Dec 2, 2023, 23:57 IST

Bhubaneswar ରେ କଲେଜ୍ ଛାତ୍ରୀ ଙ୍କ ଦେହ ବେପାର, ଘଣ୍ଟା କୁ ୩୦୦ ପୋଲିସ ଚଢ଼ାଉ ପରେ ସାମ୍ନା କୁ ଆସିଲା ସମ୍ପୂର୍ଣ ସତ ଘଟଣା...

Special Report

ନମସ୍କାର ପାଠକ ବନ୍ଧୁ। ଆଜିକାଲି କିଭଳି ଘଟଣା ଘଟୁଛି ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଲୋକମାନେ ଏବେ ପଇସା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି।
Special Report
ଏଭଳି କି ବର୍ତ୍ତମାନ୍ ଏଭଳି ଏକ ଘଟଣା ନଜର ଆସିଛି ଯାହା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଜ୍ଞା ହଁ ଭୁବନେଶ୍ୱର ର ଏକ ଭଡ଼ା ଘରେ ସେ-କ୍ସ୍ ରାକେଟ ଚାଲିଥିଲା ଆଉ ଏହା ଏବେ ମଧ୍ୟ ଧରା ପଡି ସାରିଛି।
ଏବେ ଏହି ସମ୍ପର୍କରେ ଭୁବନେଶ୍ୱର ଘର ମାଲିକ ଏଭଳି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ସେ କହିଛନ୍ତି କି ସେ ଆଦୌ ଏକଥା ଜାଣି ନଥିଲେ କି ତାଙ୍କର ଭଡ଼ା ଦିଆ ଯାଇଥିବା ଘରେ ଏଭଳି କିଛି କାମ ଚାଲୁଛି ବୋଲି
କାରଣ ତାଙ୍କୁ ଜଣା ଥିଲା କି ସେଠାକୁ ଫିଜିଓ ଥେରାପି ପାଇଁ ଲୋକମାନେ ଆସୁଛନ୍ତି ବୋଲି। ଏଭଳି କି ତାଙ୍କୁ ଚାରି ରୁ ପାଞ୍ଚ ମାସ ହେବ ଭଡ଼ା ମଧ୍ଯ ମିଳୁ ନଥିଲା। ଆଉ ସେ ଏହି ଘଟଣା ସଂପର୍କରେ ଆଦୌ ଜାଣି ନଥିଲେ।
Special Report
ପାଞ୍ଚ ମାସ ହେବ ତାଙ୍କର ଦୁଇ ଲକ୍ଷ ଟଙ୍କା ବାକି ମଧ୍ୟ ରହିଛି। ଘର ମାଲିକ ଜାଣିଛନ୍ତି କି ସେ ଏକ ଆୟୁ୍ବେଦିକ ଚିକିତ୍ସା ଦେଉଛନ୍ତି। ମାତ୍ର ମହିଳା ଜଣକ ଏକ ସ୍ପା ଖୋଲି ସେଠାରେ କିଛି ଯୁବତୀ ମାନଙ୍କୁ ଆଣି ସେ-କ୍ସ୍ ରାକେଟ ଚଳାଇ ଥିଲେ।
ଆଉ ଏହି ସମ୍ପର୍କରେ ଘରର ମାଲିକ କୌଣସି ପ୍ରକାର ର ସୁଚନା ମଧ୍ୟ ପାଇ ନଥିଲେ। ଘର ମାଲିକ ଜଣକ ବୃଦ୍ଧ ହୋଇ ଯାଇଥିବା କାରଣରୁ ସେମାନେ ସେଠାକୁ କେବେ ହେଲେ ମଧ୍ୟ ଯାଇ ନାହାଁନ୍ତି।
କାରଣ ମାଲିକ ଜଣକ ଗ୍ରାଉଣ୍ଡ ପ୍ଲୋର୍ ରେ ରହୁଥିବା ବେଳେ ସେ ତୃତୀୟ ମହଲାରେ ରହୁଥିଲେ। ଆଉ ଯେତେବେଳେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା ସେତେବେଳେ ହିଁ ସେ ଏସବୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଆଉ ଏବେ ପୋଲିସ ସେଠାରୁ ଅନେକ ଯୁବତୀ ମାନଙ୍କୁ ଉଦ୍ଧାର ମଧ୍ଯ କରି ସାରିଛି। ଆଉ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଏହା ସମ୍ପର୍କରେ ଆପଣ ମାନେ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement