Sep 14, 2023, 11:59 IST

ଗାଧାଉଥିବା ବେଳେ ଭାଉଜ ର ବଳାତ୍କାର କରିଦେଲା ଦିଅର, ପରେ ଭାଉଜ ସାମ୍ନା କୁ ଆସି କହିଲେ ତାକୁ ଛାଡ଼ି ଦିଅ ତାର କିଛି ବି ଭୁଲ୍ ନାହିଁ

Special report

ନମସ୍କାର ପାଠକ ବନ୍ଧୁ।ଦିନ କୁ ଦିନ ଚୋର ଡକାୟତି ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।ବର୍ତ୍ତମାନ ସମୟ ରେ ନିଜ ଲୋକ ହେଲେ ବି କାହା ଉପରେ ବିଶ୍ଵାସ କରିବା ଠିକ୍ ନୁହେଁ।ଆମ ସମାଜ ରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଅନ୍ୟ ର ଜୀବନ ସହ ଖେଳିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ଥାଆନ୍ତି।
Special report
ଝିଅ ମାନଙ୍କୁ ନେଇ ବାହାର ରାଜ୍ୟ ରେ ବିକ୍ରୀ କରା ଯାଉଚି।ଏହା ଏକ ନିନ୍ଦନୀୟ କାର୍ଯ୍ୟ।ପ୍ରେମ କରି ବିବାହ କରିବା ପାଇଁ ପ୍ରଲୋଭନ ଦେଖାଉଛନ୍ତି।ପରେ ସେମାନଙ୍କ ଜୀବନ ସହ ଖେଳୁଛନ୍ତି ଆଜିର ଯୁବ ପିଢ଼ି।ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଯାହାକୁ ଶୁଣିଲେ ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।ଏହା କେବଳ ଜଣେ କି ଦୁଇ ଜଣ ଝିଅ ଙ୍କ ସହିତ ନୁହେଁ ଶହ ଶହ ଝିଅ ଙ୍କ ସହିତ ଘଟିଛି।ବିବାହ କରିବା ଆଶା ରେ ଝିଅ ମାନେ କିଛି ପୁରୁଷ ଙ୍କ ସହିତ ଫେରାର ହୋଇ ଯାଉଛନ୍ତି।ହେଲେ ଏହାର କିଛି ଦିନ ପରେ ସେହି ପୁରୁଷ ମାନେ ତାଙ୍କୁ ନେଇ ଅନ୍ୟ ସ୍ଥାନ ରେ ବିକ୍ରୀ କରି ଦେଉଛନ୍ତି।
Special report
ଏହି ଘଟଣା ଟି ରାଜସ୍ଥାନ ର ବାଡ଼ମେର ଅଞ୍ଚଳ ର ।ଏଠାରେ ଦଲାଲ ରେହମତ ଖାଁ ନାମକ ଜଣେ ବ୍ୟକ୍ତି କିଛି ଝିଅ ମାନଙ୍କୁ ବିବାହ କରାଇ ଦେବା ପାଇଁ ଅନ୍ୟ ରାଜ୍ୟ ରୁ ରାଜସ୍ଥାନ କୁ ନେଇ ଆସୁ ଥିଲେ।
ଝିଅ ମାନଂକ ବାପା ମା ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ର ଯୌତୁକ ମଧ୍ୟ ଆଣୁ ଥିଲେ।ହେଲେ କିଛି ଦିନ ପରେ ଝିଅ ମାନଙ୍କ ଟଙ୍କା ସୁନା ଗହଣା ନେଇ ଫେରାର ହୋଇ ଯାଉଥିଲେ।ବେଳେ ବେଳେ ଝିଅ ମାନଙ୍କୁ ଅନ୍ୟ ସ୍ଥାନ କୁ ନେଇ ବିକ୍ରୀ କରି ଦେଉଥିଲେ।
Special report
ପୋଲିସ ଏହି ଘଟଣା ବିଷୟ ରେ ଜାଣିବା ପରେ ଉକ୍ତ ଯୁବକ ଙ୍କୁ ଧରି ପକାଇ ଥିଲା।ଓ ଏବେ ତାଙ୍କ ପାଖରୁ ୫ ଜଣ ଝିଅ ଙ୍କୁ ଉଦ୍ଧାର କରିଥିଲା। ବାଡ଼ମେର ପୋଲିସ ଅଧିକାରୀ ମାନେ ସେହି ଯୁବକ ମାନଙ୍କ ଗ୍ୟାଙ୍ଗ କୁ ଧରି ପକାଇ ଥିଲେ।
ଯେଉଁ ମାନେ କି ଝିଅ ମାନଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅନ୍ୟ ସ୍ଥାନ ରେ ତାଙ୍କୁ ବିକ୍ରୀ କରି ଦେଉଥିଲେ।ପୋଲିସ ଘଟଣା ବିଷୟ ରେ ଅଧିକ ରୁ ଅଧିକ ତଦନ୍ତ ଆରମ୍ଭ କରିଛି।
କେଉଁ ଠାରେ ସେ ଝିଅ ମାନଙ୍କୁ ବିକ୍ରୀ କରିଛି ସେ ବିଷୟ ରେ ପୋଲିସ ଯାଞ୍ଚ କରୁଛି। ଜଣା ପଡ଼ୁଚି କି ପୋଲିସ ଖୁବ୍ ଶୀଘ୍ର ଦୋଷୀ ମାନଙ୍କୁ ଧରି କୋର୍ଟ ଚାଲାଣ କରିବ।

Advertisement