Jan 22, 2024, 14:36 IST

ହେ ଭଗବାନ : ଭୟାବହ ଦୁର୍ଘଟଣା ରେ ଘଟିଗଲା ଏମିତି କାଣ୍ଡ, ଝରକା କାଚ ଭାଙ୍ଗି ବାହାରିଲେ ଯାତ୍ରୀ, ଚିତ୍କାର କରୁଥିଲା ଡ୍ରାଇଭର

Special Report

ନମସ୍କାର ପାଠକ ବନ୍ଧୁ।ପୁଣି ଓଲଟିଲା ଯାତ୍ରୀ ବାହି ବସ୍।ଏଭଳି ଅନେକ ଖବର ଆପଣ ମାନେ ପ୍ରତିଦିନ ଖବର କାଗଜ ରେ ଦେଖିଥିବେ।ଆଜି ଆମେ ସେଭଳି ଏକ ଦୁର୍ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ଆଜି ସକାଳୁ ଛୋଟ ଛୋଟ ପିଲା ମାନଙ୍କୁ ପିକନିକ ରେ ନେଇ ଯାଉଥିବା ସମୟରେ ମଝି ରାସ୍ତା ରେ ଘାଇ ତଳକୁ ଖସି ପଡିଚି ବସ।ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର କଣ୍ଡକ୍ଟର।ଏଥିରେ ଥିବା ଯାତ୍ରୀ ମାନେ ମଧ୍ୟ ବଞ୍ଚି ଯାଇଛନ୍ତି।କିଛି ସମୟ ପାଇଁ ଏହି ଘଟଣା ଟି ରାସ୍ତା ଅବରୋଧ କରିଥିଲା।
ଭଗବାନ ଙ୍କ ଇଚ୍ଛା ବିନା ପୃଥିବୀ ରେ କୌଣସି କାର୍ଯ୍ୟ ହୁଏ ନାହିଁ।ସେହି ଈଶ୍ୱର ଙ୍କ ଇଚ୍ଛା ଯୋଗୁଁ ଏହି ଯାତ୍ରୀ ମାନେ ବଞ୍ଚି ଯାଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରୁ ଭୁବନେଶ୍ୱର କୁ ପିକନିକ ରେ ଆସୁଥିବା ଏକ ଯାତ୍ରୀବାହି ବସ୍।
ଏଥିରେ ପାଖାପାଖି ପଚାଶ ରୁ ଅଧିକ ସଂଖ୍ୟକ ଲୋକ ଥିଲେ।ବସ୍ ଟି ହଟାତ ଭାରସାମ୍ୟ ହରାଇ ଘାଇ ତଳକୁ ଖସି ପଡ଼ି ଥିଲା।ଏହା ପରେ କିଛି ସମୟ ପାଇଁ ବସ୍ ଟି ସେଠାରେ ସେମିତି ପଡ଼ି ରହିଥିଲା।ଲୋକ ମାନଙ୍କୁ କିଭଳି ଉଦ୍ଧାର କରା ଯିବ ସେ ନେଇ ସମସ୍ତେ ଚିନ୍ତା ରେ ଥିଲେ।
Special report
ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ସୁରକ୍ଷିତ ଭାବେ ସମସ୍ତ ଯାତ୍ରୀ ଙ୍କୁ ବସ୍ ରୁ ଉଦ୍ଧାର କରିଥିଲେ।ଆଜି ସକାଳ ୬ ଘଟିକା ସମୟ ରେ ଯାତ୍ରୀ ମାନେ ସେମାନଙ୍କ ପିଲା ମାନଙ୍କୁ ନେଇ ବାଲେଶ୍ଵର ରୁ ଭୁବନେଶ୍ୱର ଅଭିମୁଖେ ଯାଉ ଥିଲେ।ଏହା ପରେ ବସ୍ ଟି ଓଲଟି ପଡ଼ି ଥିଲା।
ଆମେ ଏହି ଦୃଶ୍ୟ କୁ ଦେଖିଲେ ଦେହ ଶୀତେଇ ଯାଉଛି।ତେବେ ଆପଣ ମାନେ ଭାବନ୍ତୁ ଏଥିରେ ବସି ଥିବା ଯାତ୍ରୀ ମାନଙ୍କ ଅବସ୍ଥା କିପରି ହେଉ ଥିବ।ଏହି ବସ୍ ଟି ରାସ୍ତା ଉପରେ ଝୁଲି ରହିଥିଲା।ଯେତେବେଳେ ଯାତ୍ରୀ ମାନେ ଏହାକୁ ଦେଖି ଥିଲେ।ସମସ୍ତେ ଜୋର୍ ରେ ଚିତ୍କାର କରିବାକୁ ଲାଗି ଥିଲେ।
ଆପଣ ମାନେ ଜାଣି ଥିବେ ସୋର ବାଲେଶ୍ଵର ଜାତୀୟ ରାଜପଥ ରେ ଏପରି ଅନେକ ଥର ଦୁ-ର୍ଘ-ଟ-ଣା ଘଟିଛି।ଏହି ଦୁ-ର୍ଘ-ଟ-ଣା ଟି କିଛି ଅଲଗା ରହିଥିଲା।ଏଥିରେ ସମସ୍ତେ ଭୟବିତ ହୋଇ ଯାଇଥିଲେ।ଏହି ବସ୍ ଟି ସୋର ଅଞ୍ଚଳ ର ୧୬ ନମ୍ବର ଜାତୀୟ ରାଜପଥ ରେ ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଚି।ଯାହା ବି ହେଉ ଏଥିରେ ଲୋକ ମାନେ ବଞ୍ଚି ଯାଇଛନ୍ତି।

Advertisement