Oct 14, 2023, 10:06 IST

Bhubaneswar ରେ କଲେଜ୍ ଛାତ୍ରୀ କରୁଛନ୍ତି ଦେହ ବ୍ୟାପାର, ଘଣ୍ଟା କୁ ୪୦୦ ହିସାବ ରେ ଲାଗିଚନ୍ତି ଗରାଖ ମାନେ ଭିଡ଼

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ଜାଣି ଛନ୍ତି କି ଭୁବନେଶ୍ୱର ରେ ଦିନ କୁ ଦିନ ବଢ଼ିବାରେ ଲାଗିଚି ଦେହ ବ୍ୟ-ବ-ସା-ୟ।କିଛି ମହିଳା ମାନଙ୍କୁ କାମ ରେ ଲଗାଉଛନ୍ତି ଦେହ ବ୍ୟବସାୟୀ ଦଲାଲ ମାନେ।ରବିବାର ଦିନ ଅନେକ ସଂଖ୍ୟାରେ ଲୋକ ଙ୍କ ଜାମ ଦେଖିବାକୁ ମିଳିଛି।
Special report
ପୁରୁଷ ମାନଙ୍କ ଠାରୁ ଗୋଟିଏ ରାତି ପାଇଁ ସେହି ଦଲାଲ ମାନେ ନେଉଛନ୍ତି ୫୦୦୦ ରୁ ଅଧିକ ଟଙ୍କା।ଏହି ଘଟଣା ଗୁଡ଼ିକ ଘଟୁଛି ଭୁବନେଶ୍ୱର ର ବାପୁଜୀ ନଗର ରେ।ଝିଅ ଙ୍କୁ ଆଣି ଛାଡିବା ଓ ନେବା ଦାୟିତ୍ଵ ତାଙ୍କର।
ସୂଚନା ଅନୁସାରେ ପୋଲିସ ମାନେ ଅନେକ ଦେହ ବ୍ୟ-ବ-ସା-ୟ କେନ୍ଦ୍ର ଗୁଡ଼ିକୁ ଧରି ପକାଇ ଥିଲେ।ଏହା ପରେ ସମସ୍ତେ ଭାବୁ ଥିଲେ ଏଭଳି କାର୍ଯ୍ୟ ଆଉ ଭୁବନେଶ୍ୱର ରେ ହେଉ ନାହିଁ।ହେଲେ କିଏ ଜାଣି ଥିଲା ପୋଲିସ ଡାଳରେ ଗଲେ ଚୋର ମାନେ ପତରେ ଯିବେ।
ଆପଣ ମାନେ ଯଦି ନିଜ ମୋବାଇଲ ର ଗୁଗଲ ରେ ଇସ୍କ୍ରନ ଏକ୍ସପୋର୍ଟ ମାରିବେ।ସେଠାରେ ଆପଣଙ୍କୁ ଦଲାଲ ଓ ଝିଅ ମାନଂକ ନମ୍ବର ମିଳି ଯିବ।ଏହା ପରେ ଆପଣ ସେହି ଦଲାଲ ମାନଙ୍କ ସହିତ କଥା ହେଲେ ସେ ଆପଣ ଙ୍କୁ ଗୋଟିଏ ରାତି ପାଇଁ ୬୦୦୦ ଟଙ୍କା ମାଗିବ।
Special report
ଏହା ର ଅନୁସନ୍ଧାନ କରିବା ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଜଣେ ଦଲାଲ ଙ୍କ ସହିତ କଥା ହୋଇ ଥିଲେ।ସେହି ଦଲାଲ ଜଣକ କହିଥିଲେ କି ଆପଣ ଯେଉଁ ସ୍ଥାନ କି ଇଚ୍ଛା କରିବେ ଆମେ ଝିଅ ଙ୍କୁ ସେହି ସ୍ଥାନ କୁ ପଠାଇ ଦେବୁ।ଗୋଟିଏ ରାତି ପାଇଁ ଆମେ ୬୦୦୦ ଟଙ୍କା ନେବୁ।
ଯଦି ଆପଣ ଏକୁଟିଆ ତେବେ ଆପଣ ୪୦୦୦ ଟଙ୍କା ଦେବେ।ଏହା ପରେ ଗଣ ମାଧ୍ୟମ ପ୍ରତିନିଧି ଜଣକ କହି ଥିଲେ କି ସେ ଥରେ ଝିଅ କୁ ଦେଖିବା ପାଇଁ ଚାହୁଁଛନ୍ତି।ଏହା ପରେ ସେହି ଦଲାଲ ଜଣକ ଝିଅ ର ଫଟୋ କୁ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପଠାଇ ଥିଲେ।
ଏମିତି କିଛି ଚାଲିଛି ଏବେ ଭୁବନେଶ୍ୱର ଠାରେ।ଏହି ସଂସ୍ଥା ଏବେ ରାଜଧାନୀ ରେ ବଢିବାରେ ଲାଗିଛି।ଲୋକ ମାନେ ମଧ୍ୟ ଏଠାରେ ଦିନ କୁ ଦିନ ବଢ଼ିବାରେ ଲାଗିଛନ୍ତି।ଦେହ ବ୍ୟବସାୟ କରି ଝିଅ ମାନେ ସେଠାରେ ନିଜ ପରିବାର ଚଳାଉ ଛନ୍ତି।

Advertisement