Nov 9, 2023, 09:26 IST

ହେ ଭଗବାନ ସକାଳୁ ସକାଳୁ ମରଣ ମୁହଁ ରୁ ବର୍ତିଗଲେ ଅମିତ୍ ଶାହା: ନିଜେ ଅମିତ୍ ଶାହ ମଧ୍ୟ ଡରିଗଲେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଆଜ୍ଞା ହଁ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜ୍ଞା ହଁ ବିଦ୍ୟୁତ୍ ସଂସ୍ପର୍ଶ ରେ ଆସିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାଜସ୍ଥାନ ରେ ପ୍ରଚାର ସମୟରେ ଏଭଳି ଘଟଣା ଘଟିଛି।
ଆଜ୍ଞା ହଁ ରାଜସ୍ଥାନ ର ପ୍ରଚାର ସମୟରେ ଏକ ବିଦ୍ୟୁତ୍ ଖୁଣ୍ଟ ରେ ଶାହ ଙ୍କ ପ୍ରଚାର ରଥ ଯାଇ ଧକ୍କା ଲାଗିଥିଲା। ଏହାପରେ ଶାହ ଙ୍କୁ ରଥରୁ ଓହ୍ଲାଇ ଦିଆ ଯାଇ ଆଉ ଏକ ଗାଡ଼ି କୁ ନିଆ ଯାଇଥିଲା। ତେବେ ଏଥିରେ କାହାର କିଛି ମଧ୍ଯ କ୍ଷତି ହୋଇ ନଥିବା ଏହା ଜଣା ପଡ଼ିଛି।
ମଙ୍ଗଳ ବାର ଦିନ ଅମିତ୍ ଶାହା ରାଜସ୍ଥାନର , ଦିଡୱାନା ଜିଲ୍ଳାର ମାକ୍ରାନା ରେ ଏକ ରୋଡ ଶୋ କରିବାକୁ ଯାଇଥିଲେ ଏହି ସମୟରେ ଶାହ ଙ୍କ ପ୍ରଚାର ରଥ ବିଦ୍ୟୁତ୍ ତାର ସହ ଧକ୍କା ହୋଇଥିଲା।
Special report
ଏକ ବଡ଼ ଧରଣର ଦୁର୍ଘଟଣାରୁ ଶାହ ରକ୍ଷା ପାଇଥିବା କୁହା ଯାଉଛି ଓ ଅନ୍ୟ ନେତା ଓ କର୍ମୀ ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। ଯାହା ସୁଚନା ମିଳିଛି କି ଏହା ପରେ ମଧ୍ଯ କାର୍ଯ୍ୟକ୍ରମ କୁ ବି ବାତିଲ କରାଯାଇ ଥିଲା।
ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା। କେଉଁ ପରିସ୍ଥିତି ରେ ଏଭଳି ପରିସ୍ଥିତି ହେଲା ସେନେଇ ଏବେ ମଧ୍ଯ ତଦନ୍ତ ଜାରି ରଖିଛି ପୋଲିସ୍।
ସେପଟେ ଏଭଳି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ପୋଲିସ।ଏହା ଜାଣି ଶୁଣି କିଏ ଏଭଳି କରିଥିବା ସେ ଅଭିଯୋଗ କରିଛି।ହେଲେ ଏହି ଘଟଣା ପଛରେ କାହାର ହାତ ଅଛି ନା ନାହିଁ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ।
ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି। ଏହି ଭିଡିଓ ଟି ମଧ୍ଯ ଖୁବ ଭାଇରାଲ୍ ହେବାରେ ଲାଗିଛି ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement