Jan 11, 2024, 09:12 IST

ବାପାଙ୍କ ପାଇଁ ଦୁଃଖରେ ଗୀତ ଗାଇଲେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ ସୋସିଆଲ ମିଡିଆରେ ହେଉଛି ଏହି ଗୀତ ବେଶ୍ VIRAl

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡ଼ିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆରେ ମାଧ୍ୟମରେ ଜାଣିପାରୁ। ଆପଣମାନେ ସମସ୍ତେ ଅନେକ ପ୍ରକାରର ଖବର ଯାହା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ।
Special Report
ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଥିଲେ। ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। 
ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
Special Report
ତେବେ ହାଇକୋର୍ଟ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ନେଇ ଅନୁମତି ଦେବା ପରେ ଏବେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି। ତେବେ ବନ୍ଧୁଗଣ ଅନୁଭବ ମହାନ୍ତି ଏବଂ ତାଙ୍କ ସାନ ଭାଇ ଅନୁପ୍ରାସ ମହାନ୍ତି ତାଙ୍କ ବାପାଙ୍କ ପାଇଁ ଗୀତ ଗାଇଛନ୍ତି। 
ଯାହାର କିଛି ଝଲକ ସାଂସଦ ଅନୁଭବ ମହାନ୍ତି ନିଜ ହ୍ୱାଟସବ ରେ ରଖିବା ସହିତ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ବନ୍ଧୁଗଣ ଆପଣ ଅନୁଭବ ମହାନ୍ତିଙ୍କୁ ଯେଉଁଠାରେ ଦେଖନ୍ତି ସବୁବେଳେ ଗୋଟିଏ କଥା କୁହନ୍ତି କି ସମସ୍ତେ ବାପା ମାଆଙ୍କ ସେବା କର।
Special Report
ବାପା ମା ହେଉଛନ୍ତି ଚଳନ୍ତି ଦେବତା। ବାପା ମାଙ୍କୁ କେବେବି ହତାଦାର କରିବ ନାହିଁ। ଆଉ ଠିକ୍ ସେତିକିବେଳେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯେଉଁଥିରେ ସେ ତାଙ୍କ ବାପା ଙ୍କ ସେବା କରୁଥାନ୍ତି। 
ଏମିତି କି ସେ ତାଙ୍କ ବାପାଙ୍କ ପାଦରେ ତେଲ ଲଗେଇ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ବାପା ଅସ୍ତ୍ରପ୍ରଚାର ପରେ ଚିକିତ୍ସିତ ହେଉଛନ୍ତି।
ସେତିକିବେଳେ ଅନୁଭବ ମହାନ୍ତି ଏବଂ ତାଙ୍କ ସାନ ଭାଇ ମିଶି ତାଙ୍କ ବାପାଙ୍କ ଉଦ୍ଧେଶ୍ୟ ରେ ଏକ ଗୀତ ଗାଇଛନ୍ତି। ଯେଉଁ ଗୀତାର ଝଲକ୍ ଏବେ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement