Sep 15, 2023, 08:28 IST

ହସି ହସି ଭାଉଜ ଉପରେ ଶୋଇଗଲା ଦିଅର, ପରେ ଭାଉଜ କହିଲା ଯାହା କରିବାର ଅଛି ଜଲଦି କରିଦିଅ

Special report

ନମସ୍କାର ପାଠକ ବନ୍ଧୁ।ଆଜି ଆମେ ବିହାର ର ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ମହିଳା ଙ୍କୁ ତାଙ୍କ ଶ୍ବଶୁର ଘର ଲୋକ ମାନେ ହ-ତ୍ୟା କରି ଦେଇଛନ୍ତି।ମହିଳା ଜଣକ ନାମ ହେଉଚି ମୁନି ସିଂହ।
ଘଟଣା ବିଷୟ ରେ ପୋଲିସ ଖବର ପାଇବା ପରେ ମୁନି ଙ୍କ ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲେ।ଏହା ପରେ ମୁନି ଙ୍କ ବାପ ଘର ଲୋକେ ଆସି ଜୋରେ କାନ୍ଦିବାକୁ ଲାଗିଲେ।ତାଙ୍କ ଭାଇ ଭଉଣୀ ଭିଣୋଇ ମା ସମସ୍ତେ ଆସି ମୁନି ଙ୍କୁ ଧରି କାନ୍ଦି ଥିଲେ।ଯାହାକୁ ଦେଖି ସମସ୍ତେ କାନ୍ଦି ପକାଇ ଥିଲେ।
Special report
ସୂଚନା ଅନୁସାରେ ବିହାର ରେ ମୁନି ସିଂହ ନାମକ ଜଣେ ମହିଳା ଗତ କିଛି ଦିନ ତଳେ ବିବାହ କରିଥିଲେ।ତାଙ୍କ ସ୍ଵାମୀ ଙ୍କ ନାମ ହେଉଚି ବିଜୟ ସିଂହ।ବିବାହ ପରେ ସେମାନଙ୍କ ଭିତରେ ଖୁବ୍ ଭଲ ସମ୍ପର୍କ ଥିଲା।ହେଲେ ମୁନି ଙ୍କ ଦିଅର ର ମୁନି ଙ୍କ ଉପରେ ଖରାପ ନଜର ରହିଥିଲା।
ସେ ବାରମ୍ବାର ମୁନି ଙ୍କ ସହିତ ଜୋର୍ ଜବରଦସ୍ତି କରୁଥିଲା।ମୁନି ଯେତେ ଥର ବାରଣ କଲେ ମଧ୍ୟ ଶୁଣୁ ନ ଥିଲେ। ଏଥିରେ ତାଙ୍କ ଶାଶୁ ଶ୍ୱଶୁର ମଧ୍ୟ ସାମିଲ ଥିଲେ।ମୁନି ଙ୍କ ସହିତ ତାଙ୍କ ଦିଅର ସମ୍ପର୍କ ରଖିବା ପାଇଁ ଚାହୁଁଥିଲେ।କିନ୍ତୁ ଏହାକୁ ମୁନି କରାଇ ଦେଇ ନ ଥିଲା।
ଶେଷ ରେ ସ୍ଵାମୀ ଶାଶୁ ଶ୍ୱଶୁର ଦିଅର ସମସ୍ତେ ମିଶି ମୁନି ଙ୍କ ବେକ ରେ ଦଉଡ଼ି ଦେଇ ମାରି ଦେଲେ।ସେ ଯେତେ ଚିତ୍କାର କଲେ ମଧ୍ୟ କେହି ଶୁଣି ନ ଥିଲେ।ବାହାରକୁ ତାଙ୍କ କଥା ଶୁଣା ଯାଉ ନ ଥିଲା।ଏହା ପରେ ସେମାନେ ମୁନି କୁ ଜୀବନ ରୁ ମାରି ଦେଲେ।
Special report
ଶବ କୁ ପୋତିବା ପାଇଁ ଘର ର ପଛ ପଟ କୁ ନେଇ କି ଯାଉଥିବା ବେଳେ କିଛି ଗାଁ ଲୋକ ଦେଖିଲେ ।ପଚାରିଲେ ଏହା କଣ।ସେଠାରେ ସମସ୍ତେ ଚୁପ୍ ହୋଇ ଯାଇଥିଲେ।ସେମାନେ ପୋଲିସ କୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ଆସି ପହଂଚି ଥିଲା।ଦିଅର ଓ ତାଙ୍କ ପରିବାର କୁ ଗିରଫ କରିଥିଲେ।
ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲେ।ଏହା ପରେ ମୁନି ଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ମୁନି ଙ୍କୁ ଦେଖି ନିଜ କୋହ ସମ୍ଭାଳି ପାରି ନ ଥିଲେ।ଶେଷ ରେ ସେମାନେ ମୁନି ଙ୍କ ଶାଶୁ ଘର ନାମ ରେ ଥାନା ରେ ଅଭିଯୋଗ କଲେ।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରି ଦେଇଚି।ଖୁବ୍ ଶୀଘ୍ର ସମସ୍ତ ଙ୍କୁ ଦଣ୍ଡ ଦିଆ ଯିବ।

Advertisement