Apr 16, 2024, 16:50 IST

ବିଶ୍ୱାସ ନହେଲେ ବି ସତ !! ପ୍ରିୟାଙ୍କ ଦେହରେ ଲାଗୁଛି ଭୂତ ସେଥିପାଇଁ YouTube ରୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ୟୁଟ୍ୟୁବର ଜଣଙ୍କୁ ନେଇ । ଏହି ୟୁଟ୍ୟୁବର ଜଣଙ୍କୁ ତ ଆପଣମାନେ ଜାଣିଥିବେ ।
ଏହି ୟୁଟ୍ୟୁବର ଜଣକ ହେଉଛନ୍ତି ପ୍ରିୟା । ସେ ଅନେକ ପ୍ରକାରର ଭିଡିଓ କରିଥାନ୍ତି । ଆଉ ତାଙ୍କର ଭିଡିଓ ୟୁଟ୍ୟୁବରେ ବହୁତ ସୁନ୍ଦର ହୋଇଥାଏ । ସେ ଏହି ୟୁଟ୍ୟୁବରୁ ଅନେକ ଟଙ୍କା ରୋଜଗାର କରିଥାନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
Gg
ପ୍ରିୟାଙ୍କ ପିଛା ଛାଡୁନି ଭୂତ । ରାତିଦିନ ତାଙ୍କୁ କିଲବିଲ କରୁଛି । ଘର ଭିତରୁ ଜଙ୍ଗଲକୁ ଟାଣି ନେଉଛି ଏହି ଭୂତ । ଏହିସବୁ ଦେଖି ପ୍ରିୟାଙ୍କ ପରିବାର କାନ୍ଦୁଛି କିନ୍ତୁ କ୍ୟାମେରା ମ୍ୟାନ ଭିଡିଓ କରୁଛି ।
ଭୂତ ସିନା ଯନ୍ତ୍ରଣା ଦେଉଛି କିନ୍ତୁ ୟୁଟ୍ୟୁବରୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା । ଏବେ ଯୁଗ ବହୁତ ଆଗକୁ ବଢ଼ିଲାଣି, ଲୋକମାନେ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲେଣି କିନ୍ତୁ ସମାଜରେ ଏବେବି ଅନେକ କିଛି ଅନ୍ଧବିଶ୍ୱାସ ରହିଛି । ସତରେ ଏହି ସମାଜରେ କଣ ଭୂତ ଅଛି! 
ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି । ପ୍ରିୟାରାଜ ଭ୍ଲଗସ ନାମକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଆଉ ସେଥିରେ ସବୁଦିନ ଭିଡିଓ ଅପଲୋଡ଼ ହେଉଛି । ପ୍ରିୟାଙ୍କ ଦେହରେ ଭୂତ ଲାଗୁଛି ଆଉ ସେହି ଭୂତ ଜଙ୍ଗଲକୁ ଟାଣି ନେଉଛି ।
Hh
ଭୂତ ଲାଗିବା ପରେ ପ୍ରିୟାଙ୍କ ସହିତ କଣ ସବୁ ଘଟଣା ଘଟୁଛି ତାହା ଭିଡିଓ ମାଧ୍ୟମରେ ଲୋକଙ୍କୁ ଦେଖା ଯାଉଛି । ଏବେ ଏହାକୁ ନେଇ କଥା ଆସୁଛି କି ପ୍ରିୟା କଣ ସରଳ ବିଶ୍ବାସୀ ଲୋକଙ୍କ ସହିତ ଖେଳୁଛନ୍ତି ନା ସତରେ ତାଙ୍କୁ ଭୂତ ଲାଗୁଛି । ଏବେ ଏନେଇ ଅନେକ କଥା ଆସୁଛି ।
ସତରେ କଣ ପ୍ରିୟା ନାମକ ଏହି ମହିଳାଙ୍କ ଦେହରେ ଭୂତ ଆସୁଛି ନା ସେ ଲୋକମାନଙ୍କ ସହ ଏମିତି ମିଛ ନାଟକ କରୁଛନ୍ତି । ପ୍ରିୟାଙ୍କ ଦେହରେ କିଭଳି ଭୂତ ଆସୁଛି ଏନେଇ ଆସୁଛି ସବୁ ଅପଡେଟ । ତାଙ୍କ ଦେହରେ ଭୂତ ଆସିଲେ ସେ କାହାକୁ ଛାଡ଼ୁ ନାହାଁନ୍ତି । ଆଉ ଲୋକମାନେ କମେଣ୍ଟ କରୁଛନ୍ତି କି ପ୍ରିୟା ସମସ୍ତଙ୍କୁ ଯଦି ହଇରାଣ କରୁଛନ୍ତି ତାହେଲେ ସେ କ୍ୟାମେରା ମ୍ୟାନଙ୍କୁ କିଭଳି ଛାଡ଼ି ଦେଉଛନ୍ତି ।
ପ୍ରିୟାଙ୍କର ଏଭଳି ଘଟଣାକୁ ନେଇ ଏବେ ଅନେକ କଥା ଆସୁଛି । ପ୍ରିୟା କଣ ନାଟକ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କି ? ପ୍ରିୟାଙ୍କ ଦେହରେ ଏଭଳି ଅଜବ ଘଟଣା ଘଟୁଛି ଯଦି ରାଜ ତାଙ୍କୁ ମେଡିକାଲ କାହିଁକି ନେଉ ନାହାନ୍ତି ? ଏଭଳି ଅନେକ କଥା ଆସୁଛି ।

Advertisement