ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଆମ ସମାଜରେ କିଭଳି ଘଟଣା ମାନ ଘଟିବା ରେ ଲାଗିଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ ଅଟେ। ଏଭଳି ଘଟଣା ଗୁଡ଼ିକ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଏବେ ପ୍ରାୟତଃ ଘରେ ଘରେ ଫୋନ ଏବଂ ସବୁ ଲୋକ ମାନେ ମଧ୍ୟ ଏବେ ସୋସିଆଲ ମିଡ଼ିଆର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି।
ଆଉ ଏହା ଆମର ସମାଜ ଉପରେ ନିଶ୍ଚିତ ଭାବରେ ଏକ ଖରାପ୍ ପ୍ରଭାଵ ପକାଉଛି। ସୋସିଆଲ ମିଡିଆ ଆମକୁ ଯେତିକି ସାହଯ୍ୟ କରୁଛି ସେତିକି ଆମ ଜୀବନକୁ ମଧ୍ୟ ବିପଦରେ ପକାଇ ଦେଉଛି।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଏକ ଘଟଣା ସମ୍ପର୍କ କହିବାକୁ ଯାଉଛୁ ଯାହାକୁ କି ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ଏଭଳି ଏକ ଘଟଣା ଘଟି ଯାଇଛି ରାଜସ୍ଥାନ ରେ। ସେଠାରେ ଜଣେ ମହିଳା ଙ୍କ ସହ ତାଙ୍କର ଦିଅର ଏଭଳି କିଛି କରିଛନ୍ତି।
ଆଜ୍ଞା ହଁ ଦିଅର ଭାଉଜ ଙ୍କ ସମ୍ପର୍କକୁ ଏକ ମାଆ ଓ ପୁଅ ର ସମ୍ପର୍କ ସହ ତୁଳନା କରାଯାଇ ଥାଏ। ମାତ୍ର ଜଣେ ଦିଅର ଏହି ସମ୍ପର୍କରେ କଳଙ୍କ ଲଗାଇ ଦେଇଛନ୍ତି। କାରଣ ରାଜସ୍ଥାନରେ ଜଣେ ଭାଉଜ କୁ ଦିଅର ଜଣକ ଦୁ-ଷ୍କ-ର୍ମ କରିଥିଲେ।
ଖାଲି ଏତିକି ରେ ତାଙ୍କର ମନ ଶାନ୍ତି ହୋଇ ନଥିଲା ଯେ ସେ ଏହି ନିନ୍ଦନୀୟ କାର୍ଯ୍ୟର ଭିଡିଓ ମଧ୍ଯ କରିଥିଲେ। ଆଉ ଯେତେବେଳେ ବୋହୂ ଜଣକ ଏହି କଥା ସମସ୍ତଙ୍କୁ କହିଦେବେ ବୋଲି କହିଥିଲେ।
ସେତେବେଳେ ଦିଅର ଜଣକ ତାଙ୍କର ଭାଉଜ ଙ୍କୁ ଭିଡିଓ ଭାଇରାଲ୍ କରି ଦେବାର ଧମକ ଦେବା ସହ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲେ। ଆଉ ଏହାପରେ ମହିଳା ଜଣକ ଅନେକ ନିର୍ଯ୍ୟାତିତ ହେବା ପରେ ହିଁ ସେ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ। ଆଉ ଏବେ ଏହି ଘଟଣା ର ତଦନ୍ତ ହେବା ସହ ପୋଲିସ ମଧ୍ୟ ଏହାର ଦୋଷୀ କୁ ଗିରଫ କରି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।