Oct 7, 2023, 11:57 IST

ଭିଣେଇ କଥା ଆଉ ସହି ନପାରି ଶାଳୀ କରିଦେଲା ଏମିତି କିଛି ସମସ୍ତେ ମୁଣ୍ଡରେ ଦେଇଦେଲେ ହାତ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ ଏହି ସମାଜକୁ କଳୁଷିତ କରୁଛନ୍ତି ।
ଆଉ କିଛି ଲୋକ ଏଭଳି ଅଛନ୍ତି ଯେଉଁମାନଙ୍କ ପାଇଁ ତାଙ୍କ ନିଜ ଲୋକଙ୍କର ଦେହାନ୍ତ ବି ହେଉଛି । ଆପଣମାନେ ଶାଳୀ ଆଉ ଭେଣେଇର ସମ୍ପର୍କ ବିଷୟରେ ଜାଣିଥିବେ । ଏହା ଏକ ପବିତ୍ର ସମ୍ପର୍କ କିନ୍ତୁ କିଛି ଲୋକ ଅଛନ୍ତି ଏହି ସମ୍ପର୍କକୁ ଖରାପ କରିଥାନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ଜାଣିପାରିବେ । ଭେଣେଇ ପାଇଁ ଶାଳୀ ଜୀବନ ହାରି ଦେଇଛି । ଘର ପାଖରେ ଶଶୁର ଘର ହୋଇଥିବାରୁ ସବୁବେଳେ ଏହି ଭେଣେଇ ଜଣକ ଶଶୁର ଘରକୁ ଯାଉଥିଲା । 
Special report
ଆଉ ସେଠାରେ ସେ ତାର ଶାଳୀକୁ ଅସଭ୍ୟ ଭାଷାରେ କଥା କହୁଥିଲା । ସବୁବେଳେ ଏହି ଭେଣେଇ ଜଣକ ଶାଳୀ ସହ ଏଭଳି ଅସଦାଚରଣ ଆଉ ଅସଭ୍ୟ ଭାଷା କହୁଥିଲା । ଏହାପରେ ଶାଳୀ ଜଣକ ଯେତେବେଳେ ଭେଣେଇ କଥା ଆଉ ସହି ପାରିଲେ ନାହିଁ
 ଏହା ଯେତେବେଳେ ଚରମ ସୀମାରେ ପହଞ୍ଚି ଯାଇଥିଲା ସେତେବେଳେ ସେହି ଶାଳୀ ଜଣକ ନିଜ ଜୀବନ ହାରି ଦେଇଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ଆଶ୍ଚର୍ଯ୍ୟ ସହ ଚର୍ଚ୍ଚା ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ।
ବ୍ରହ୍ମଗିରି ବ୍ଲକ୍ କହଳପଡା ଗ୍ରାମର ନିମେଇ ଚରଣ ଜେନାଙ୍କ ଝିଅ ଜସ୍ମିନ ଜେନାଙ୍କୁ ତାଙ୍କ ଭେଣେଇ ସବୁବେଳେ ଅ-ଶ୍ଳୀ-ଳ ଭାଷା କହୁଥିଲା । ଖରାପ ବ୍ୟବହାର କରୁଥିଲା । ଆଉ ଶେଷରେ ସେହି ଶାଳୀ ଏହିସବୁ କଥା ସହି ନପାରି ନିଜ ଜୀବନ ହାରି ଦେଇଥିଲା ।
ଘଟଣା ସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି । ଯୁବତୀଙ୍କ ବାପା ଜ୍ବାଇଁ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଏବେ ଏହି ଘଟଣାର ତଦନ୍ତ କରିବା ପାଇଁ ପୋଲିସ ଶବ ବ୍ୟବଚ୍ଛେଦ କରିବାକୁ ମେଡ଼ିକାଲକୁ ପଠାଇଛି । ଏବେ ଏହି ଘଟଣାର ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ଦେବେ ।

Advertisement