Updated: Mar 25, 2024, 19:43 IST

ଭଙ୍ଗା କାନ୍ଥତଳେ ଚାଲିଗଲା ପୁଅ ଜୀବନ ଦେଖନ୍ତୁ ଛାତିପିଟି ପିଟି କାନ୍ଦୁଛି ସାରା ପରିବାର

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା। ରଙ୍ଗର ପର୍ବ ହେଉଛି ହୋଲିର ପର୍ବ। ଏଥିପାଇଁ ସବୁ ଆଡେ ଖୁସି ଉତ୍ସାହ ଲାଗିରହିଥିବା ବେଳେ କିନ୍ତୁ ଜଳେଶ୍ଵର ଗ୍ରାମରେ ଘଟିଯାଇଛି ଏକ ଅ-ଘ-ଟ-ଣ। କାନ୍ଥ ପଡି ପୁଅର ମୃ-ତ୍ୟୁ ହୋଇଥିବା ବେଳେ 
ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି। ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ। ଏହି ସମୟରେ ପଡୋଶୀ ଘରର ମାଟି କାନ୍ଥ ହଠାତ ସେମାନଙ୍କ ଉପରେ ଓଲଟି ପଡିଥିଲା।
Viral
ତିନିଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇ ଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ସମସ୍ତଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ ଲୋକେ। ଘଟଣାସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃ-ତ୍ୟୁ ହୋଇଥିବା ବେଳେ ବାପା ଏବଂ ମା ଗୁରୁତର ହୋଇ ଥିଲେ। 
ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ୱର ହସପିଟାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଭଭୟଙ୍କୁ ବାଲେଶ୍ୱର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜଳେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣା ଅନୁସାରେ ରାସ୍ତା ପାଖରେ ବସିଥିଲେ ପରିବାର।
ହଠାତ ତାଙ୍କ ଉପରେ ପଡୋଶୀ ଘର କାନ୍ଥଟି ଓଲଟି ପଡ଼ିଥିଲା। ଯାହାଫଳରେ ମାଟି ତଳେ ସମସ୍ତେ ଚାପି ହୋଇଯାଇଥିଲେ। ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିଥିଲେ।

Advertisement