ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ କେତେବେଳେ କାହାର କଣ ଘଟିବ ତାହା କେହି ଜାଣି ନାହାଁନ୍ତି।ଏବେ ଆପଣ ଖବର କାଗଜ ରେ ପ୍ରତିଦିନ ଖବର ପଢୁଥିବେ।ରାସ୍ତା ରେ ଯେତେ ସୁରକ୍ଷିତ ହୋଇ ଚାଲିଲେ ବି ବିପଦ କିଛି ନା କିଛି ଆସୁଛି।ନିକଟ ରେ ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା।

ଗୋଟେ ଝିଅ ଟା ଘରୁ କଲେଜ କୁ ଯାଉ ଥିବା ସମୟ ରେ ରାସ୍ତା ରେ ସାଇକେଲ ଓ ଟାଟା ଅଟୋ ବାଡେଇ ହୋଇ ଅବସ୍ଥା ଗୁରୁତର ହୋଇଛି।ଝିଅ ର ପେଟ ଉପରେ ଗାଡି ଟି ସମ୍ପୂର୍ଣ୍ଣ ରୂପେ ଚଢି ଯାଇଥିଲା।ଏବେ ସେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ନିର୍ମଳା ନାମ୍ନି ଝିଅ ଟି ଦଶମ ପାସ କରିବା ପରେ ବଲାଙ୍ଗୀର ରେ ତାଙ୍କର ଜଣେ ସଂପର୍କୀୟ ଙ୍କ ଘରେ ରହି ପାଠ ପଢ଼ିବାକୁ ଆସି ଥିଲେ।ସେ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ଛାତ୍ରୀ।ସବୁଦିନ ପରି ସେଦିନ ମଧ୍ୟ ବହୁ ଖୁସି ତାଙ୍କର ଜଣେ ସାଙ୍ଗ ସହ ସେ କଲେଜ ବାହାରି ପଡ଼ି ଥିଲେ।

ସେ ଜଣେ ମେଧାବୀ ଛାତ୍ରୀ ଥିଲେ।ହେଲେ କିଏ ଜାଣି ଥିଲା ତାଙ୍କ ସହିତ ଏଭଳି କିଛି ଘଟଣା ଘଟିବ।ଭଗବାନ ଙ୍କ ଇଚ୍ଛା ଆଗରେ କାହାରି କଥା ଶୁଣା ଯାଏନି।ଯାହା ହେବାର ଥିବ ତାହା ନିଶ୍ଚୟ ହେବ।ଝିଅ ଟି କୁ ପଛ ପଟୁ ଏକ ଟାଟା ଅଟୋ ଆସି ବାଡେଇ ଦେଲା।ତାର ପେଟ ଉପରେ ଅଟୋ ଟି ଚଢି ଯାଇଥିଲା।
ତା ର ହାତ ଉପରେ ସମ୍ପୂର୍ଣ୍ଣ ଚଢି ଯାଇଥିଲା।ଏହା ପରେ ଲୋକ ମାନେ ସେ ଗାଡ଼ି ଟି କୁ ତାର ପେଟ ଉପରୁ କାଢି ବାହାର କଲେ।ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନା ରେ ଭର୍ତି କଲେ।ସେଠାରେ ତାଙ୍କ ଅବସ୍ଥା ଏବେ ଗୁରୁତର ରହୁଚି।

ଏବଂ ତାଙ୍କ ସାଙ୍ଗ ସାଇକେଲ ସହ ଦୂର ରେ ଛିଟିକି ପଡ଼ିଥିଲେ।ତାଙ୍କୁ ମଧ୍ୟ ଉଦ୍ଧାର କରା ଯାଇ ମେଡିକାଲ ରେ ଭର୍ତି କରା ଯାଇଛି।ସେ ଏବେ ସୁସ୍ଥ ଅଛନ୍ତି।ଏହି ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲ୍ୟାଣ ଛକ ନିକଟରେ।
ପ୍ରତିଦିନ ସକାଳେ ରେ ଏହି ଅଞ୍ଚଳ ରେ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳେ।ଗାଡ଼ି ମଟର ର ପରିମାଣ ବଢି ଚାଲେ।ସକାଳୁ ସମସ୍ତେ ନିଜ ନିଜ କାମ ରେ ବାହାରି ଯାଆନ୍ତି।ସେଥିପାଇଁ ଲୋକ ମାନେ ସେଠାରେ ଏକ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।
ସରକାର ତାଙ୍କ କଥା ଶୁଣିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।ଏପରି ଅନେକ ଥରେ ସେଠାରେ ଦୁ-ର୍ଘ-ଟ-ଣା ଘଟିଲାଣି।ଏହାକୁ ବନ୍ଦ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା ରହିବା ନିହାତି ଆବଶ୍ୟକ ବୋଲି ଲୋକ ମାନେ କହିଛନ୍ତି।