Updated: Mar 24, 2024, 02:08 IST

ନୂଆ ନୂଆ ଭଉଣୀ ପାଇଥିଲା ଚାକିରୀ ଅନେଇ ବସିଥିଲା ଭାଇ ହେଲେ ହେଲା ଏମିତି ଭୟଙ୍କର ଘଟଣା - Exclusive

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି। ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। 
Viral
କୋରେଇ ଥାନା ନୂଆଗଡ ଗୋଲେଇ ଛକରେ ରାସ୍ତା କଡରେ ଠିଆ ହେଇଥିବା ସ୍କୁଟି ଗାଡିକୁ ଧକ୍କା ଦେଲା ଟ୍ରକ,ଜଣେ ମୃତ। ସୂଚନା ଅନୁଯାୟୀ ଗୁରୁବାର ରାତିରେ ଜନୈକା ମହିଳା ନିଜ ସ୍କୁଟି ଗାଡିକୁ ଧରିକି ନୂଆଗଡ ଗୋଳେଇ ଛକରେ ଠିଆ ହେଇଥିଲେ।
ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କ ସ୍କୁଟି ଗାଡିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଗାଡ଼ିକୁ ଧରି ଠିଆ ହେଇଥିବା ମହିଳା ଜଣଙ୍କ ଖୋପାଡ଼ି ହେଇ ପଡ଼ିଥିଲେ।
ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସକୁ ଡାକି ମହିଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଛନ୍ତି।
ମୃତ ମହିଳା ଜଣଙ୍କ ସୁଜଳନଗର ଅଞ୍ଚଳର ବର୍ଷାରାଣୀ ବେହେରା ବୋଲି ସୂଚନା ମିଳିଛି। ତେବେ ବର୍ଷାରାଣୀ ହେଉଛନ୍ତି ନବବିବାହିତା। ବର୍ଷାରାଣୀ ବେହେରା କେନ୍ଦ୍ରାପଡାର ନୀତିଶ ବେହେରାଙ୍କ ସହ ନୂଆଁ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ।

Advertisement