Updated: Aug 4, 2023, 18:08 IST

ଏବେଠୁ ଏମିତି ପରିସ୍ଥିତି ଆଗକୁ ହେବ ଏମିତି ଦେଖନ୍ତୁ ମାଳିକା କଲା ସାବଧାନ - Malika Bachana

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ମାଳିକା ଧିରେ ଧିରେ ସତ ହେବାରେ ଲାଗିଛି। ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା ବେଳେ କଳିଯୁଗ ଶେଷ ହେବା ନେଇ ସମସ୍ତଙ୍କ ଭୟ ବଢିବାରେ ଲାଗିଛି। ପ୍ରକୃତରେ କ’ଣ ଶେଷ ହୋଇଯିବ କଳିଯୁଗ? ସତରେ କ’ଣ ସତ ହେଉଛି ମାଳିକା ବଚନ।
Viral news
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଲେଖାଥିବା ପ୍ରତ୍ୟେକ କଥା ସତ ହେଉଥିବା ଦେଖାଯାଉଛି। ଆଜିର ସମୟରେ ଲୋକେ ଆଧୁନିକତାର ସହିତ ତାଳ ଦେଇ ଆଗକୁ ବଢୁଛନ୍ତି।
କିନ୍ତୁ ଦେଖିବାକୁ ଗଲେ ଆମର ପୁରାଣ ଶାସ୍ତ୍ର ଓ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିମାନେ କରିଯାଇଥିବା ଭବିଷ୍ୟବାଣୀରେ ଅଧିକାଂଶ ସତ୍ୟତା ରହିଥାଏ। ତେବେ ବନ୍ଧୁଗଣ ଲଗାଣ ବର୍ଷା କାରଣରୁ ମନ୍ଦିର ପରିସର ଏବଂ ମନ୍ଦିର ଭିତରେ ପ୍ରବଳ ପାଣି ଜମି ରହିଛି।
Weather
ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ବାଇଶି ପାହାଚରେ ମୀନ ଖେଳିବ। ଏହି ଘଟଣା କଳିଯୁଗ ଶେଷ ପୂର୍ବରୁ ସଂକେତ ଦେଉଥିବା ଏବେ ଚର୍ଚ୍ଚା ହେବାରେ ଲାଗିଛି। 
ଲେଖା ରହିଛି ବାଇଶି ପାହାଚରେ ମୀନ ଯେବେ ଖେଳିବ, ସେବେ କଳିଯୁଗର ଅନ୍ତ ହେବ। ତେବେ ବନ୍ଧୁଗଣ ବର୍ତ୍ତମାନ ମାଳିକା ଗବେଷକ ଦିବାକର ଦାସ କହିଛନ୍ତି, ଗୋସେଇଁ ଯଶବନ୍ତ ଦାସ ମାଳିକାରେ ଲେଖିଛନ୍ତି ଏମିତି ସମୟ ଆସିବ ଜଳ ପ୍ରଳୟ ଆଖି ଦେଖିବ ଏବଂ କୋଠା ବଡି ସବୁ ଭାସୁଥିବ।
Viral news
ଅନେକ ସ୍ଥାନରେ ଭୂମିକମ୍ପ ହେବ। କଳିଯୁଗ ଶେଷ ବୋଲି ସେତେବେଳେ ଜାଣିବେ ଯେତେବେଳେ ଜଳରେ ବୁଡି ଅନେକ ଲୋକଙ୍କ ମୃ-ତ୍ୟୁ ହେବ। ଏବଂ ହୀରାକୁଦ ବନ୍ଧ ଆଗକୁ ଭାଙ୍ଗିବ ବୋଲି ମାଳିକାରେ ଲେଖା ଅଛି। କଳିଯୁଗ ଶେଷ ବେଳକୁ ମାଆ ନିଜ ପିଲାକୁ ମାରିବ ଆଉ ପୁଅ ପିତା ମାତାଙ୍କୁ ମାରିବ।
ଅନେକ ଲୋକ ନିଜର ବିବାହ କରିଲା ପରେ ନିଜ ସ୍ତ୍ରୀକୁ ବିଦେଶ ନେଇ ରଖିବେ। ଆଉ ନିଜର ପୂର୍ବ ପୁରୁଷ ଜମିକୁ ମଧ୍ୟ ବିକିଦେବେ। ନାନା ପ୍ରକାର ରୋଗରେ ଲୋକମାନେ ମୃ-ତ୍ୟୁ ବରଣ କରିବେ। ଆଉ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ଛାଡ଼ପତ୍ର ହେବ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହିସବୁ କଥା ବାବା ଦିବାକର ଦାସ କହିଛନ୍ତି।

Advertisement