖୁବ୍ ନିନ୍ଦା କରିଛନ୍ତି।
ବିହାର ମୁଖ୍ୟ ମନ୍ତ୍ରୀ ନିତିଶ କୁମାର ଆଗରୁ ମଧ୍ୟ ଏଭଳି କିଛି ମନ୍ତବ୍ୟ ପାଇଁ ଚର୍ଚ୍ଚା ରେ ରହିଥିଲେ।କିଛି ମହିଳା ନେତ୍ରୀ ମାନେ ତାଙ୍କ ବିରୋଧ ରେ ବିଦ୍ରୋହ କରିବା ଆରମ୍ଭ କରି ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ ଏହା ତାଙ୍କ ପାଇଁ ଖୁବ୍ ଅପମାନ।ସେ ଏହାକୁ କହି ସମସ୍ତେ ନାରୀ ଜାତି କୁ ଅପମାନ ଦେଇଛନ୍ତି।ଏଥିପାଇଁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିବ ବୋଲି ସମସ୍ତେ ଦାବି କରିଛନ୍ତି।

Advertisement