Updated: Aug 30, 2023, 13:59 IST

ଘରେ କେହି ନଥିବା ବେଳେ ଭାଉଜ ର ଇଜ୍ଜତ୍ ନେଲା ଦିଅର, ପରେ ଭିଡିଓ ରେକର୍ଡ କରି କଲା ବଳାତ୍କାର

Viral

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ଜାଣି ଥିବେ ଯେ ପିଲା ମାନେ ଯେତେ ବି ବଡ ଭୁଲ କରନ୍ତୁ ବାପା ମା ମାନେ ତାକୁ କ୍ଷମା କରି ଦିଅନ୍ତି।ପିତା ମାତା ମାନେ ନିଜ ପିଲା ମାନଙ୍କୁ ବହୁତ ଭଲ ପାଆନ୍ତି।ହେଲେ ଏମିତି କିଛି ବାପା ଅଛନ୍ତି ଯିଏ କି ନିଜ ପିଲା ର ସାମାନ୍ୟ ଭୁଲ୍ ପାଇଁ ମାରିବାକୁ ଚାଲି ଆସନ୍ତି।
Viral
ଆମେ ଆପଣ ଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖିରୁ ପାଣି ବାହାରି ପଡିବ।ଏହି ଘଟଣା ଟି ଉତ୍ତରପ୍ରଦେଶ ର ଅମେଠି ଜିଲ୍ଲା ରେ ଘଟିଛି।
ବାପା ଭାଇ ଦୁଇ ଜଣ ମିଶି ସାନ ଝିଅ କୁ ପିଟି ପିଟି ମାରି ଦେଲେ।ଏହା ପରେ ତାର ଶବ କୁ ପୋତି ଦେଲେ।ସମସ୍ତଙ୍କୁ କହି ହେଲେ ତାଙ୍କ ଝିଅ ରୋଗ ରେ ପଡ଼ି ମରି ଗଲା।ଏଥିରେ ପାଖାପାଖି ଲୋକ ଙ୍କ ମନ ରେ ଟିକେ ସନ୍ଦେହ ଜାତ ହେଲା।
Viral
ସେମାନେ ଏ ବିଷୟ ରେ ପୋଲିସ କୁ ଜଣାଇଲେ।ପୋଲିସ ଆସି ଘଟଣା ବିଷୟ ରେ ତଦନ୍ତ ଜାରି କଲା ପରେ ଜଣା ପଡିଲା ଯେ ସେ ଝିଅ କୁ ତାର ବାପା ଭାଇ ପିଟି ପିଟି ହ-ତ୍ୟା କରିଛନ୍ତି।ଏହା ପରେ ପୋଲିସ ଶବ କୁ ମାଟି ତଳୁ ଆଣି ତାର ପୋଷ୍ଟ ମର୍ଟମ କରିଥିଲା।
ସେଥିରୁ ଜଣା ଗଲା ଯେ ଝିଅ ଟିକୁ ହ-ତ୍ୟା କରା ଯାଇଚି।ସୂଚନା ଅନୁସାରେ ସେ ଝିଅ ଟି ର ନାମ ହେଉଚି ଆଫ୍ରିନ।ଯିଏ କି ଅନ୍ୟ ଜଣେ ପୁଅ କୁ ଭଲ ପାଉ ଥିଲା।ଏହାକୁ ତାର ବାପା ନୀୟାମତ ଉଲ୍ଲା ଓ ଭାଇ ହାଇଦର ଅଲ୍ଲୀ ସହି ପାରି ନ ଥିଲେ।
ଏହା ପୂର୍ବ ରୁ ଆଫ୍ରୀନ ଯୁବକ ଙ୍କ ସହିତ ବଜାର ରେ ବୁଲୁଥିଲେ।ସେଠାରେ ତାଙ୍କ ବାପା ଭାଇ ଦେଖି ତାଙ୍କୁ ଜୋର୍ ରେ ପିଟି ଥିଲେ।କିଛି ଲୋକ ଏ ବିଷୟ ରେ ଥାନା ରେ ଖବର ଦେଇଥିଲେ।ଏହା ପରେ ପୋଲିସ ବାବୁ ମାନେ ଏହାର ସମାଧାନ କରି ବୁଝା ସୂଝା କରି ଝିଅ କୁ ଘରେ ଛାଡି ଦେଇ ଯାଇଥିଲେ।
ଏହାର କିଛି ଦିନ ପରେ ଝିଅ ଟି ପୁନର୍ବାର ସେପରି ହେବାରୁ ତାକୁ ତାର ବାପା ଓ ଭାଇ ଜୋର୍ ରେ ପିଟି ଥିଲେ।ଯାହା ଫଳରେ ଝିଅଟି ର ସେହିଠାରେ ପ୍ରାଣ ବାୟୁ ଉଡ଼ି ଯାଇଥିଲେ।ଏହା ପରେ ସେମାନେ ଜଲଦି ଜଲଦି ତାକୁ ପୋତି ଦେଲେ।
Viral
ଏବଂ ବାହାରେ କହିଲେ କୁ ତାର ରୋଗ ହୋଇ ଥିବାରୁ ସେ ମରି ଗଲା।ଏ ବିଷୟ ରେ ଗ୍ରାମ ର ଲୋକ ମାନେ ପୋଲିସ କୁ ଖବର ଦେଲେ।ଓ ଏବେ ପୋଲିସ ତାର ବାପା ଭାଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement