Updated: Mar 21, 2024, 21:33 IST

ଭାରତର ଶକ୍ତି ଦେଖି ଭୟରେ ଥରିଲେଣି ପାକିସ୍ତାନ ଚାଇନା ଦେଖନ୍ତୁ କେମିତି

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ସମୁଦ୍ର ଭିତରେ ଭାରତର ଶକ୍ତି ଦେଖି ଥରିଲେଣି ଚାଇନା ପାକ, ପୁରା ବିଶ୍ୱ ଦେଖିଲା ଭାରତର ସାହାସI ଏବେ ଭାରତ ଆଉ ପଛରେ ନାହିଁ। ସାମରିକ କ୍ଷେତ୍ରରେ ଆଗରେ ଥିବା ଦେଶ ଗୁଡ଼ିକ ମଧ୍ୟରେ ଭାରତ ବି ତାର ନାଁକୁ ପ୍ରମାଣିତ କରିଛି। 
ସୋମଲିଆ ଉପକୁଳରେ ଜଳଦସ୍ୟୁ ମାନଙ୍କ ଠାରୁ ଏକ ପଣ୍ୟବାହୀ ଜାହାଜକୁ ଉଦ୍ଧା କରିବା ସହ ଜଳଦସ୍ୟୁ ମାନଙ୍କୁ ବନ୍ଦି କରି ଏବେ ନିଜର ଶକ୍ତିକୁ ପ୍ରମାଣିକ କରିଛି ଭାରତ। ସୂଚନା ମୁତାବିକ ନୌସେନା ପ୍ରାୟ ଦୁଇ ଦିନ ଧରି ଚାଲିଥିବା ଡକାୟତି ବିରୋଧି ଅଭିଯାନ ରେ ଜାହାଜ ଏନଭି ରୁଏନର ୧୭ ଜଣ କୁସଦସ୍ୟ କୁ ଉଦ୍ଧାର କରିଛି।
Viral
ଏବଂ ୧୭ ଜଣ ଜଳଦର୍ଶିଙ୍କୁ ଅଟକ ରଖିଛି। ଭାରତର ସାମରିକ ଶକ୍ତି ବଢ଼ି ବଢ଼ି ଚାଲିଛି ଏହା କେବଳ ସମ୍ଭବ ହେଇପାରିଛି ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇଁ। ଯାହାକୁ ଦେଖି ଏବେ ଭୟରେ ଚୀନ ଏବଂ ପାକିସ୍ତାନ। 
ଶତ୍ରୁ ଦେଶ ଏବେ ଜାଣି ସାରିଛି ଭାରତ ସହିତ ଲାଗିଲେ ତା ଅବସ୍ଥା କିଭଳି ହେବ। "କାଉନସିଲ ଅଫ ଫରେନ୍ ଇଣ୍ଟରନେସନାଲ ଆଫେ ଆରସ ଫେଲ ଜନ ବାର୍ଡବ୍ରୋଡ଼" କହିଛନ୍ତି- ଏହି ଅପରେସନର ସଫଳତା ଭାରତ ନୌସେନାକୁ ପ୍ରଶିକ୍ଷଣ, କମାଣ୍ଡଉ ଓ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଦକ୍ଷତା ଦୃଷ୍ଟିରୁ ଏକ ଶୀର୍ଷ ସ୍ଥରିୟ ବାହିନୀ ଭାବେ ଦର୍ଶାଉଛି।
ଏହି ଅପରେସନ ପାଇଁ ରାଷ୍ଟ୍ରପତି ରୁମେନ୍ ରାଦେବଙ୍କ ସମେତ ବୁଲବେରିଆ ନେତା ମାନେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisement