Updated: Aug 5, 2023, 21:21 IST

ଭାଇ ଶବ୍ଦରେ ଲାଗିଲା କଳଙ୍କ ଶେଷରେ ଭଉଣୀକୁ ନେଇ ପର୍କରେ ...

Viral news

ନମସ୍କାର ପାଠକ ବନ୍ଧୁ।ଆଜିର ଯୁବ ପିଢ଼ି ଏପରି ପ୍ରେମ କରୁଛନ୍ତି ଯେ ନିଜ ସଂପର୍କ କୁ ଭୁଲି ଯାଉଛନ୍ତି।ଭାଇ ଭଉଣୀ ର ସମ୍ପର୍କ କେଡେ ପବିତ୍ର।ହେଲେ ସେହି ସମ୍ପର୍କ ର ମୂଲ୍ୟ ବୁଝୁ ନାହାନ୍ତି ଆଜିର ଯୁବ ପିଢ଼ି।ନିଜ ମନ ର ଇଚ୍ଛା ପାଇଁ ଏପରି କିଛି କରୁ ଛନ୍ତି ଯେ ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଏପରି ଅନେକ ଖବର ଆପଣ ମାନେ ପ୍ରତିଦିନ ଖବର କାଗଜ ରେ ପଢ଼ୁ ଥିବେ।ପ୍ରେମ ରୁ କିପରି ସୃଷ୍ଟି ହୋଇଛି ମୃ-ତ୍ୟୁ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Vural
ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ର ମାଳବିୟ ନଗର ରେ।ସେହି ଅଞ୍ଚଳ ରେ ଇମ୍ରାନ ନାମକ ଜଣେ ବ୍ୟକ୍ତି ନିଜର ମାଉସୀ ଝିଅ କୁ ପ୍ରେମ କରି ବସିଥିଲା। ଏବଂ ଶେଷ ରେ ସେହି ମାଉସୀ ଝିଅ ଭଉଣୀ କୁ ନିଜ ହାତ ରେ ହ-ତ୍ୟା କଲା।
ସେହି ଝିଅ ଟିର ନାମ ହେଉଛି ନର୍ଗିସ।ତାକୁ ମାରିଲା ବେଳେ ଇମ୍ରାନ୍ ର ହାତ ଟିକେ ବି ଥରିଲା ନାହିଁ।ଉଭୟ ପରସ୍ପର କୁ ପ୍ରେମ କରୁଥିଲେ।ହେଲେ ଏହାକୁ କେହି ପସନ୍ଦ କରି ନ ଥିଲେ।ନର୍ଗିସ ମଧ୍ୟ ଶେଷ ରେ ବିବାହ କରିବା ପାଇଁ ମନା କରି ଦେଇଥିଲା।ସେଥିପାଇଁ ଇମ୍ରାନ ତାକୁ ମାରିଦେଲା।
Viral
ସୂଚନା ଅନୁସାରେ ମାଳବୀୟ ନଗର ରେ ରହୁଥିବା ଇମ୍ରାନ୍ କୌଣସି ଚାକିରି କରି ନ ଥିଲେ।ସେଥିପାଇଁ ତାଙ୍କ ମାଉସୀ ତାଙ୍କୁ ନେଇକି ତାଙ୍କ ଘରେ ରଖିଲେ।ତାଙ୍କ ମଉସା ଏକ ଗ୍ୟାରେଜ କରିଛନ୍ତି।ସେଠାରେ ସେ କାମ କରୁଥିଲେ।
ମାଉସୀ ଙ୍କ ଘରେ ରହିଲା ବେଳେ ମାଉସୀ ଙ୍କ ଝିଅ ଉପରେ ଖରାପ ଦୃଷ୍ଟି ପକାଇଲେ।ଓ ତାଙ୍କୁ ପ୍ରେମ କରିବାକୁ ଲାଗିଲେ।ଓ ଭଉଣୀ ନର୍ଗିସ ମଧ୍ୟ ଭାଇ କୁ ପ୍ରେମ କରୁଥିଲେ।ଏହାପରେ ଇମ୍ରାନ ମାଉସୀ ଙ୍କ ଆଗରେ କହିଲେ କି ସେ ତାଙ୍କ ଝିଅ କୁ ପ୍ରେମ କରୁଛନ୍ତି।
ଏହି କଥା ରେ ମାଉସୀ ରାଗି ଯାଇଥିଲେ।ଇମରାନ ଙ୍କୁ ତାଙ୍କ ଘରୁ ବାହାର କରିଦେଲେ।ହେଲେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସଂପର୍କ ରହିଥିଲା। ଇମ୍ରାନ୍ ନର୍ଗିସ କୁ ଏକ ପାର୍କ କୁ ଡକାଇଲେ।
ସେଠାରେ ନର୍ଗିସ ତାଙ୍କୁ ବିବାହ କରିବାକୁ ମନା କରିବାରୁ ଇମ୍ରାନ୍ ବ୍ୟାଗ୍ ରେ ନେଇ ଥିବା ଏକ ଲୁହା ରଡ଼ ରେ ନର୍ଗିସ ଙ୍କୁ ହ-ତ୍ୟା କଲେ।ସେହିଠାରେ ନର୍ଗିସ ଙ୍କ ମୃ-ତ୍ୟୁ ହୋଇ ଥିଲା।ନର୍ଗିସ ଙ୍କ ବାପା କହିଛନ୍ତି କି ଇମ୍ରାନ କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ।

Advertisement