ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟୁଛି ଦିନକୁ ଦିନ ସୋସିଆଲ ମିଡିଆ ପାଇଁ ଏଭଳି କଥା ଭାଇରାଲ୍ ହେବାରେ ଲାଗିଛି କି ଯାହାକୁ ଲୋକମାନେ ବିଶ୍ବାସ ମଧ୍ଯ କରି ପାରୁ ନାହାଁନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସମସ୍ତେ ସୋସିଆଲ ମିଡ଼ିଆର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଆଉ ସୋସିଆଲ ମିଡ଼ିଆ ପାଇଁ ଏକ ସାଧାରଣ କଥା ମଧ୍ଯ ଖୁବ ସହଜରେ ଭାଇରାଲ ହୋଇ ଯାଉଛି।

ବର୍ତ୍ତମାନ୍ ସମୟରେ ଏଭଳି ଏକ ଘଟଣା ଘଟିଯାଇଛି ଯାହାକୁ ଶୁଣିବା ପରେ ଆପଣଙ୍କ ହୃଦୟ ଥରି ଉଠିବ। ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ପରକ୍ରିୟା ପ୍ରୀତି ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଆଉ ଏହାକୁ ନେଇ ମଧ୍ୟ ଅନେକ ଅଭାବନୀୟ କାଣ୍ଡ ଘଟି ଯାଉଛି। ଆଜ୍ଞା ହଁ ବର୍ତ୍ତମାନ ସମୟରେ ସେଭଳି ଏକ ଘଟଣା ଘଟିଛି ଯାହାକି ପୁରା ଅଞ୍ଚଳରେ ଆତଙ୍କର ବାତାବରଣ ଖେଳାଇ ଦେଇଛି।
ଅଜ୍ଞାନୀ ହଁ ସ୍ୱାମୀ ନିଜ ଆଖିରେ ଦେଖିଥିଲେ କି ତାଙ୍କର ସ୍ତୀ ଅନ୍ୟ ଏକ ପୁରୁଷ ସହ ଅବୈଧ ସମ୍ପର୍କ ରଖୁଥିଲେ।

ଆଜ୍ଞା ହଁ ଯେତେବେଳେ ସ୍ୱାମୀ ଜଣକ ଅଫିସ୍ ରୁ ଫେରିଥିଲେ ସେତେବେଳେ ସେ ଦେଖିଥିଲେ ତାଙ୍କର ସ୍ତ୍ରୀ ଆଉ କାହା ସହିତ ନୁହେଁ ବରଂ ତାଙ୍କର ସାନ ଭାଇ ସହ ଏଭଳି ଭାବରେ ଅବୈଧ ସମ୍ପର୍କ ରଖିଛନ୍ତି।ଆଉ ସ୍ଵାମୀ ଜଣକ ଏହା ଦେଖିବା ପରେ ହଠାତ୍ ତାଙ୍କର ମୁଣ୍ଡ କୁ ଖୁବ ରାଗ ଚିଡି ଯାଇଥିଲା।
ଆଉ ଏହାପରେ ସେ ତାଙ୍କର ସାନ ଭାଇର ହ-ତ୍ୟା କରି ଦେଇଥିଲେ। ଆଉ ତାଙ୍କୁ ଏହାପରେ ପୋଡ଼ି ଦେଇଥିଲେ। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଥିବା ବେଳେ ଏହାକୁ କେହି ବିଶ୍ଵାସ ମଧ୍ୟ କରି ପାରୁ ନାହାଁନ୍ତି।

ଆଉ ପୋଲିସ ମଧ୍ଯ ଏବେ ଏହି ଘଟଣା ସହ ସଂପୃକ୍ତ ଥିବା ଉକ୍ତ ବଡ଼ ଭାଇ କୁ ଗିରଫ କରି ପଚରା ଉଚରା ଜାରି ରଖିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।